ଜାତୀୟ

ବିଦ୍ରୋହ ହେବାକୁ ଯାଉଛି, ଏହା ପୂର୍ବରୁ ଉଦ୍ଧବଙ୍କୁ ଦିଆଯାଇଥିଲା ଚେତାବନୀ କିନ୍ତୁ…

ମୁମ୍ବାଇ,୪ ।୨: ଗତବର୍ଷ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି(ଏମଭିଏ) ସରକାର ଭାଙ୍ଗି ଯାଇଥିଲା । ଏହାକୁ ନେଇ ଏବେ ଏନସିପି ନେତା ତଥା ଏମଭିଏ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ବଡ କଥା କହିଛନ୍ତି । ସେ…

ସ୍କୁଲ ପୋଷାକ ପିନ୍ଧି ବିଧାନସଭା ଆସିଲେ

ପୁଡୁଚେରି,୪।୨: ପୁଡୁଚେରିକୁ ରାଜ୍ୟ ମାନ୍ୟତା ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇବାକୁ ସରକାର ରାଜି ହେଉ ନ ଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଡିଏମ୍‌କେ ଏବଂ କଂଗ୍ରେସ ବିଧାୟକମାନେ ସ୍କୁଲ ପୋଷାକ ପିନ୍ଧି ସାଇକେଲରେ ବିଧାନସଭା ଆସିଥିଲେ। ଶୁକ୍ରବାର ଏଭଳି…

ଚିଦାମ୍ବରମ୍‌ ସ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୪।୨ (ପି.ଟି.): ସାରଦା ଚିଟ୍‌ଫଣ୍ଡ ଏବଂ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ସ୍ତ୍ରୀ ନଳିନୀ ଚିଦାମ୍ବରମ, ପୂର୍ବତନ ସିପିଏମ୍‌ ବିଧାୟକ ଦେବେନ୍ଦ୍ର ନାଥ ବିଶ୍ୱାସ ଏବଂ ଆସାମର ପୂର୍ବତନ ମନ୍ତ୍ରୀ ଅଞ୍ଜନ ଦତ୍ତଙ୍କ ମାଲିକାନାରେ…

ସୁପ୍ରିମକୋର୍ଟରେ ନିଯୁକ୍ତ ହେବେ ୫ ବିଚାରପତି

ନୂଆଦିଲ୍ଲୀ,୪।୨(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟରେ ଖୁବ୍‌ଶୀଘ୍ର ୫ ନୂଆ ବିଚାରପତି ନିଯୁକ୍ତ ହେବାକୁ ଯାଉଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ସରକାର ଦୁଇଜଣିଆ ଖଣ୍ଡପୀଠଙ୍କୁ ସୂଚନା ଦେଇଛନ୍ତି। ନୂଆ ନିଯୁକ୍ତିକୁ ଖୁବ୍‌ଶୀଘ୍ର ମଞ୍ଜୁରୀ ମିଳିଯିବ ବୋଲି ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀ କହିଥିଲେ। ସୁପ୍ରିମକୋର୍ଟରେ ନିଯୁକ୍ତି…

ମନୋହର ଲାଲ ଖଟ୍ଟରଙ୍କ ବଡ ଘୋଷଣା: ପଦନ୍ନୋତିରେ ଅନୁସୂଚିତ ଜାତିର କର୍ମଚାରୀଙ୍କୁ ମିଳିବ ସଂରକ୍ଷଣ

ଚଣ୍ଡିଗଡ଼,୪ ।୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି(ଏସସି) କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । ସିଏମ ଖଟ୍ଟର ଶୁକ୍ରବାର ଘୋଷଣା କରିଛନ୍ତି…

ଗୋଟିଏ ବେଞ୍ଚରେ ୨ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୪।୨: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସହ ଶୁକ୍ରବାର ବେଞ୍ଚ ଶେୟାର କରିଛନ୍ତି ସିଙ୍ଗାପୁର ପ୍ରତିପକ୍ଷ ସୁନ୍ଦରେଶ ମେନନ୍‌। ୨୦୧୨ରୁ ସିଙ୍ଗାପୁରର ଚତୁର୍ଥ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ମେନନ୍‌ ଭାରତ ଗସ୍ତରେ ଅଛନ୍ତି। ଶନିବାର ପାଳିତ…

