Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ପ୍ରତି ଘୃଣା ଏବେ ଦେଶପ୍ରତି ଘୃଣା ପାଲଟିଛି: ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୧୫।୩ : ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି। ବିଦେଶ ମାଟିରେ ଦେଶ ବିରୋଧରେ ଦିଆଯାଇଥିବା ବିବୃତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଏକ ଦେଶ ପରିଦର୍ଶନ କରି ବିଦେଶୀ ଶକ୍ତିମାନଙ୍କୁ ଆହ୍ବାନ ଦେଇଥିଲେ ଯାହାର ଇତିହାସ ଭାରତକୁ ଦାସ କରିବା ପାଇଁ ଥିଲା। ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅପମାନିତ କଲାବେଳେ ରାହୁଲ ଦୁଃଖ ପ୍ରକାଶ କରି କହିଛନ୍ତି କାହିଁକି ବିଦେଶୀ ଶକ୍ତି ଆସି ଭାରତ ଉପରେ ଆକ୍ରମଣ କରୁ ନାହାନ୍ତି।

 

ମୁଁ ରାହୁଲଙ୍କୁ ପଚାରିବାକୁ ଚାହୁଁଛି, ଆପଣ ବିଦେଶରେ କହିଛନ୍ତି ଯେ ଦେଶର କୌଣସି ବିଶ୍ୱବିଦ୍ୟାଳୟରେ କହିବାର ଅଧିକାର ଆପଣଙ୍କର ନାହିଁ। ଯଦି ଏହା ହୁଏ, ଯେତେବେଳେ ୨୦୧୬ ରେ ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟରେ ଭାରତ ତେରେ ଟୁକଢେ ହୋଙ୍ଗେ’ ସ୍ଲୋଗାନ ଉଠାଯାଇଥିଲା, ସେତେବେଳେ ଆପଣ ଏହାକୁ ସମର୍ଥନ କରିଥିଲେ, ଏହା କ’ଣ ଥିଲା?

ରାହୁଲ ବିଦେଶୀ ମାଟିରେ ଦେଶକୁ ବଦନାମ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗ ଭଳି ଅନୁଷ୍ଠାନକୁ ଅପମାନିତ କରିଛନ୍ତି। ଭାରତକୁ ଅପମାନିତ କରିବା ଗଣତନ୍ତ୍ର କି? ଗୃହର ବାଚସ୍ପତିଙ୍କୁ ଅପମାନ କରିବା ଗଣତନ୍ତ୍ର କି? ରାହୁଲଙ୍କଠାରୁ ଭାରତ କ୍ଷମା ଚାହୁଁଛି ବୋଲି ସ୍ମୃତି ଇରାନୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ସିବଲ

ନୂଆଦିଲ୍ଲୀ,୧୩।୬: କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ସିବଲ ପୁଣି ଥରେ ତାଙ୍କ ଦଳର ବିବାଦ ଏବଂ ଦେଶର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ବିବୃତ୍ତି...

ଶ୍ୟାମଳ ରଙ୍ଗ ପାଇଁ ୧୫ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର, ଆଉ ତା’ ପରେ…

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜଣେ ଇଞ୍ଜିନିୟର ଛାତ୍ର ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କର ଶ୍ୟାମଳ ରଙ୍ଗ ହୋଇଥିବାରୁ ସେ ମାନସିକ...

ବୀର ସାଭରକରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆଣ୍ଡାମାନ ଜେଲକୁ ପଠାଇ ଦିଆଯାଉ: ସଞ୍ଜୟ

ନୂଆଦିଲ୍ଲୀ,୧୮।୧: କିଛିଦିନ ହେବ ବୀର ସାଭରକରଙ୍କୁ ନେଇ ଗଣମାଧ୍ୟମରେ ବିଭିନ୍ନ ବୟାନବାଜି ସାମ୍ନାକୁ ଆସିଛି। ଏବେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେଉଁମାନେ ବୀର...

୫୦ ବର୍ଷ ମଧ୍ୟରେ ଅଂଶୁଘାତ ନେଲାଣି ୧୭ ହଜାରରୁ ଅଧିକ ଲୋକଙ୍କ ଜୀବନ

ନୂଆଦିଲ୍ଲୀ,୪।୭: ଆଜିକାଲି ପୃଥିବୀର ଅନେକ ଦେଶରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ କାନାଡାରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ...

ଗୁଜରାଟରେ ବିକ୍ଷୋଭ ଅପରାଧ

ନୂଆଦିଲ୍ଲୀ,୫ା୧: ଫୌଜଦାରି ଦଣ୍ଡ ସଂହିତା (ସିଆର୍‌ପିସି)ର ଧାରା ୧୪୪ ଜାରି ହୋଇଥିବା ସ୍ଥାନରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ...

କଫିନ ପାଖରେ ହସି ହସି ପୋଜ୍‌ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି...

ଦୈବୀକୋପ ଭୟରେ ଆତ୍ମସମର୍ପଣ

ମାଙ୍ଗାଲୋରର ସ୍ବାମୀ କୋରାଗଜ୍ଜା ମନ୍ଦିର ଦାନବାକ୍ସରେ ଆପତ୍ତିଜନକ ପଦାର୍ଥ ପକାଇଥିବା ୨ ଅଭିଯୁକ୍ତ ଦୈବୀକୋପ ଭୟରେ ଦୋଷ ସ୍ବୀକାର କରିବା ସହ ପୋଲିସ ନିକଟରେ ଆତ୍ମସମର୍ପଣ...

ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ପ୍ରଫେସରଙ୍କୁ ୧୦ ଲକ୍ଷ ଟଙ୍କା ମାଗିଲେ ମହିଳା, ଆଉ ତା’ ପରେ…

ଲକ୍ଷ୍ନୌ,୨୦।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ମହିଳା ଜଣେ ପ୍ରଫେସରଙ୍କୁ ବ୍ଲାକମେଲ କରି ୧୦ ଲକ୍ଷ ଟଙ୍କା ମାଗିବା ପରି ଏକ ଘଟଣା ସାମ୍ନାକୁ ଆସିଛି।...

Advertisement
Archives

Model This Week