ଜାତୀୟ

୩,୫୦୦ ଭାଜପା କର୍ମୀଙ୍କ ନାଁରେ ମାମଲା

ଚେନ୍ନାଇ, ୨୩।୨: ତାମିଲନାଡ଼ୁରେ ଡିଏମ୍‌କେ କାଉନ୍‌ସିଲରଙ୍କ ମାଡ଼ରେ ପ୍ରାଣ ହରାଇଥିବା ଯବାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ୩,୫୦୦ ଭାଜପା କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଜପା ନେତା ଓ କର୍ମୀ ବିନା ଅନୁମତିରେ କ୍ୟାଣ୍ଡେଲ୍‌ ଲାଇଟ୍‌…

ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଲୋଡ଼ିଲେ କର୍ନାଟକ ଛାତ୍ରୀ

ନୂଆଦିଲ୍ଲୀ,୨୩ା୨: କର୍ନାଟକର ସରକାରୀ ସ୍କୁଲଗୁଡ଼ିକରେ ହିଜାବ ପରିଧାନ ଉପରେ କଟକଣା ଜାରି କରାଯାଇଛି। ତେବେ କେତେଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି। ସେମାନଙ୍କ ଆବେଦନର ଶୁଣାଣି କରିବାକୁ ବୁଧବାର ସର୍ବୋଚ୍ଚ ଅଦାଲତ ରାଜି…

ମେୟର ନିର୍ବାଚନ ପରେ ଷ୍ଟାଣ୍ଡିଂ କମିଟିକୁ ନେଇ ଏଏପି-ଭାଜପା ମଧ୍ୟରେ ଗଣ୍ଡଗୋଳ, ପରସ୍ପର ଉପରକୁ ଫିଙ୍ଗିଲେ କାଗଜ

ନୂଆଦିଲ୍ଲୀ,୨୩ ।୨: ଦିଲ୍ଲୀ ନଗର ନିଗମର ନିର୍ବାଚନ ଗତବର୍ଷ ଡିସେମ୍ବରରେ ହୋଇଥିଲା । ସେବେଠାରୁ ଏଠାକାର ମେୟର ନିର୍ବାଚନ ବାକିଥିଲା । ବୁଧବାର ଦିଲ୍ଲୀର ମେୟର ଭାବେ ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଶୈଲି ଓବରୟଙ୍କୁ ନିର୍ବାଚିତ କରାଗଲା । ଆମ…

ଇସି ଅର୍ଡର ଉପରେ ସ୍ଥଗିତାଦେଶ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୨: ଭାରତର ନିର୍ବାଚନ କମିଶନ (ଇସିଆଇ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଓ ନିର୍ବାଚନୀ ଚିହ୍ନ ‘ଧନୁଶର’ ପ୍ରଦାନ କରିଥିବାବେଳେ ଏହି ଅର୍ଡର ଉପରେ ସ୍ଥଗିତାଦେଶ ଜାରି ପାଇଁ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…

ଗୀତ ପାଇଁ ଗାୟିକା ନେହାଙ୍କୁ ନୋଟିସ

ଲକ୍ଷ୍ନୌ, ୨୩।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ପ୍ରଣାଳୀକୁ ନେଇ ବ୍ୟଙ୍ଗାତ୍ମକ ଢଙ୍ଗରେ ଗୀତ ଗାଇବାରୁ ଭୋଜପୁରୀ ଲୋକ ଗାୟିକା ନେହା ସିଂ ରାଥୋଡଙ୍କୁ ୟୁପି ପୋଲିସ ନୋଟିସ ଜାରି କରିଛି। ନୋଟିସ୍‌ ଜରିଆରେ ନେହାଙ୍କୁ ୭ଟି ପ୍ରଶ୍ନର…

ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦିଅ

ଅହମଦାବାଦ,୨୩ା୨: ଗତବର୍ଷ ଅକ୍ଟୋବର ୩୦ରେ ଗୁଜରାଟର ମୋର୍‌ବି ସହରରେ ଏକ ଝୁଲାପୋଲ ଭୁଶୁଡ଼ିପଡ଼ିବାରୁ ୧୩୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫୬ ଆହତ ହୋଇଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିବାକୁ ବୁଧବାର ଗୁଜରାଟ…

ବର୍ଷକୁ ୫ ସେମି ଘୁଞ୍ଚୁଛି ଭାରତୀୟ ପ୍ଲେଟ୍‌

ହାଇଦ୍ରାବାଦ, ୨୩।୨: ନିକଟରେ ତୁର୍କୀ ଓ ସିରିଆରେ ପ୍ରଳଙ୍କରୀ ଭୂକମ୍ପର ଭୟାବହତା ଦେଖିବା ପରେ ବିଶ୍ୱବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ଭାରତ ମଧ୍ୟ ଅନେକ ଭୂମିକମ୍ପଜନିତ ଦୁଷ୍ପରିଣାମର ମୂକସାକ୍ଷୀ ପାଲଟିଛି। ତେବେ ଆଗାମୀ ଦିନରେ ଦେଶରେ ସାଂଘାତିକ…

ହିଜାବ ପିନ୍ଧି ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଲେ କର୍ନାଟକ ଛାତ୍ରୀ

ନୂଆଦିଲ୍ଲୀ,୨୨ା୨:କର୍ନାଟକର ସରକାରୀ ସ୍କୁଲଗୁଡ଼ିକରେ ହିଜାବ ପରିଧାନ ଉପରେ କଟକଣା ଜାରି କରାଯାଇଛି। ତେବେ କେତେଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି। ସେମାନଙ୍କ ଆବେଦନର ଶୁଣାଣି କରିବାକୁ ବୁଧବାର ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି।…

୬ ବର୍ଷ ପୂର୍ବରୁ ସ୍କୁଲରେ ହେବନାହିଁ ପିଲାଙ୍କ ନାମ ଲେଖା

ନୂଆଦିଲ୍ଲୀ,୨୨।୨: ନୂତନ ଶିକ୍ଷା ନୀତି ଅନୁଯାୟୀ ଦେଶର ଶିକ୍ଷା ନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ଏହା ଅଧୀନରେ ବୁଧବାର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି ଯେ, ବର୍ତ୍ତମାନ କୌଣସି ପିଲାଙ୍କୁ ୬ ବର୍ଷ…

ବିମାନ ଯାତ୍ରାବେଳେ ଏମ୍‌ପିଙ୍କ ଖାଦ୍ୟରୁ ବାହାରିଲା ଚୁଟି

ନୂଆଦିଲ୍ଲୀ,୨୨।୨: ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ ଏକ ବଡ଼ ଅଭିଯୋଗ କରିଛନ୍ତି। ବିମାନ ଯାତ୍ରାବେଳେ ତାଙ୍କୁ ପରଷା ଯାଇଥିବା ଖାଦ୍ୟରେ ଚୁଟି ବାହାରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏୟାରଲାଇନ୍ସ ଫ୍ଲାଏ ଏମିରେଟ୍ସ…

ଥରିଲା ଉତ୍ତରାଖଣ୍ଡ

ଡେରାଡୁନ,୨୨।୨: ଉତ୍ତରାଖଣ୍ଡରେ ବୁଧବାର ଭୂକମ୍ପ ସୃଷ୍ଟି ହୋଇଛି। ଦିନ ପ୍ରାୟ ୧.୩୦ ସମୟରେ କୁମାଓନ ଡିଭିଜନର ପିଥୋରାଗଡରେ ଏହି ଭୂକମ୍ପ ହୋଇଛି। ଏହି ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ…

‘ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏମିତି ଘଟୁ ନ ଥିଲା’

ପୁଣେ,୨୨।୨: ଆଜିକାଲି ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଦେଖାଦେଇଛି। ଶିବସେନାର ନାଁ ଏବଂ ନିର୍ବାଚନୀ ପ୍ରତୀକକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏନେଇ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?