ଜାତୀୟ

ହିଜାବ ନ ପିନ୍ଧିବାରୁ ମାଡ଼

ନୂଆଦିଲ୍ଲୀ, ୨୪।୨:ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାକଡ଼ରେ ବସି ଜଣେ ନାବାଳିକା କାନ୍ଦୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ମୋନିକା ବର୍ମା ନାମକ ଜଣେ ଟୁଇଟର ୟୁଜର୍‌ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓଟି ଇରାନ୍‌ର…

୨ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର

ସୁରଟ,୨୪।୨(ଆଇଏଏନ୍‌ଏସ୍‌):ସୁରଟରେ ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ। ୩୦ରୁ ୪୦ କାମୁଡ଼ା କ୍ଷତ ଥିବା ଶିଶୁଟି ସୁରଟର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ପ୍ରାଣ ହରାଇଛି। ଶିଶୁର ମାଆବାପା ଦିନ ମଜୁରିଆ। ସେମାନେ…

‘ଆମିଷ ଖାଇ ନେତା ଗଲେ ମନ୍ଦିର’, କର୍ନାଟକ କଂଗ୍ରେସର ଭାଜପାକୁ ଟାର୍ଗେଟ

ବେଙ୍ଗାଲୁରୁ,୨୪ ।୨: କର୍ନାଟକ କଂଗ୍ରେସ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ମହାସଚିବ ସିଟି ରବିଙ୍କ ଉପରେ ଆମିଷ ଭୋଜନ କରିବା ପରେ ମନ୍ଦିର ପ୍ରବେଶ କରିଥିବା ଅଭିଯୋଗ ଆଣିଛି । ସୂଚନାଯୋଗ୍ୟ, ୧୯ ଫେବୃୟାରୀରେ ସିଟି ରବି ଭଟକଲରେ ଏକ ମନ୍ଦିର…

ନାଗାଲାଣ୍ଡ ନିର୍ବାଚନ: ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ଲାଗି ୫୯ ଆସନରେ ୨୭ ଫେବୃୟାରୀରେ ହେବ ଭୋଟ

ଦିମାପୁର,୨୪ ।୨: ନାଗାଲାଣ୍ଡ ରାଜ୍ୟ ଗଠନ ହେବାର ୬ ଦଶକ ପରେ ବି ତା’ର ପ୍ରଥମ ମହିଳା ବିଧାୟକଙ୍କ ଅପେକ୍ଷାରେ ରହିଛି । ନେଫାରୁ ୧୯୬୩ରେ ଅଲଗା ହୋଇ ନାଗାଲାଣ୍ଡ ରାଜ୍ୟ ହୋଇଥିଲା । ଏଥର ଏଠାରେ ବିଧାନସଭା ନିର୍ବାଚନରେ ଭାଜପା,…

ରାୟପୁରରେ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆଜିଠାରୁ, ରାହୁଲଙ୍କ ସମେତ ବହୁ ବଡ ବଡ ନେତା ହେବେ ସାମିଲ

ରାୟପୁର,୨୪ ।୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ୨୪ ଫେବୃୟାରୀ ଅର୍ଥାତ୍ ଶୁକ୍ରବାରଠାରୁ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାରଠାରୁ ରାୟପୁରରେ ପହଞ୍ଚି ସାରିଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ବହୁ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ

ରାୟପୁର,୨୪।୨: ଛତିଶଗଡର ଭଟ୍ଟାପାରର ଗାଁ ଖାମରିଆ ନିକଟରେ ଏକ ଟ୍ରକ ଏବଂ ପିକଅପ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଭଟ୍ଟାପାର ଏବଂ ବାଲୋଡା ବଜାର…

ଇନ୍ଦିରା ଗାନ୍ଧୀଙ୍କ ଭଳି ଅମିତ ଶାହାଙ୍କୁ ମାରିଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୩।୨: ପଞ୍ଜାବର ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କ ସମର୍ଥକମାନେ ଗୁରୁବାର ପ୍ରବଳ ହଙ୍ଗାମା କରିଛନ୍ତି। ଅମୃତପାଲଙ୍କ ସହକର୍ମୀ ଲଭପ୍ରୀତ ତୁୁଫାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଅଜନାଲା ପୋଲିସ ଷ୍ଟେସନ ବାହାରେ ବିରୋଧ…

ତୁର୍କୀ-ସିରିଆ ପରେ ଏବେ ତାଜିକିସ୍ତାନର ସହାୟତା କରିବ ଭାରତ: ଭୂକମ୍ପ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୨୩।୨: ତୁର୍କୀ-ସିରିଆ ପରେ ଏବେ ଭାରତ ତାକିକିସ୍ତାନକୁ ଭୂକମ୍ପ ପରିସ୍ଥିତିର ମୁକାବିଲା କରିବାରେ ସହାୟତା କରିବ। ଗୁରୁବାର ତାଜିକିସ୍ତାନରେ ହୋଇଥିବା ଭୂକମ୍ପ ପରେ ଭାରତ ପରିସ୍ଥିତି ଉପରେ ନଜର ରଖିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଜିକିସ୍ତାନରେ ହୋଇଥିବା ଭୂକମ୍ପର ସ୍ଥିତି…

ଜାମିନ ପରେ ପ୍ରତିକ୍ରିୟା ରଖିଲେ ପୱନ, କହିଲେ ମୋର ନ୍ୟାୟାଳୟ ଉପରେ ବିଶ୍ୱାସ ଅଛି…

ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା। ଏନେଇ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ପୱନଙ୍କ ଜାମିନ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ପୱନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଦିଲ୍ଲୀର ଦ୍ୱାରକା କୋର୍ଟ…

ଗିରଫଦାରୀର ୩ଘଣ୍ଟା ମଧ୍ୟରେ ପବନ ଖେରାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୩।୨: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପବନ ଖେରାଙ୍କୁ ଦ୍ୱାରିକା କୋର୍ଟରୁ ଜାମିନ ମିଳିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ପବନଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ତାଙ୍କୁ ଗିରଫ…

କୋଭିଡ ଭୟରେ ୧୦ ବର୍ଷର ପୁଅ ସହ ୩ ବର୍ଷ ହେଲା ଘରେ ବନ୍ଦ ଥିଲେ ମହିଳା, ସ୍ୱାମୀଙ୍କୁ ବି ଆସିବାକୁ ଦେଉ ନ ଥିଲେ ଅନୁମତି

ଗୁରୁଗ୍ରାମ,୨୩ ।୨: ଗୁରୁଗ୍ରାମ ଥାନା ସେକ୍ଟର-୨୯ରେ ମାରୁତି ବିହାର ସୋସାଇଟିରେ ଜଣେ ମହିଳା କରୋନା ସଂକ୍ରମଣ ଭୟରେ ଗତ ୩ ବର୍ଷ ହେବ ନିଜକୁ ଓ ନିଜର ୧୦ ବର୍ଷର ପୁଅକୁ ଘରେ ବନ୍ଦ କରି ରହିଥିଲେ । ୩ ବର୍ଷ…

ଧନୀ ତାଲିକାର ଟପ୍‌-୨୫ରୁ ଆଦାନୀ ଆଉଟ୍‌

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ଥରେ ହ୍ରାସ ପାଇଛି। ଗୁରୁବାର ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସେ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ କୋଟିପତି ତାଲିକାର ଶୀର୍ଷ -୨୫ ସ୍ଥାନରୁ ବାଦ୍‌ ପଡ଼ିଛନ୍ତି। ଗୁରୁବାର ସକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?