ଜାତୀୟ

୧.୨ କୋଟି ହ୍ବାଟ୍‌ସଆପ୍‌, ୧୭ ଲକ୍ଷ ଫେସ୍‌ବୁକ୍‌ ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୩: ଦେଶର ସବୁଠୁ ବଡ ସୋସିଆଲ ମିଡିଆ ଡାଟା ଲିକ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଇବର ପୋଲିସ ତଥ୍ୟ ସୂଚନାନୁସାରେ, ଏହି ଡାଟା ଲିକରେ ସରକାରୀ ଏବଂ ଅଣ-ସରକାରୀ ପ୍ରାୟ ୧୬.୮ କୋଟି…

ଜେଲ ଦଣ୍ଡାଦେଶର ଗୋଟିଏ ଦିନ ପରେ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୪।୩: ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହେବାର ଆଶଙ୍କା ମଧ୍ୟରେ ଶୁକ୍ରବାର ସକାଳେ…

ରମଜାନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ରମଜାନ ମାସ ଆରମ୍ଭ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ରମଜାନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ପବିତ୍ର ମାସ ସମାଜରେ ଏକତା ଏବଂ ଭାଇଚାରାର ଭାବନା ବିକଶିତ…

‘ରାହୁଲଙ୍କ ଅହଙ୍କାର ବଡ଼, ବୁଝାମଣା ଛୋଟ’

ନୂଆଦିଲ୍ଲୀ,୨୪।୩: ଭାଜପା ସଭାପତି ଜେପି ନଡା ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ନଡା। ନଡା କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ତଥ୍ୟ ବିଷୟରେ ଅଜ୍ଞାତ ଏବଂ…

ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିପକ୍ଷ ଦଳ

ନୂଆଦିଲ୍ଲୀ,୨୪।୩: ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ…

ଗ୍ବାଲିଅରରେ ଭୂକମ୍ପ ଝଟ୍‌କା

ଗ୍ବାଲିଅର,୨୪।୩: ମଧ୍ୟପ୍ରଦେଶର ଗ୍ବାଲିଅରରେ ଶୁକ୍ରବାର ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦୦ ରହିଛି। କମ୍ପନ ଅନୁଭବ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ନିକଟରେ…

ପୁଣି ଡରାଇଲାଣି କରୋନା: ଦେଶରେ ଆଜି ୧,୨୪୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୪୯ ନୂଆ କରୋନା ମାମଲା ଚିହ୍ନଟ…

ମିଛ କହିବା ରାହୁଲଙ୍କ ଚରିତ୍ର: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୩: ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୫,୦୦୦ ଟଙ୍କା ଜୋରିମନା ମଧ୍ୟ କରିଛନ୍ତି। ରାହୁଲ ଦୋଷୀ ସାବ୍ୟସ୍ତ ହେବା ପରେ କେନ୍ଦ୍ର…

ବଲିଭିୟା, ମେକ୍ସିକୋ ପରେ କାଶୀରେ ରୋପ ୱେ ହେବ ପବ୍ଲିକ ଟ୍ରାନ୍ସପୋର୍ଟ,ମୋଦି କରିବେ ଉଦ୍ଦଘାଟନ

ନୂଆଦିଲ୍ଲୀ,୨୪ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବନାରସ ଗସ୍ତରେ ଯିବେ । ସେଠାରେ ସେ ପ୍ରାୟ ୧୭୮୦ କୋଟି ଟଙ୍କାର ପ୍ରକଳ୍ପ ଜିଲାବାସୀଙ୍କୁ ହସ୍ତାନ୍ତର କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଥମ ସାର୍ବଜନିକ ପରିବହନ ରୋପୱେର…

ମୋଦି ମୋତେ କହିଥିଲେ ‘ସୁର୍ପଣଖା’, ମୁଁ ବି କରିବି ମାନହାନି ମୋକଦ୍ଦମା: ରେଣୁକା

ନୂଆଦିଲ୍ଲୀ,୨୪ ।୩: ମୋଦି ସରନେମକୁ ନେଇ ଆପତ୍ତିଜନକ ଟିପ୍ପଣି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ୨ ବର୍ଷର ସଜା ଶୁଣାଇବା ପରେ ପ୍ରାୟ ସମସ୍ତ ବିରୋଧି ଦଳ ଏହାକୁ ବିରୋଧ କରିଛନ୍ତି । ଏସବୁ ଭିତରେ କଂଗ୍ରେସ ନେତା…

ଏମ୍‌ପି ପଦ ହରାଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୨୪ା୩:କଂଗ୍ରେସ ନେତା ରହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ଅଦାଲତଙ୍କ ଏହି ରାୟ ପରେ ରାହୁଲ ଏମ୍‌ପି…

ପାର୍ଲାମେଣ୍ଟ ପରିସରରେ ବିରୋଧୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ, ୨୪ା୩(ପି.ଟି.):ଆଦାନୀ ଗ୍ରୁପ୍‌ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିକରି ଗୁରୁବାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାର୍ଲାମେଣ୍ଟ ଭବନର ମୁଖ୍ୟ ପ୍ରବେଶ ପଥ ଗେଟ୍‌ ନଂ.୧ ନିକଟରେ ବିରୋଧୀ ନେତାମାନେ ଏକାଠି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri