ଜାତୀୟ

ଦେଶରେ ଅମୃତକାଳ ନୁହେଁ ଜାରି ରହିଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି: ଜୟରାମ ରମେଶ…

କୋଲକାତା,୨୦।୨ : କୋଇଲା ମାମଲାରେ କଂଗ୍ରେସ ଏକ ଗଣମାଧ୍ୟମ ସମ୍ମିଳନୀ କରିଥିଲା। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏବଂ ପୱନ ଖେରା ଭାଜପା ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଜୟରାମ ରମେଶ କହିଛନ୍ତି ଯେ ସୋମବାର…

ଉତ୍ତରାଖଣ୍ଡରେ ପାହାଡ଼ର ପାଣି-ଯୁବବର୍ଗ ଅବହେଳିତ…

ନୂଆଦିଲ୍ଲୀ,୨୦।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରୋଜଗାର ମେଳାରେ ଯୁବବର୍ଗମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସୋମବାର ଉତ୍ତରାଖଣ୍ଡର ନିଯୁକ୍ତି ମେଳାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ନିରନ୍ତର ଲୋକଙ୍କୁ…

ଜମ୍ମୁ-କଶ୍ମୀରରୁ ହଟିବେ ସୈନ୍ୟ, ବିଚାର କରୁଛନ୍ତି ସରକାର…

ଶ୍ରୀନଗର,୨୦।୨ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବାର ପ୍ରାୟ ସାଢ଼େ ତିନି ବର୍ଷ ପରେ କେନ୍ଦ୍ର ସରକାର ବର୍ତ୍ତମାନ ଏଠାରେ ମୁତୟନ ହୋଇଥିବା ସୈନ୍ୟଙ୍କୁ ହଟାଇବାକୁ ଚିନ୍ତା କରୁଛନ୍ତି। ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ଏଠାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ…

ଶିବସେନା ନାମ-ନିର୍ବାଚନ ଚିହ୍ନକୁ ଶିନ୍ଦେ ଦଳକୁ ଦେବା ନିଷ୍ପତ୍ତି ବିରୋଧରେ ଆବେଦନ, ମଙ୍ଗଳବାର ଉଲ୍ଲେଖ କରିବାକୁ କହିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୦।୨ : ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳକୁ ଦେବା ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ସୋମବାର ଦାଖଲ କରାଯାଇଛି। ଉଦ୍ଧବଙ୍କ ଗୋଷ୍ଠୀର ଆଇନଜୀବୀ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ…

କଂଗ୍ରେସ ଏକୁଟିଆ ମୋଦି ସରକାରଙ୍କ ସାମ୍ନା କରିପାରିବ ନାହିଁ : ଭେନୁଗୋପାଲ…

ନୂଆଦିଲ୍ଲୀ,୨୦।୨ : କଂଗ୍ରେସ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଏକୁଟିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସାମ୍ନା କରିବା ଦଳ ପାଇଁ କଷ୍ଟସାଧ୍ୟ ହେବ। ଭାଜପା ବିରୋଧରେ ବିରୋଧୀଙ୍କ ଏକତାକୁ ସୂଚାଇ ସେ କହିଛନ୍ତି…

ପ୍ରଧାନମନ୍ତ୍ରୀଙ୍କୁ ବିବାହ କାର୍ଡ ଦେଲେ ଓଓ୍ବାଇଓ ପ୍ରତିଷ୍ଠାତା…

ନୂଆଦିଲ୍ଲୀ,୨୦।୨ : ସଫ୍ଟବ୍ୟାଙ୍କ ସମର୍ଥିତ ଓଓ୍ବାଇଓ ର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିବା ପାଇଁ ଭେଟି ବିବାହ କାର୍ଡ ଦେଇଛନ୍ତି। ଏହି ସାକ୍ଷାତ ସମୟରେ ତାଙ୍କ ମା ଏବଂ ପ୍ରେମିକା…

