ଜାତୀୟ

ଥରିଲା ଇନ୍ଦୋର

ଇନ୍ଦୋର,୧୯।୨: ମଧ୍ୟପ୍ରଦେଶର ଇନ୍ଦୋରରେ ରବିବାର ଅପରାହ୍ନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ଧାର, ବାରୱାନି ଏବଂ ଆଲିରାଜପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।…

ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖୁଛନ୍ତି: ରବିଶଙ୍କର…

ନୂଆଦିଲ୍ଲୀ,୧୯।୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରି ଭାଜପାକୁ କ୍ଷମତାରୁ ହଟାଇବାକୁ ଆହ୍ବାନ ଦେଇଛନ୍ତି। ୍‌ସେ କହିଛନ୍ତି ଯେ ଯଦି କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏକାଠି…

ଭଙ୍ଗାଯିବ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା ହୋଟେଲ: ଏନଜିଟି…

କୋଲକାତା,୧୯।୨ : ପଶ୍ଚିମବଙ୍ଗର ସୁନ୍ଦରବନରେ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ହୋଟେଲଗୁଡ଼ିକୁ ଭାଙ୍ଗିବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ସୁନ୍ଦରବନରେ ହୋଟେଲ ନିର୍ମାଣ ପାଇଁ ଅନୁମତି ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟ…

ଚାଇନା ନିର୍ମିତ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇଲେ ବିଏସଏଫ ଯବାନ, ୪ ପ୍ୟାକେଟ ହେରୋଇନ ଜବତ…

ଗୁରୁଦାସପୁର,୧୯।୨ : ପଞ୍ଜାବର ଗୁରୁଦାସପୁରରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି। ଏଥିରୁ ୪ ପ୍ୟାକେଟ ହେରୋଇନ ଜବତ କରାଯାଇଇଛି। ଶନିବାର ରାତି ୯ ଟା ୧୫ ରେ, ବିଏସଏଫ ଯବାନମାନେ ଭାରତ-ପାକିସ୍ତାନ ସୀମାର ଗୁରୁଦାସପୁର ସୀମାର…

ଆୟର ୧୦ ପ୍ରତିଶତ ଭୂକମ୍ପ ପ୍ରଭାବିତଙ୍କ ପାଇଁ ଦାନ କରିବେ ସନ୍ନି…

ମୁମ୍ବାଇ,୧୯।୨ : ନିକଟରେ ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପ ପରେ ସେଠାରେ ଥିବା ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଫେବୃଆରୀ ୬ ରେ ତୁର୍କୀରେ ୭.୮ ତୀବ୍ରତାଯୁକ୍ତ ଭୂକମ୍ପ ପରେ ତୁର୍କୀରେ ଧ୍ୱଂସାବଶେଷରେ ପରିଣତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ମୃତ୍ୟୁ…

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କମଲ ହାସନ

ଚେନ୍ନାଇ,୧୯।୨: ଅଭିନେତା-ରାଜନେତା କମଲ ହାସନ ତାମିଲନାଡୁର ଏରୋଡ ଇଷ୍ଟ ଆସନ ଉପନିର୍ବାଚନରେ ଶାସକ ଡିଏମକେ ନେତୃତ୍ୱରେ ସିକ୍ୟୁଲାର ପ୍ରଗତିଶୀଳ ମିଳିତ ମେଣ୍ଟ ପାଇଁ ପ୍ରଚାର କରିବେ। ଏହି ଆସନରୁ ମିଳିତ ମେଣ୍ଟ କଂଗ୍ରେସ ପ୍ରାର୍ଥୀ ଇଭିକେଏସ୍‌ ଏଲାଙ୍ଗୋଭାନଙ୍କୁ ପ୍ରାର୍ଥୀ କରିଛି। ପ୍ରଥମ…

