Posted inଜାତୀୟ

୬ ବର୍ଷ ପୂର୍ବରୁ ସ୍କୁଲରେ ହେବନାହିଁ ପିଲାଙ୍କ ନାମ ଲେଖା

ନୂଆଦିଲ୍ଲୀ,୨୨।୨: ନୂତନ ଶିକ୍ଷା ନୀତି ଅନୁଯାୟୀ ଦେଶର ଶିକ୍ଷା ନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ଏହା ଅଧୀନରେ ବୁଧବାର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି ଯେ, ବର୍ତ୍ତମାନ କୌଣସି ପିଲାଙ୍କୁ ୬ ବର୍ଷ ବୟସ ପୂର୍ବରୁ ଶ୍ରେଣୀରେ ନାମ ଲେଖାଯିବ ନାହିଁ। ଏହା ଏକ ବଡ ପରିବର୍ତ୍ତନ। ନୂତନ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ପିଲାମାନଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖା ବୟସ ୬ ଧାର୍ଯ୍ୟ କରାଯାଇଛି।
ଗତ ବର୍ଷ ମାର୍ଚ୍ଚରେ ଏକ ପ୍ରଶ୍ନ ଉପରେ ଲୋକ ସଭାରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ପ୍ରଥମ ଶ୍ରେଣୀରେ ଆଡମିଶନ ବୟସ ଭିନ୍ନ ଅଟେ। ସେହି ସମୟ ମଧ୍ୟରେ କୁହାଯାଇଥିଲା ଯେ, ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଛି, ଯେଉଁଠାରେ ପିଲାମାନଙ୍କୁ ୬ ବର୍ଷ ବୟସ ପୂର୍ବରୁ ପ୍ରଥମ ଶ୍ରେଣୀରେ ଆଡମିଶନ କରିବାକୁ ଅନୁମତି ଦିଆଯାଇଥିଲା। ଗୁଜରାଟ, ତେଲେଙ୍ଗାନା, ଲଦାଖ, ଆସାମ ଏବଂ ପୁଡୁଚେରୀ ହେଉଛି ଏଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଠାରେ ୫ ବର୍ଷର ପିଲାମାନେ ମଧ୍ୟ ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲେଫ୍ଟନାଣ୍ଟ ଗଭର୍ନରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ କାର ଶୁକ୍ରବାର ସକାଳେ ବାରାଣସୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ...

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌...

ସରୋଗେଟ୍‌ ମାଆ ପାଇଁ ନ ରହୁ କଟକଣା

ନୂଆଦିଲ୍ଲୀ,୬ା୨(ଆଇଏଏନ୍‌ଏସ୍‌): ସରୋଗେଟ୍‌ ମାଆ ହେବା ପାଇଁ କଟକଣା ରହିବା ଉଚିତ ନୁହେଁ। ଯେକୌଣସି ମହିଳା ଚାହିଁଲେ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିବା ଉଚିତ ବୋଲି ରାଜ୍ୟ...

ନିକି ହତ୍ୟା ମାମଲା: ସାହିଲଙ୍କ ବାପାଙ୍କ ସମେତ ୫ ଗିରଫ, ଜଣେ କନଷ୍ଟେବଳ ସାମିଲ

ନୂଆଦିଲ୍ଲୀ,୧୮।୨: ରାଜଧାନୀ ଦିଲ୍ଲୀରେ ନିକି ଯାଦବଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଛି। ତେବେ ଏହି ମାମଲାରେ ଶନିବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ବାପା...

ଓବାମାଙ୍କ ଫେଭରାଇଟ୍‌ ମ୍ୟୁଜିକ୍‌ ତାଲିକାରେ ପ୍ରତୀକଙ୍କ ଆଲ୍‌ବମ୍‌

ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା...

‘କୁ’ରେ ସେଲ୍ଫ-ଭେରିଫିକେଶନ

ନୂଆଦିଲ୍ଲୀ, ୭।୪: ମାଇକ୍ରୋବ୍ଲଗିଂ ତଥା ସୋସିଆଲ ନେଟଓ୍ବର୍କିଂ ଆପ୍ଲିକେଶନ ‘କୁ’ ସେଲ୍ଫ ଭେରିଫିକେଶନ ଫିଚର ଆଣିଛି। କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏହି ସୁବିଧା ଆଣିବାରେ...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ଆସନ୍ତା କାଲି ପ୍ରାର୍ଥି ପତ୍ର ଦାଖଲ କରିବେ ଥରୁର

ନୂଆଦିଲ୍ଲୀ,୨୯ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ଏମପି ଶଶି ଥରୁର ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ସେପ୍ଟେମ୍ବର ୩୦ରେ...

ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଶନିବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିଛନ୍ତି। ଦୀର୍ଘ ୧୬୫ କି.ମି ସଡକ ପଥରେ ଯାତ୍ରା କରିବା ପରେ...

Advertisement
Archives

Model This Week