ଜାତୀୟ

ଦଳର ନେତୃତ୍ୱରେ ଥିଲେ ଭାଜପା ବିରୋଧରେ ଛୋଟ ଦଳଙ୍କୁ ଏକଜୁଟ କରିଥାନ୍ତି: ଥରୁର…

ନୂଆଦିଲ୍ଲୀ,୨।୪ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ କଂଗ୍ରେସ ନେତା ତଥା ଲୋକସଭା ଏମପି ଶଶି ଥରୁର ବିରୋଧୀ ଏକତା ସମ୍ପର୍କରେ ଏକ ବଡ଼…

ପ୍ରଥମେ ନିଜ ଘର ସଜାଡ଼: ବିରୋଧୀ ଏକତା ନେଇ କଂଗ୍ରେସକୁ ଦେବ ଗୌଡାଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୪ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଗଠନ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଜନତା ଦଳ (ସେକୁଲାର) ପୃଷ୍ଠପୋଷକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ରବିବାର କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଥମେ…

କିଏ ଆପଣଙ୍କ ଭାବମୂର୍ତ୍ତି କରୁଛି ମଳିନ ? ନାମ କୁହନ୍ତୁ ଆମେ ତାଙ୍କ ବିରୋଧରେ କରିବୁ ମାମଲା ରୁଜୁ: ପ୍ରଧାନମନ୍ତ୍ରୀଙ୍କୁ କହିଲେ ସିବଲ…

ନୂଆଦିଲ୍ଲୀ,୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗ ପରେ ଏମ୍‌ପି କପିଲ ସିବଲ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ କରି ସିବଲ କହିଛନ୍ତି ଯେ ତୁମେ ଏପରି ଲୋକ, ଅନୁଷ୍ଠାନ ଏବଂ ଦେଶର…

୧୦ ବର୍ଷରୁ ଅଧିକ ବିଚାରାଧୀନ ମାମଲାକୁ ପ୍ରାଥମିକତା ଦେବାକୁ କ୍ୟାଟଙ୍କୁ ସଂସଦୀୟ କମିଟିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୪ : ପର୍ସନାଲ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ)ଙ୍କୁ ୧୦ ବର୍ଷରୁ ଅଧିକ ସମୟ ବିଚାରାଧୀନ ଥିବା ମାମଲାର ବିଚାରକୁ ପ୍ରାଥମିକତା ଦେବାକୁ କହିଛନ୍ତି। ସଂସଦୀୟ କମିଟି ୧,୩୫୦…

ରାହୁଲ ୧୦ ଜନ୍ମରେ ବି ସାବରକର ହୋଇପାରିବେ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨।୪: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ବୀର ସାବରକରଙ୍କ ନେଇ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଅନୁରାଗ କହିଛନ୍ତି, ରାହୁଲ ଗାନ୍ଧୀ ୧୦ ଜନ୍ମରେ ମଧ୍ୟ ସାବରକର ହୋଇପାରିବେ ନାହିଁ। କେମ୍ବ୍ରିଜ…

ଇସ୍ରୋକୁ ସଫଳତା: ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ ପରୀକ୍ଷଣ…

ବେଙ୍ଗାଲୁରୁ,୨।୪ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବଡ଼ ସଫଳତା ମିଳିଛି। ଡିଆରଡିଓ ଏବଂ ଭାରତୀୟ ବାୟୁସେନା ସହିତ ଇସ୍ରୋ ବୈଜ୍ଞାନିକମାନେ ରବିବାର କର୍ନାଟକର ଚିତ୍ରଦୁର୍ଗାସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ…

ଋତୁସ୍ରାବ ସ୍ବଚ୍ଛତା ରାଜ୍ୟର ଦାୟିତ୍ୱ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୨।୪ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହା କିଶୋରୀ ବାଳିକାମାନଙ୍କ ପାଇଁ ମାସିକ ଋତୁସ୍ରାବର ସ୍ବଚ୍ଛତାକୁ ସୁଦୃଢ଼଼ କରିବା ପାଇଁ ଉତ୍ସର୍ଗୀକୃତ। କିନ୍ତୁ ସ୍ବାସ୍ଥ୍ୟ ସେବା ପ୍ରଦାନ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ…

ଫେବୃୟାରୀରେ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି ହ୍ବାଟସଆପ…

ନୂଆଦିଲ୍ଲୀ,୨।୪ : ଫେବୃଆରୀରେ ହ୍ବାଟସଆପ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଯାହା ଗତ ମାସରେ ନିଷିଦ୍ଧ ହୋଇଥିବା ଆକାଉଣ୍ଟ ସଂଖ୍ୟାଠାରୁ ଅଧିକ। ଜାନୁଆରୀରେ ହ୍ବାଟସଆପ ୨୯ ଲକ୍ଷ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। ୨୦୨୨ ଡିସେମ୍ବରରେ ୩୬ ଲକ୍ଷ ଏବଂ…

ବିହାର ହିଂସା: ଅତିରିକ୍ତ ଅର୍ଦ୍ଧସୈନିକ ସାମରିକ ବାହିନୀ ଯବାନ ପଠାଇବ କେନ୍ଦ୍ର…

ପାଟନା,୨।୪ : ବିହାରର ଅନେକ ଅଞ୍ଚଳରେ ରାମ ନବମୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଉପରେ କେନ୍ଦ୍ର ସରକାର ସଚେତନ ହୋଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଶାହା ପରିସ୍ଥିତିକୁ…

ନିଦ ପୂର୍ବରୁ ମୋବାଇଲ ଦେଖୁଛନ୍ତି ଲୋକେ: ଅଭ୍ୟାସ ନେଇ ୯୧ ପ୍ରତିଶତ ଚିନ୍ତିତ…

ବେଙ୍ଗାଲୁରୁ,୨।୪ : କର୍ନାଟକର ବେଙ୍ଗାଲୁରୁ ଭାରତର ଆଇଟି ହବ ହେବାକୁ ବହୁ ଦିନ ବିତି ଗଲାଣି। ତେବେ ଏହି ଅଭିବୃଦ୍ଧି ଏବଂ ଦ୍ରୁତ ଗତି ସହିତ ସହରରେ ଅନେକ ସମସ୍ୟା ମଧ୍ୟ ଉପୁଜିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ…

ମୋଦି ସରନେମ ମାମଲାରେ ସୋମବାର କୋର୍ଟ ଯାଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ’ମୋଦି ସରନେମ’ ମାନହାନି ମାମଲାରେ ତାଙ୍କୁ ହୋଇଥିବା ୨ ବର୍ଷର ସଜା ବିରୋଧରେ ଏପ୍ରିଲ ୩ରେ ସେ ସୁରଟ କୋର୍ଟକୁ ଯାଇପାରନ୍ତି। ରାହୁଲଙ୍କୁ ନିକଟରେ ସୁରଟ କୋର୍ଟ ମୋଦି ସରନେମ ମାନହାନି ମାମଲାରେ ସଜା…

ମାର୍ଚ୍ଚରେ ୧.୬ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୪: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି। ଏହା ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ପ୍ରତିଫଳିତ ହେଉଛି। ଏପରିକି ୨୦୨୩ ମାର୍ଚ୍ଚର ଜିଏସ୍‌ଟି ସଂଗ୍ରହ ସମ୍ପର୍କରେ ଶନିବାର ଅର୍ଥ ମନ୍ତ୍ରଣାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?