ଭୟରେ ସିବିଆଇଠାରୁ ପଳାୟନ କରୁଛନ୍ତି ସିସୋଡିଆ: ଭାଜପା…

ନୂଆଦିଲ୍ଲୀ,୧୯।୨ : ସିବିଆଇ ପାଖରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମୟ ମାଗିବା ନେଇ ଦିଲ୍ଲୀର ଭାଜପା ଏମ୍‌ପି ପ୍ରବେଶ ବର୍ମା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସିସୋଡିଆ ଭୟଭୀତ ହୋଇ ପଳାୟନ କରୁଛନ୍ତି। କିନ୍ତୁ ଅଧିକ ସମୟ ଏହା…

ଶିବସେନା ଶାଖା ଉପରେ ଶିନ୍ଦେଙ୍କ ନଜର…

ମୁମ୍ବାଇ,୧୯।୨ : ଶିବସେନା ଶାଖାଗୁଡ଼ିକୁ ଦଳର ମୂଳ ଭିତ୍ତିଭୂମି ଏବଂ ମେରୁଦଣ୍ଡ ଭାବରେ ବିବେଚନା କରାଯାଏ। ଯେପର୍ଯ୍ୟନ୍ତ ଶାଖା ଅଛନ୍ତି, ଉଦ୍ଧବ ଠାକରେ ପରିବାର ମହାରାଷ୍ଟ୍ର ରାଜନୀତିରେ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରିବେ। ଏଭଳି ପରିସ୍ଥିତିରେ ପର୍ଯ୍ୟବେକ୍ଷକମାନେ ମତ ପୋଷଣ କରୁଛନ୍ତି…

ଉଦ୍ଧବଙ୍କ ପୂର୍ବରୁ ସୁପ୍ରିମ୍‌କୋର୍ଟରେ ପହଞ୍ଚିଲେ ଶିନ୍ଦେ…

ମୁମ୍ବାଇ,୧୯।୨ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନକୁ ଉଦ୍ଧବ ଠାକରେଙ୍କ ହାତରୁ ଛଡ଼ାଇ ନେବା ପରେ ମଧ୍ୟ ଚୁପ ହୋଇ ବସି ନାହିଁ। ଶିବସେନାକୁ ନେଇ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ…

ଆଜା-ଆଜା କହିବା ମଧ୍ୟ ଯୌନ ଉତ୍ପୀଡନ: କୋର୍ଟ…

ମୁମ୍ବାଇ,୧୯।୨ : ମୁମ୍ବାଇର ଏକ କୋର୍ଟ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗ ହୋଇଛି ଯେ ଯୁବକ ଜଣକ ନାବାଳିକାକୁ ଆଜା-ଆଜା ବୋଲି କହି ଡାକିଥିଲେ। ମୁମ୍ବାଇର ଦିନଦୋଶିର ଏକ…

ଘନ କୁହୁଡ଼ି ଯୋଗୁ ୩୦ରୁ ଅଧିକ ଯାନ ମଧ୍ୟରେ ଧକ୍କା: ବହୁ ଆହତ…

ମିରଟ,୧୯।୨ : ଶନିବାର ବିଳମ୍ବିତ ରାତିରେ ମିରଟରେ ଘନ କୁହୁଡି ଆରମ୍ଭ ହୋଇ ରବିବାର ସକାଳ ପର୍ଯ୍ୟନ୍ତ ପରିସ୍ଥିତି ଏହିପରି ରହିଥିଲା। ଏହି କାରଣରୁ ମିରଟ-ଦିଲ୍ଲୀ ଏକ୍ସପ୍ରେସଓ୍ବେରେ ୩୦ ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ…

ନିର୍ବାଚନ ଚିହ୍ନ-ନାମ ପାଇଁ ହୋଇଛି ୨ ହଜାର କୋଟିର କାରବାର: ସଞ୍ଜୟ ରାଉତ…

ମୁମ୍ବାଇ,୧୯।୨ : ନିବ;ାଚନ ଆୟୋଗ ଶିବସେନାର ନାମ ଏବଂ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ପ୍ରଦାନ କରିଛନ୍ତି। ସେବେଠାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ଶିନ୍ଦେ ଦଳର ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ନିର୍ବାଚନ ଆୟୋଗଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?