କରୋନା ମହାମାରୀ ଆଉ ନ ଆସୁ: ୧୩୦୦ କିଲୋମିଟର ପଦଯାତ୍ରାରେ ଦକ୍ଷିଣ କୋରିଆ ବୌଦ୍ଧ ଭିକ୍ଷୁ…

ଔରଙ୍ଗାବାଦ,୨୦।୨ : ଦକ୍ଷିଣ କୋରିଆର ୧୦୮ ଜଣ ବୌଦ୍ଧ ଭିକ୍ଷୁଙ୍କ ଏକ ଦଳ ତାଙ୍କ ଜୀବନ କାଳରେ ବୁଦ୍ଧଙ୍କ ପଦଚିହ୍ନ ଖୋଜିବାକୁ ବାହାରିଛନ୍ତି। ମହାତ୍ମା ବୁଦ୍ଧଙ୍କ ସହସ୍ର ବର୍ଷର ଅସ୍ଥି କଳସ ସହିତ ସେମାନେ ରଫିଗଞ୍ଜରେ ପହଞ୍ଚିଛନ୍ତି। ଏହି ପଦଯାତ୍ରା ଫେବୃଆରୀ…

ମୃତ୍ୟୁ ହାର ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୦।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଶିବାଜୀ ମହାରାଜଙ୍କ ଉପରେ ପୁସ୍ତକ ଲେଖୁଛନ୍ତି ଅମିତ ଶାହା: ଶିନ୍ଦେ

ପୁଣେ,୨୦ ।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନାର ନାମ ଓ ନିର୍ବାଚନ ଚିହ୍ନ ମିଳିବା ପରେ ପ୍ରଥମ ଥର ଏହି ପ୍ରସଙ୍ଗକୁ ନେଇ ଖୋଲା ଖୋଲି ଭାବେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ତାଙ୍କୁ…

ତେଲଙ୍ଗାନା ଆଫଗାନିସ୍ତାନ୍‌, କେସିଆର୍‌ ତାଲିବାନ୍‌

ମହବୁବାବାଦ୍‌,୨୦ା୨: ତେଲଙ୍ଗାନାକୁ ଆଫଗାନିସ୍ତାନ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କୁ ତାଲିବାନ ସହ ତୁଳନା କରି ବିବାଦୀୟ ହୋଇଛନ୍ତି ଯୁବଜନ ଶ୍ରମିକ ରାଇଥୁ ତେଲଙ୍ଗାନା ପାର୍ଟି (ଓ୍ବାଇଏସ୍‌ଆର୍‌ଟିପି) ମୁଖ୍ୟ ଓ୍ବାଇ.ଏସ୍‌. ଶର୍ମିଲା। ତେଲଙ୍ଗାନା ପୋଲିସ ତାଙ୍କୁ ଗିରଫ କରି ମାମଲା…

ଥମୁନି ‘ସୋରୋସ୍‌’ ଚର୍ଚ୍ଚା

ନୂଆଦିଲ୍ଲୀ,୨୦ା୨: ଭାରତର ଗଣତନ୍ତ୍ର ଉପରେ ବିଲିୟନେୟାର୍‌ ବିଜ୍‌ନେସ୍‌ମ୍ୟାନ୍‌ ଜର୍ଜ ସୋରୋସ୍‌ଙ୍କ ମନ୍ତବ୍ୟ ଦେଶରେ ବିତର୍କ ସୃଷ୍ଟି କରିଛି। ଜର୍ମାନୀର ମ୍ୟୁନିକ୍‌ ସୁରକ୍ଷା ସମ୍ମିଳନୀରେ ସୋରୋସ୍‌ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ସପକ୍ଷବାଦୀ ନୁହନ୍ତି। ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସହ…

ଓୱାଇସିଙ୍କ ଘର ଉପରୁକୁ ପଥରମାଡ

ନୂଆଦିଲ୍ଲୀ,୨୦ ।୨: ରାଜଧାନୀ ଦିଲ୍ଲୀରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ ରବିବାର ସନ୍ଧ୍ୟାରେ ପଥରମାଡ ହୋଇଛି । ଏହି ପଥରମାଡରେ ଓୱାଇସିଙ୍କ ଘରର ଘରକା ଭାଙ୍ଗି ଯାଇଛି । ଏ ସମ୍ପର୍କରେ ସୂଚନା ଦିଲ୍ଲୀ ପୋଲିସ ଦେଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?