ମେଡିକାଲ କଲେଜ ଫି ବୃଦ୍ଧି ମାମଲା: ଶିକ୍ଷା ଲାଭ ପାଇଁ ଏକ ବ୍ୟବସାୟ ନୁହେଁ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୮।୧୧ : ଶିକ୍ଷା ଲାଭଜନକ ବ୍ୟବସାୟ ନୁହେଁ ଏବଂ ଟ୍ୟୁସନ ଫି ସର୍ବଦା କମ ହେବା ଉଚିତ ବୋଲି ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି ସୁପ୍ରିମକୋର୍ଟ ଏହା କହିଛନ୍ତି। ରାଜ୍ୟ ସରକାର ମେଡିକାଲ କଲେଜଗୁଡ଼ିକରେ ବର୍ଷକୁ ୨୪ ଲକ୍ଷ ଟଙ୍କା…
ଝାଡ଼ଖଣ୍ଡରେ ଆୟକର ବିଭାଗର ଚଢ଼ାଉ: ୨କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ, ୧୬ ବ୍ୟାଙ୍କ ଲକର ଉପରେ ଲାଗିଲା ପ୍ରତିବନ୍ଧକ
ରାଞ୍ଚି,୮।୧୧: ଝାଡଖଣ୍ଡରେ କୋଇଲା ବାଣିଜ୍ୟ, ପରିବହନ, ଲୁହା ଖଣି ଇତ୍ୟାଦି ସମ୍ପର୍କିତ କିଛି ବ୍ୟବସାୟ ଉପରେ ମଙ୍ଗଳବାର ଆୟକର ବିଭାଗ ଚଢ଼ାଉ କରିଛି। ରାଞ୍ଚି, ଗୋଡ୍ଡା, ବେରମୋ, ଡୁମ୍କା, ଜାମସେଦପୁର, ଚାଇବସା, ପାଟନା, ଗୁରୁଗ୍ରାମ ଏବଂ କୋଲକାତା ସ୍ଥିତ ୫୦ରୁ ଅଧିକ…
୧.୨୬ ଲକ୍ଷ କୋଟିର ୧୧୬ ପରିଯୋଜନା ହେବ ବନ୍ଦ!…
ନୂଆଦିଲ୍ଲୀ,୮।୧୧ : ଦେଶରେ ଜାରି ରହିଥିବା ୧.୨୬ ଲକ୍ଷ କୋଟି ଟଙ୍କାର ୧୧୬ ଭିତ୍ତିଭୂମି ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦ, ଜମି ଅଧିଗ୍ରହଣ ଏବଂ ଅମଲାତନ୍ତ୍ରର ଉଦାସୀନତା ଯୋଗୁ ଅନେକ ବର୍ଷ ପଡ଼ି ରହିଛି। ସେସବୁ ପରିଯୋଜନାକୁ ଶୀଘ୍ର…
ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର
ନୂଆଦିଲ୍ଲୀ,୮।୧୧: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗଳବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କୁ ମସ୍କୋରେ ଭେଟିଛନ୍ତି। ଭାରତ-ରୁଷିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ଏସ୍. ଜୟଶଙ୍କର ସୋମବାର ସନ୍ଧ୍ୟାରେ ମସ୍କୋରେ…
ଭାରତ ଯୋଡୋ ଯାତ୍ରାରେ ବରିଷ୍ଠ ନେତାଙ୍କ ପରଲୋକ…
ମୁମ୍ବାଇ,୮।୧୧ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଅଭିଯାନ ମହାରାଷ୍ଟ୍ରରେ ପହଞ୍ଚିଛି। କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କିନ୍ତୁ ଏସବୁ ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି। କୁହାଯାଉଛି ଯେ ଏହି ଯାତ୍ରା ସମୟରେ ତ୍ରିରଙ୍ଗା ନେଇ…
୫୭୬ ମାତୃଭାଷାର ସର୍ବେକ୍ଷଣ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ …
ନୂଆଦିଲ୍ଲୀ,୮।୧୧ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଭିଡିଓଗ୍ରାଫି ମାଧ୍ୟମରେ ସମଗ୍ର ଦେଶରେ ୫୭୬ ଟି ଆଞ୍ଚଳିକ ଭାଷା ଏବଂ ଉପଭାଷାର ମାତୃଭାଷା ସର୍ବେକ୍ଷଣକୁ ସଫଳତାର ସହ ସମାପ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟର ୨୦୨୧-୨୨ ପାଇଁ ବାର୍ଷିକ ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ସ୍ଥାନୀୟ…
ଏହି ୨ଜିଲାରେ ବନ୍ଦ ରହିବ ସମସ୍ତ ପ୍ରାଇମେରୀ ସ୍କୁଲ
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଖରାପ ପାଗକୁ ଦୃଷ୍ଟିରେ ରଖି ୨ଟି ଜିଲାର ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ-କଶ୍ମୀରର ରାମବାନ ଏବଂ କିଶ୍ତଓ୍ବାଡା ଜିଲାରେ ବର୍ତ୍ତମାନ ପାଗ ଖରାପ ରହିଛି। ଫଳରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟକୁ…
ଦୈନିକ ମୃତ୍ୟୁ ସଂଖ୍ୟା ଶୂନ…
ନୂଆଦିଲ୍ଲୀ, ୮।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି ।…
ଦିଲ୍ଲୀରୁ ଚାଲୁଛି ଗୁଜରାଟ ସରକାର…, ମୋରବି ପୋଲ ଦୁର୍ଘଟଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଚିଦାମ୍ବରମ
ନୂଆଦିଲ୍ଲୀ,୮ ।୧୧: ଗୁଜରାଟର ମୋରବି ପୋଲ ଦୁର୍ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋରବି ପୋଲ ଦୁର୍ଘଟଣା ଘଟଣା ଗୁଜରାଟର ନାଁକୁ ମାଟିରେ ମିଶାଇ ଦେଇଛି ।…
ନିଶାସକ୍ତ ଅବସ୍ଥାରେ ୨ ବର୍ଷର ଶିଶୁ ପୂତ୍ରକୁ ପିଟି ପିଟି ହତ୍ୟା କଲେ ବାପା
ହାଇଦ୍ରାବାଦ,୮।୧୧: ନିଶାସକ୍ତ ଅବସ୍ଥାରେ ୨ ବର୍ଷର ଶିଶୁ ପୂତ୍ରକୁ ହତ୍ୟା କଲେ ବାପା। ହାଇଦ୍ରାବାଦର ନେରେଡମେଟର ଜେଜେ ନାଗର ଏସ୍ଏସ୍ବି ଆପାର୍ଟମେଣ୍ଟରେ ସୋମବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ସୋମବାର ରାତି ପ୍ରାୟ ୯.୩୦ରେ ପୁଅ କାନ୍ଦୁଥିବା ବେଳେ…
ଭାରସାମ୍ୟ ହରାଇ ଓଲଟିଲା ବସ୍: ୨୦ ଆହତ
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କୁପଓ୍ବାଡା ଜିଲାର ହିନ୍ଦଓ୍ବାଡାର ବାତାୟିନ ଅଞ୍ଚଳରେ ଏକ ଯାତ୍ରୀବାଦୀ ବସ୍ ଓଲଟିପଡ଼ିଛି। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଦେଶରେ ୬୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୮।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
Archives


