ଜାତୀୟ

ଅତିକଙ୍କୁ ହତ୍ୟା ଲଜ୍ଜାଜନକ ଘଟଣା: ଗର୍ଜିଲେ ମମତା ଦିଦି…

କୋଲକାତା,୧୬।୪ : ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ-ରାଜନେତା ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ୟୁପ ଭାଜପା ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଅଖିଳେଶ ଯାଦବଙ୍କ ପରେ…

ପୁଅ ଅସଦଙ୍କ ପାଖରେ ଅତିକ ଅହମ୍ମଦଙ୍କୁ ଦିଆଯିବ ସମାଧି

ଲକ୍ଷ୍ନୌ,୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କୁ ଶନିବାର ଉତ୍ତରପ୍ରଦ୍ରେଶର ପ୍ରୟାଗରାଜରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ତିନି ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି। ତେବେ ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବର୍ତ୍ତମାନ ଉଭୟଙ୍କ ଅନ୍ତିମ ସତ୍କାର…

ସରକାରଙ୍କୁ ଟାର୍ଗେଟ କଲେ ସ୍ବରା

ମୁମ୍ବାଇ,୧୬।୪: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏବେ ସମସ୍ତ ହତ୍ୟାକାରୀ ପୋଲିସ ହାତରେ। ଏହାପରେ ଅନେକ ବିରୋଧୀଦଳ ନେତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ…

ଭାଜପା ଉପରେ ବର୍ଷିଲେ ରାହୁଲ କହିଲେ, କର୍ନାଟକରେ ଆମେ ସରକାର ଗଢିବୁ…

ବେଙ୍ଗାଲୁରୁ,୧୬।୪: କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।…

ଅସଦଙ୍କୁ ହତ୍ୟା କରିବାର କ’ଣ କାରଣ ଥିଲା: କପିଲ ସିବଲ…

ନୂଆଦିଲ୍ଲୀ,୧୬।୪ : ଅତିକ ଅହମ୍ମଦଙ୍କ ପୁଅ ଅସଦଙ୍କ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ରାଜ୍ୟସଭା ଏମପି କପିଲ ସିବଲ କହିଛନ୍ତି ଯେ ୧୯ ବର୍ଷ ବୟସର ଜଣେ ଯୁବକ କିପରି ଦେଶର ସୁରକ୍ଷା ପ୍ରତି ବିପଦ ହୋଇପାରେ? ଯଦି ଆପଣ ତାଙ୍କୁ…

ପୋଲିସ ଉପସ୍ଥିତିରେ ହେଉଛି ହତ୍ୟା, ଯୋଗୀଙ୍କ ଶାସନରେ ଆଇନ ଶୃଙ୍ଖଳା ନେଇ ସଞ୍ଜୟଙ୍କ ପ୍ରଶ୍ନ…

ମୁମ୍ବାଇ,୧୬।୪ : ପୋଲିସର ଉପସ୍ଥିତିରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କ ହତ୍ୟା ବିଷୟରେ ଅନେକ କଥା କୁହାଯାଉଛି। ବିଭିନ୍ନ ରାଜନେତା ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ…

ଅତିକ ଅହମ୍ମଦ ଓ ଅଶରଫଙ୍କ ହତ୍ୟା ପୂର୍ବର ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୬।୪: ଗୁରୁବାର ରାତିରେ ପୋଲିସ ଘେରରେ ଥାଇ ଅତିକ ଅହମ୍ମଦ ଓ ଅଶରଫଙ୍କ ହତ୍ୟା କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦୁଇଭାଇ ପୋଲିସ ଗାଡିରୁ ବାହାରୁଥିବାର ଦେଖିବାକୁ ମିଳିଛି। ପ୍ରଥମେ ଅଶରଫ ପରେ ଅହମ୍ମଦ…

ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ଖବରଦାତାଙ୍କ ସୁରକ୍ଷା ପାଇଁ ଏସ୍‌ଓପି ପ୍ରସ୍ତୁତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ଆଲର୍ଟ ମୋଡରେ ଅଛନ୍ତି। ପୋଲିସ ହେପାଜତରେ ଅତିକ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଖବରଦାତା ପରିଚୟ ଦେଇ ସେଠାରେ ସାମିଲ ହୋଇଥିଲେ।…

ମାନହାନୀ ମାମଲାରେ କେଜରିଓ୍ବାଲ-ସଞ୍ଜୟ ସିଂଙ୍କୁ ସମନ…

ଅହମଦାବାଦ,୧୬।୪ : ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଏଏପି ନେତା ସଞ୍ଜୟ ସିଂଙ୍କୁ ସମନ ଜାରି କରିଛନ୍ତି। ଏକ ମାନହାନି ମାମଲାରେ ଏହି ସମନ ଜାରି କରାଯାଇଛି। ବାସ୍ତବରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗରେ ଦର୍ଶାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦାଦା ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ

ଅମରାବତୀ,୧୬।୪: ପୂର୍ବତନ ଏମ୍‌ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍‌ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି। ସିବିଆଇର ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ (ଏସଆଇଟି) ଭାସ୍କର ରେଡ୍ଡୀଙ୍କୁଙ୍କୁ ଜିଲାର ପୁଲିବେନ୍ଦୁଲା ସ୍ଥିତ…

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ସକ୍ରିୟ ମାମଲା ୬୦ ହଜାର ମୁହାଁ…

ନୂଆଦିଲ୍ଲୀ, ୧୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ସୁଦାନ ହିଂସାକାଣ୍ଡ: ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଏସ୍‌. ଜୟଶଙ୍କର

କାହିରା/ନୂଆଦିଲ୍ଲୀ,୧୬ା୪: ସୁଦାନର ରାଜଧାନୀ ଖାର୍ତୁମରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ହିଂସା ସମୟରେ ଗୁଳି ଚଳାଇବାରୁ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଖାର୍ତୁମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ମୃତ ଆଲବର୍ଟ ଅଗଷ୍ଟିନ ସୁଦାନର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?