ଜାତୀୟ

ଜୁନ ୪ରେ କେରଳ ଛୁଇଁବ ମୌସୁମୀ: ହେବ ସାମାନ୍ୟ ବିଳମ୍ବ…

ନୂଆଦିଲ୍ଲୀ,୧୬।୫ : ଚଳିତ ବର୍ଷ ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି। ତେବେ ମୌସୁମୀର ଏହି ଧାର୍ଯ୍ୟ ସମୟ ସାମାନ୍ୟ ବିଳମ୍ବକୁ ଦର୍ଶାଉଛି ବୋଲି ପାଣିପାଗ ବିଭାଗ…

ମେ’୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୧ ମେ’ରେ ଏକ ସପ୍ତାହ ପାଇଁ ଆମେରିକା ଗସ୍ତ କରିବେ। ଏହି ସମୟରେ ସେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନରେ ଜୁନ ୪ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ…

ବିଦେଶକୁ ଔଷଧ ରପ୍ତାନୀ ପୂର୍ବରୁ ହେବ ଗୁଣବତ୍ତା ଯାଞ୍ଚ୍‌ !…

ନୂଆଦିଲ୍ଲୀ,୧୬।୫ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଏକ ନୂତନ ନୀତି ଆପଣାଇଛନ୍ତି। ଏହି ନୀତିରେ ମହାନିର୍ଦ୍ଦେଶକ ବୈଦେଶିକ ବାଣିଜ୍ୟକୁ ମଧ୍ୟ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କଠାରୁ ପରାମର୍ଶ ନିଆଯାଇଛି। ବିଦେଶକୁ ଔଷଧ ପଠାଇବା ପୂର୍ବରୁ ଆଞ୍ଚଳିକ କିମ୍ବା…

୭୧ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ, ବର୍ଷକରେ ୧୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ…

ନୂଆଦିଲ୍ଲୀ,୧୬।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୧ ହଜାର ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଏହି ’ନିଯୁକ୍ତି ମେଳା’ ଦେଶର ୪୫ ଟି…

ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଉଦ୍‌ଘାଟନ ହୋଇପାରେ ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୧୬।୫: ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏକ ଭବ୍ୟ ଆୟୋଜିତ ସହିତ ନୂତନ ସଂସଦ ଗୃହର ଉଦ୍‌ଘାଟନ ହୋଇପାରେ। କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ’ର ଶେଷ ସପ୍ତାହରେ ଉଦ୍‌ଘାଟନ କରିପାରନ୍ତି, ହେଲେ ଏ ପର୍ଯ୍ୟନ୍ତ ସରକାରୀ…

କଂଗ୍ରେସ କାହାର ଦୟାରେ ନିର୍ବାଚନ ଲଢେନାହିଁ: ମମତାଙ୍କ ବୟାନ ଉପରେ ଏଭଳି କହିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୬।୫: ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି କହିଥିଲେ। ଯାହାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ଦୈନିକ ସଂକ୍ରମଣ ୭ ଶହ ତଳେ…

ନୂଆଦିଲ୍ଲୀ, ୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଲିଭ୍‌ଇନ୍‌ ରିଲେଶନସିପ୍‌ରେ ରହୁଥିବା ୫୦୧ ଯୋଡିଙ୍କ କନ୍ୟାଦାନ କଲେ କେନ୍ଦ୍ର ମନ୍ତ୍ରୀ

ରାଞ୍ଚି,୧୬।୫: ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲିଭ୍‌ଇନ୍‌ ରିଲେଶନସିପ୍‌ରେ ରହିଆସୁଥିବା ୫୦୧ ଯୋଡିଙ୍କ ବିବାହ କରାଯାଇଛି। ଏହି ଆୟୋଜନ ରାଜ୍ୟର ଖୁଣ୍ଟି ଜିଲାର କରା ବ୍ଲକ ଅନ୍ତର୍ଗତ ଚୌଲା ପତରା ଗ୍ରାମରେ ହୋଇଛି। ବିଶେଷ କଥା ହେଉଛି…

‘ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ମେରି ଲାଇଫ୍‌’ ଆପ୍‌ ଉତ୍ସାହିତ କରିବ’

ନୂଆଦିଲ୍ଲୀ, ୧୫ା୫: ଜଳବାୟୀ ପରିବର୍ତ୍ତନର ମୁକାବିଲା ପାଇଁ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ‘ମେରି ଲାଇଫ୍‌’ ନାମରେ ଏକ ମୋବାଇଲ ଆପ୍‌ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ ଲାଇଫ ଦ୍ୱାରା ଅନୁପ୍ରାଣିତ ଏହି ଆପ୍‌ର ମାଧ୍ୟମରେ ଅପବ୍ୟୟୀ…

ଖାର୍ଗେଙ୍କ ବାସଭବନରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ମନ୍ଥନ ଚାଲିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖାର୍ଗେଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ମିଳିଛି। ତେବେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ…

ମେ’ ୩୦ ପର୍ଯ୍ୟନ୍ତ ନଓ୍ବାବ ମଲିକଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୬।୫: ଏନସିପିର ବରିଷ୍ଠ ନେତା ନଓ୍ବାବ ମଲିକଙ୍କ ଅଡୁଆ କମିବାର ନାଁ ନେଉନାହିଁ। ତାଙ୍କର ନ୍ୟାୟିକ ହେପାଜତକୁ ୧୪ ଦିନ ପାଇଁ ବୃଦ୍ଧି କରାଯାଇଛି, ଏବେ ତାଙ୍କୁ ମେ’ ୩୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ। ଗତ ବର୍ଷ ୨୩ ଫେବୃୟାରୀ…

ଆମେ ଫିଲ୍ମ ଉପରେ କୌଣସି ପ୍ରତିବନ୍ଧକ ଲଗାଇନାହୁଁ: ସୁପ୍ରିମକୋର୍ଟଙ୍କୁ କହିଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ,୧୬।୫: ଫିଲ୍ମ ‘ ଦ କେରଲା ଷ୍ଟୋରି’ ରିଲିଜ ହେବା ପରଠୁ ବିବାଦରେ ରହିଛି। କେତେକ ଏହି ଫିଲ୍ମକୁ ସମର୍ଥନ କରୁଥିବା ବେଳେ ଅନ୍ୟକେତେକ ଫିଲ୍ମ ସମର୍ଥନରେ ନାହାନ୍ତି। ତେବେ ପଶ୍ଚିମବଙ୍ଗ ସରକାର ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ତାମିଲନାଡୁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?