Posted inଜାତୀୟ

ଜାମିନ ପରେ ପ୍ରତିକ୍ରିୟା ରଖିଲେ ପୱନ, କହିଲେ ମୋର ନ୍ୟାୟାଳୟ ଉପରେ ବିଶ୍ୱାସ ଅଛି…

ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା। ଏନେଇ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ପୱନଙ୍କ ଜାମିନ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ପୱନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଦିଲ୍ଲୀର ଦ୍ୱାରକା କୋର୍ଟ ମଧ୍ୟ ତାଙ୍କୁ ଜାମିନ ପ୍ରଦାନ କରିଛି।

ଜାମିନ ପାଇବା ପରେ ପୱନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସତ୍ୟ ପାଇଁ ଅନେକ ଥର ସଂଘର୍ଷ କରିବାକୁ ପଡିବ। ମୁଁ ମଧ୍ୟ କରୁଛି ଏବଂ ମୋର ନେତା ରାହୁଲ ଗାନ୍ଧୀ ମଧ୍ୟ ସଂଘର୍ଷ କରୁଛନ୍ତି। ନ୍ୟାୟାଳୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସେ ଆହୁରି କହିଛନ୍ତି, ଏଫଆଇଆର କପି ଏବଂ ନୋଟିସ ନ ଦେଇ ବେଆଇନ ଭାବେ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ମୋର ନ୍ୟାୟ ଉପରେ ବିଶ୍ୱାସ ଅଛି ଯେଉଁଥିପାଇଁ ଆଜି ମୋର ସ୍ବାଧୀନତାର ରକ୍ଷା ହୋଇପାରିଛି। ନିର୍ଭୀକତା ସହିତ ରାହୁଲ ଗାନ୍ଧୀ ସାମ୍ବିଧାନିକ ମୂଲ୍ୟବୋଧକୁ ବଞ୍ଚାଇବା ପାଇଁ ଲଢୁଛନ୍ତି ମୁଁ ଏଥିରେ ସମସ୍ତ ଉଦ୍ୟମ କରିବି। ବର୍ତ୍ତମାନ କଂଗ୍ରେସ ଅଧିବେଶନ ପାଇଁ ସେ ରାୟପୁର ଯାଉଥିବା ନେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା...

ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ: ମୋଦି

ନୂଆଦିଲ୍ଲୀ,୧୦।୧୧: ମହାପୁରୁଷ ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍‌-ଉନ୍‌-ନବୀ ଅବସରରେ ରବିବାର ଟୁଇଟ୍‌ କରି...

ଆରୋଗ୍ୟ ସେତୁ ଆପ୍‌ ଉପରେ ପାକିସ୍ତାନ ହ୍ୟାକରର ନଜର

ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି।...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ୍‌ ଜିଲାର ମେଣ୍ଡାର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଶନିବାର ପୂର୍ବାହ୍ନ...

ବଂଶୀ ବଜାଇଲେ ତେଜ ପ୍ରତାପ, ବିଦେଶୀଙ୍କ ସହ ନାଚିଲେ ରାଜନାଥ

ନୂଆଦିଲ୍ଲୀ,୮ା୩: ଆଜି ସାରା ଦେଶରେ ଜୋରଦାର ପାଳନ କରାଯାଇଛି ହୋଲି। ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆମ ରାଜନେତାମାନେ।...

ଜମ୍ମୁରେ ବଢ଼ିବ ୭ ଆସନ

ନୂଆଦିଲ୍ଲୀ/ଶ୍ରୀନଗର,୧୦ା୭: ୨୦୧୧ ଜନଗଣନା ଅନୁସାରେ ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣ କରାଯିବ। ଏଥିରେ ସମଗ୍ର ଉପତ୍ୟକାର ୭ ବିଧାନସଭା ଆସନ ବୃଦ୍ଧି କରାଯିବ। ପାକିସ୍ତାନ-ଅଧିକୃତ କଶ୍ମୀର...

‘ହାଉଡ଼ି ମୋଦି’ ପରି ଫେବୃୟାରୀ ୨୫ରେ ଅହମ୍ମଦାବାଦ୍‌ରେ ‘କେମ୍‌ ଛୋ ଟ୍ରମ୍ପ୍‌’: ୬୦ ହଜାର ଲୋକ ଦେବେ ଯୋଗ

ଗାନ୍ଧିନଗର,୨୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଗୁଜରାଟ ଅହମ୍ମଦାବାଦ୍‌ରେ ଫେବୃୟାରୀ ୨୫ରେ ଏକ ସମ୍ବର୍ଦ୍ଧନା ସଭାର...

ବାଟଲା ବାଣ କାରଖାନା ବିସ୍ଫୋରଣରେ ମୃତାହତଙ୍କ ପାଇଁ ସହାୟତା ଘୋଷଣା କଲେ ପଞ୍ଜାବ ସରକାର

ଗୁରୁଦାସପୁର,୪।୯: ପଞ୍ଜାବ ଗୁରୁଦାସପୁର ବାଟଲା ବାଣ କାରଖାନାରେ ବିସ୍ଫୋରଣ ଘଟି ବୁଧବାର ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି...

Advertisement
Archives

Model This Week