ଆଗାମୀ ନିର୍ବାଚନରେ ଆର୍‌ଭିଏମ୍‌ ବ୍ୟବହାର ହେବନି: ରିଜିଜୁ

ନୂଆଦିଲ୍ଲୀ,୪।୨: ଦେଶରେ ଆଗାମୀ ନିର୍ବାଚନରେ ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ୍‌ (ଆର୍‌ଭିଏମ୍‌) ବ୍ୟବହାର ଲାଗି କୌଣସି ପ୍ରସ୍ତାବ ନାହିଁ। ଏହା ପ୍ରବାସୀ ଭାରତୀୟ ଭୋଟରଙ୍କ ନିମନ୍ତେ ବ୍ୟବହାର ପାଇଁ ମଧ୍ୟ ପ୍ରସ୍ତାବ ନ ଥିବା ଲୋକ ସଭାରେ ଆଇନମନ୍ତ୍ରୀ କିରେନ ରିଜିଜୁ…

ଅଶ୍ଳୀଳ ଫଟୋ ପାଇଁ ସୋସିଆଲ ମିଡିଆରେ ମହିଳା ସାଜିଲେ ଯୁବକ

ବେଙ୍ଗାଲୁରୁ,୪।୨: ଅଭିଯୁକ୍ତ ପ୍ରସାଦ ସୋସିଆଲ ମିଡିଆରେ ନିଜକୁ ଜଣେ ମହିଳା ପରିଚୟ ଦେଇ ଅନ୍ୟ ମହିଳାମାନଙ୍କ ଅଶ୍ଳୀଳ ଫଟୋ ସଂଗ୍ରହ କରୁଥିଲେ। ସେ ମୋନିକା ନାମରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଚାକିରି ଦେବା ଆଳରେ ଫୁସୁଲାଇ ତାଙ୍କ…

ଶର୍ଟ ସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୪।୨: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଜାନୁୟାରୀ ୨୪ରେ ଆଦାନୀ ସମୂହ ବିରୋଧରେ ଷ୍ଟକ୍ସ ଓ ଆକାଉଣ୍ଟସ୍‌ ହେରଫେର ଅଭିଯୋଗ ଆଣିବା ପରଠୁ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ୧୨୦ ବିଲିୟନ୍‌ରୁ ଊର୍ଦ୍ଧ୍ୱ ଡଲାର କ୍ଷତି ସହିଲେଣି। ଆଦାନୀ ଗ୍ରୁପ୍‌…

ଜମ୍ମୁ-କଶ୍ମୀରରେ ଜୋଷୀମଠ ଭଳି ସଙ୍କଟ

ଶ୍ରୀନଗର,୪।୨: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଜୋଷୀମଠ ଭଳି ସଙ୍କଟ ସାମ୍ନାକୁ ଆସିଛି। ଜିଲାର ଏକ ଗାଁର ମାଟି ଦବିବାରେ ଲାଗିଛି। ପରିବାର ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ଏ ପର୍ଯ୍ୟନ୍ତ ୧୯ଟି ଘର, ୧ଟି ମସ୍‌ଜିଦ ଏବଂ…

ଫରାସୀ ଅଭିନେତ୍ରୀ ନିଜ ଘରେ ପଣବନ୍ଦୀ

ପଣଜୀ,୪।୨: ଫ୍ରାନ୍ସର ଅଭିନେତ୍ରୀ ମାରିଏନ୍‌ ବୋର୍ଗୋଙ୍କୁ ଉତ୍ତର ଗୋଆସ୍ଥିତ ତାଙ୍କ ବାସଭବନରେ ପଣବନ୍ଦୀ କରାଯାଇଥିଲା। ସମ୍ପତ୍ତି ବିବାଦକୁ ନେଇ ଅତିଷ୍ଠ ହେବା ପରେ ସେ ଉକ୍ତ ବଙ୍ଗଳାକୁ ଛାଡ଼ିଦେଇଥିବା କହିଛନ୍ତି। ୭୧ ବର୍ଷୀୟା ବୋର୍ଗୋଙ୍କ ମତରେ ୨୦୧୮ରେ ସେ ଜଣେ ଓକିଲଙ୍କଠାରୁ…

ପାଟନା ବଦଳରେ ରାଜସ୍ଥାନ ପହଞ୍ଚାଇଲା ବିମାନ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ,୪।୨: ଇଣ୍ଡିଗୋ ଏୟାରଲାଇନ୍ସ ଜଣେ ଯାତ୍ରୀଙ୍କୁ ବିହାର ବଦଳରେ ରାଜସ୍ଥାନରେ ପହଞ୍ଚାଇଦେଇଛି। ଏହି ପ୍ରସଙ୍ଗରେ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛି। ଡିଜିସିଏ କହିଛି ଯେ, ଏହି ଯାତ୍ରୀ ପାଟନାକୁ ଏକ ଇଣ୍ଡିଗୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?