ପିଏଫଆଇ ବିରୋଧରେ କେନ୍ଦ୍ରର ପ୍ରତିବନ୍ଧକ କାଏମ: ୟୁଏପିଏ ଟ୍ରିବ୍ୟୁନାଲ…
ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଟ୍ରିବ୍ୟୁନାଲ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏହାର ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଜଷ୍ଟିସ ଦୀନେଶ କୁମାର ଶର୍ମା ମଙ୍ଗଳବାର କେନ୍ଦ୍ରର ପ୍ରତିବନ୍ଧକକୁ କାଏମ ରଖି ଏହି ରାୟ ଦେଇଛନ୍ତି।…
ମାଓବାଦୀ ହିଂସାରେ ୭୭ ପ୍ରତିଶତ ହ୍ରାସ…
ନୂଆଦିଲ୍ଲୀ,୨୧।୩ : ଗତ ଦଶନ୍ଧିରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ହିଂସା ୭୭ ପ୍ରତିଶତ ହ୍ରାସ ପାଇଥିବାବେଳେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ର ସ୍ବରାଷ୍ଟରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ କହିଛନ୍ତି…
ଏଚ୍୩ଏନ୍୨ ପରେ ଗୁରୁଗ୍ରାମରେ ଟାଇପ୍-ବି ଇନ୍ଫ୍ଲୁଏଞ୍ଜାର ୨ମାମଲା ଚିହ୍ନଟ
ନୂଆଦିଲ୍ଲୀ,୨୧।୩: ଗୁରୁଗ୍ରାମରେ ସୋମବାର ଟାଇପ-ବି ଇନ୍ଫ୍ଲୁଏଞ୍ଜା ଭାଇରସ୍ର ୨ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି, ଯାହାର ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ବର୍ତ୍ତମାନ ସେମାନେ ହୋମ୍ ଆଇସୋଲେଶନ୍ରେ ଅଛନ୍ତି।…
ମାର୍ଚ୍ଚ ୨୪ରେ ସିସୋଡିଆଙ୍କ ଜାମିନ ଆବେଦନର ପୁଣି ହେବ ଶୁଣାଣି
ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ମଦ ନୀତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ସିବିଆଇ ଗିରଫ ମାମଲାରେ ରୌଜ…
ଖଲିସ୍ତାନ ସମର୍ଥକ ଅମୃତପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଚଣ୍ଡିଗଡ଼,୨୧।୩: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ପଞ୍ଜାବ ସରକାର ଅମୃତପାଲଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ(ଏନ୍ଏସ୍ଏ) ଲଗାଇଛନ୍ତି ବୋଲି ହାଇକୋର୍ଟଙ୍କୁ କହିଛନ୍ତି। ମଙ୍ଗଳବାର ଜଣେ ଓକିଲ ଏହି ବିଷୟରେ…
ସକ୍ରିୟ ମାମଲା ୭ ହଜାର ମୁହାଁ…
ନୂଆଦିଲ୍ଲୀ, ୨୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…
ଏଏପିକୁ ଜାତୀୟ ମାନ୍ୟତା: ଦିଲ୍ଲୀ-ପଞ୍ଜାବରେ ସରକାର…
ନୂଆଦିଲ୍ଲୀ,୨୧।୩ : ବର୍ତ୍ତମାନ ଅନୁମାନ କରାଯାଉଛି ଗୁଜରାଟର ଫଳାଫଳ ପରେ ଆମ ଆଦମୀ ପାର୍ଟି ଜାତୀୟ ଦଳର ମାନ୍ୟତା ପାଇଁ ଥିବା ସର୍ତ୍ତ ପୂରଣ କରିଛି। ଯେଉଁ ଦଳ ଧାର୍ଯ୍ୟ ସର୍ତ୍ତଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ପୂରଣ କରେ, ସେ ଏକ…
ପ୍ରଥମେ ଲୁଟ କର-ପରେ ନିର୍ଦ୍ଦୋଷରେ ଖଲାସ, ଏହା କେନ୍ଦ୍ର ସରକାରଙ୍କ ମଡେଲ: କଂଗ୍ରେସ…
ନୂଆଦିଲ୍ଲୀ,୨୧।୩ : ବିରୋଧୀଦଳର ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସେଣ୍ଟ୍ରାଲ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ବ୍ୟବହାର କରାଯାଉଥିବା ବେଳେ ମେହୁଲ ଚୋକସିଙ୍କ ନାମ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସରୁ ହଟାଯିବା ଅତ୍ୟନ୍ତ ଦୁର୍ଭଗା ଜନକ ବୋଲି କଂଗ୍ରେସ ମଙ୍ଗଳବାର…
ଏନସିପିର ଜାତୀୟ ମାନ୍ୟତା ସଙ୍କଟରେ: ନିର୍ବାଚନ ଆୟୋଗଙ୍କ ସମୀକ୍ଷା…
ନୂଆଦିଲ୍ଲୀ,୨୧।୩ : ଶରଦ ପାୱାରଙ୍କ ଏନସିପିର ଜାତୀୟ ଦଳର ସ୍ଥିତି ସଙ୍କଟରେ ଅଛି। ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଏନସିପିର ଏହି ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ। ନିର୍ବାଚନ ଆୟୋଗ ଦଳର ପ୍ରତିନିଧୀଙ୍କ କଥା ମଙ୍ଗଳବାର ଶୁଣି ଏନେଇ ନିଷ୍ପତ୍ତି ଗ୍ରହଣ…
ଅଚଳନ୍ତି ନୋଟକୁ ସ୍ବୀକୃତି ଦେବା ଦାବିର ଶୁଣାଣି ପାଇଁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣରେ ଅଚଳ ହୋଇଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଗ୍ରହଣ କରିବାକୁ ଚାହୁଁଥିବା ପୃଥକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଏକ ବେଞ୍ଚ…
ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ରଦ୍ଦ କରିବା ନିଷ୍ପତ୍ତି ବୈଧ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ରଦ୍ଦ କରିବାସାମ୍ବିଧାନିକଭାବେ ବୈଧ ଅଟେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଟ୍ରିବ୍ୟୁନାଲ ବାର ଆସୋସିଏଶନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ…
ଭବିଷ୍ୟତର ଯୁଦ୍ଧ ମହାକାଶରେ ଲଢ଼ାଯିବ, ଭାରତକୁ ପ୍ରସ୍ତୁତ ରହିବାକୁ ହେବ: ବାୟୁସେନା ମୁଖ୍ୟ…
ନୂଆଦିଲ୍ଲୀ,୨୧।୩ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ ମହାକାଶରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ ହୋଇଛି। ଭବିଷ୍ୟତରେ ସ୍ଥଳ, ସମୁଦ୍ର, ବାୟୁ ତଥା ସାଇବର ଏବଂ ମହାକାଶରେ ଯୁଦ୍ଧ ହେବ। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା…

