ଜାତୀୟ

୪ ମହଲାରୁ ଖସିଲା ଲିଫ୍ଟ: ବର୍ତ୍ତିଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ,୧୬।୧ : ଏନ୍‌ସିପି ନେତା ଅଜିତ ପାଓ୍ବାର ଶନିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଣେର ଏକ ହସ୍ପିଟାଲ ବିଲ୍ଡିଂ ଉଦ୍‌ଘାଟନ କରିବାକୁ ପାଓ୍ବାର ଯାଇଥିଲେ। ସେ ତୃତୀୟ ମହଲାରୁ ଷ୍ଟ୍ରେଚର ଲିଫ୍ଟ ଯୋଗେ ଚତୁର୍ଥ ମହଲାକୁ ଯାଉଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ…

ଦୁର୍ନୀତି ମାମଲା ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରନାହିଁ: ସିଭିସି

ନୂଆଦିଲ୍ଲୀ,୧୬।୧(ପି.ଟି.): ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ ନ କରିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବୀମା କମ୍ପାନୀ ଏବଂ କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେତେକ ସଂସ୍ଥା ଦୁର୍ନୀତି ମାମଲାର ତଦନ୍ତରେ…

ନିଜାମ ମୁକରମ୍‌ଙ୍କ ପରଲୋକ

ହାଇଦ୍ରାବାଦ,୧୬।୧ : ହାଇଦ୍ରାବାଦର ଅଷ୍ଟମ ନିଜାମ ନଓ୍ବାବ ମୀର ବରକତ ଅଲି ଖାନ୍‌ ସିଦ୍ଦିକି ମୁକରମ୍‌ ଜାହ ବାହାଦୁରଙ୍କର ତୁର୍କୀର ଇସ୍ତାନବୁଲରେ ଶନିବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାଇଦ୍ରାବାଦର ଶେଷ ଶାସକ ନିଜାମ ଓସ୍‌ମାନ ଅଲି…

ଆସାମ ମୁଖ୍ୟମନ୍ତ୍ରୀଙ୍କ ନୂଆ ରୂପ

ଗୁଆହାଟି,୧୬ ।୧: ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ । ହେଲେ ଏଥର ବୟାନ ପାଇଁ ନୁହେଁ ଅନ୍ୟ କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି…

୨.୨ ଫୁଟ୍‌ ଦବିବ ଜୋଷୀମଠ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଡେରାଡୁନ୍‌,୧୬।୧: ଜୋଷୀମଠର କେତେକ ଅଞ୍ଚଳ ପାଖାପାଖି ୨.୨ ଫୁଟ୍‌ ଦବିପାରେ ବୋଲି ଏକ ଗ୍ରାଉଣ୍ଡ ସର୍ଭେରୁ ଜଣାପଡ଼ିଛି। ଜାନୁୟାରୀ ଆରମ୍ଭରୁ ଜୋଷୀମଠ ସହରର ଭୂମି ଦବିବା ଆରମ୍ଭ ହୋଇଥିଲା। ୧୨ ଦିନରେ ଜୋଷୀମଠ ୫.୪ ସେଣ୍ଟିମିଟର ଦବିଥିବା ଭାରତୀୟ ମହାକାଶ ଗବେଷଣା…

କାହିଁକି ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହୋଇଥିଲେ କମଲ ହାସନ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧: ନିକଟରେ ଦିଲ୍ଲୀରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ଅଂଶଗ୍ରହଣ କରିଥିବା ଅଭିନେତା ତଥା ମକ୍କାଲ ନିଧି ମାୟାମର ମୁଖ୍ୟ କମଲ ହାସନ ଅନେକ ଖୁଲାସା କରିଛନ୍ତି। କୋଜିକୋଡରେ ଅନୁଷ୍ଠିତ ଷଷ୍ଠ କେରଳ ସାହିତ୍ୟ ମହୋତ୍ସବର ସମାପ୍ତି…

ଆର୍‌ଭିଏମ୍‌ ଭୋଟିଂ ପ୍ରସ୍ତାବକୁ ବିରୋଧ

ନୂଆଦିଲ୍ଲୀ,୧୫।୧: ନିର୍ବାଚନ କମିଶନ (ଇସି)ଙ୍କ ରିମୋଟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଆର୍‌ଭିଏମ୍‌) ପ୍ରସ୍ତାବକୁ ବିରୋଧୀ ଦଳ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ରବିବାର କହିଛନ୍ତି। ବିରୋଧୀ ଦଳ ନେତାଙ୍କ ବୈଠକ ପରେ ଦିଗ୍‌ବିଜୟ ଏହି…

ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ପରିଚୟ

ନାଗପୁର,୧୫।୧: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ପରଚୟ ମିଳିଛି। କର୍ନାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ନାଗପୁର ପୋଲିସ କମିଶନର ଅମିତେଶ କୁମାର ସୂଚନା…

ଏମ୍‌ପିଙ୍କ ଶାଢ଼ିରେ ଲାଗିଗଲା ନିଆଁ

ପୁଣେ,୧୫।୧: ମହାରାଷ୍ଟ୍ରର ପୁଣେଠାରେ ରବିବାର ଏକ କାର୍ଯ୍ୟକ୍ରମରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଏମ୍‌ପି ସୁପ୍ରିୟା ସୁଲେ ଯୋଗଦେଇଥିବାବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ତେବେ ସେ ସୁରକ୍ଷିତ ରହିଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ବାରାମତୀ ଏମ୍‌ପି…

ମୁଁ ବି ମଧ୍ୟବିତ୍ତ ଶ୍ରେଣୀର, ଚାପ ବୁଝିପାରୁଛି: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଳୀ,୧୫।୧: ଆସନ୍ତା ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପିତ ହେବ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳାଳା ସୀତାରମଣ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏଥର ବଜେଟ୍‌ଷର ସେ ସାଧାରଣ ଜନତା, ରାଜ୍ୟ ସରକାର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକର ଆଶା ପୂରଣ କରିବାକୁ ଚେଷ୍ଟା କରିବେ…

କେନ୍ଦ୍ର ସରକାର ନ୍ୟାୟପାଳିକାକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି: ସିବଲ

ନୂଆଦିଲ୍ଲୀ,୧୫।୧: ରାଜ୍ୟ ସଭା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ କପିଲ ସିବଲ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାର ନ୍ୟାୟପାଳିକାକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିବଲ କହିଛନ୍ତି। ସେ କହିଛନ୍ତି, ଏପରି…

ନେପାଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଜୟଶଙ୍କର

ନୂଆଦିଲ୍ଲୀ,୧୫।୧: ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ବିମାନରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୭୨ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri