ଜାତୀୟ

ଶରଦ ପାୱାରଙ୍କୁ ସମର୍ଥନ କରିବା ପାଇଁ ବୈଠକରେ ସାମିଲ ହେବାକୁ ଏନସିପି ନେତାଙ୍କୁ ସୁପ୍ରିୟାଙ୍କ ଅପିଲ

ମୁମ୍ବାଇ,୫।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ପାର୍ଟି ବିଧାୟକ ଏବଂ କର୍ମୀଙ୍କୁ ବୁଧବାର ଶରଦ ପାୱାରଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଅଜିତ ପାୱାରଙ୍କ ନେତୃତ୍ୱରେ ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟ ଆଜି ସମସ୍ତ ଦଳର…

ଏନସିପିକୁ ଏନଡିଏରେ ମିଶାଇବା ନେଇ ଶିନ୍ଦେ ସମର୍ଥକ ଅସନ୍ତୁଷ୍ଟ…

ମୁମ୍ବାଇ,୫।୭ : ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଜାରି ରହିଛି। ଏନସିପିରୁ ବିଦ୍ରୋହ କରି ଅଜିତ ପାୱାର ଦେବେନ୍ଦ୍ର ଫଡନାଭିସ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ହାତ ମିଳାଇଛନ୍ତି। ନିକଟରେ ସେ ପଞ୍ଚମ ଥର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ଜ୍ୟାକଲିନ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବଲିଉଡ ଅଭିନେତ୍ରୀ ତଥା ତିହାର ଜେଲରେ ରହୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କୀୟ ଜ୍ୟାକଲିନ ଫର୍ନାଣ୍ଡିସ ହାଜର ହୋଇଛନ୍ତି। କିଛି ଦିନ ପୂର୍ବରୁ ଜ୍ୟାକଲିନଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମହାଠକ ସୁକେଶ…

ଇଭିଏମ୍‌ ମରାମତି ଆରମ୍ଭ ହେଲାଣି, ୨୦୨୩ ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ…

ମୁମ୍ବାଇ,୫।୭ : ମହାରାଷ୍ଟ୍ରରେ ରାଜନୀତି କିପରି ମୋଡ ନେଉଛି ତାହା ସଭିଙ୍କୁ ଜଣା। ଅଜିତ ପାୱାର ହଠାତ ପାର୍ଶ୍ୱ ପରିବର୍ତ୍ତନ କରିବା ମାତ୍ରେ ଶରଦ ପାୱାର ଏବଂ ତାଙ୍କ ସହଯୋଗୀ ଦଳର ନେତାମାନଙ୍କୁ ଏକ ବଡ଼ ଝଟକା ଲାଗିଛନ୍ତି। ଏଥି ସହ…

୮ ଜୁଲାଇରେ ରାଜସ୍ଥାନ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୭: ରାଜସ୍ଥାନରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ୨୦୨୩ ପାଇଁ କେବଳ କିଛି ମାସ ବାକି ଅଛି। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଆଲର୍ଟ ମୋଡରେ ଆସିଛି। ଏହାର ବରିଷ୍ଠ ନେତାଙ୍କ ଯାତ୍ରା ଆରମ୍ଭ ହୋଇସାରିଛି। ଏହା ସହିତ…

ପାଓ୍ବାର ବନାମ ପାଓ୍ବାର: ଶକ୍ତି ପ୍ରଦର୍ଶନ ପାଇଁ ଇସିଙ୍କ ନିକଟରେ ପହଞ୍ଚିଲେ ଶରଦ ପାଓ୍ବାର…

ମୁମ୍ବାଇ,୫।୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଚାଲିଥିବା ବିବାଦ ବୁଧବାର ଆହୁରି ଘନେଇଛି। ଶାର ପାଓ୍ବାର ବନାମ ଅଜିତ ପାଓ୍ବାରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ଏକ ନୂଆ ମୋଡ଼ ଆସିଛି। ଶରଦ ପାଓ୍ବାର ନିଜ ଶକ୍ତି ପ୍ରଦର୍ଶନ ପାଇଁ…

‘ଏବେ ନୀରବ ମୋଦି, ବିଜୟ ମାଲ୍ୟାଙ୍କୁ ଭାଜପା ଦଳରେ ନେବାକୁ ଅଛି ବାକି’

ମୁମ୍ବାଇ,୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ପୁଣିଥରେ ମୁଖପତ୍ର ସାମ୍‌ନା ମାଧ୍ୟମରେ ଭାଜପାକୁ ଟାର୍ଗେଟ କରିଛି। ଏଥର ସାମ୍‌ନାର ସମ୍ପାଦକୀୟରେ ଲେଖାଯାଇଛି ଯେ, ମହାରାଷ୍ଟ୍ରରେ ଭାଜପା ଯାହା କରିଛି, ସେଥିପାଇଁ ସମଗ୍ର ଦେଶ ଦଳ ଉପରେ ଛାପ ପକାଉଛି। ବର୍ତ୍ତମାନ…

ଘାଟିକୁ ଖସିଲା କାର: ୪ ମୃତ, ୮ ଆହତ

ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ରଜୌରୀ ଜିଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଗଭୀର ଘାଟିରେ ଖସିପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କାରଟି ପୁଞ୍ଚରୁ ଭଙ୍ଗାଇ ଗ୍ରାମକୁ…

ଗାଜିପୁର ଲୋକ ସଭା ଉପନିର୍ବାଚନରେ ଓମ ପ୍ରକାଶ ରାଜଭରଙ୍କ ପୁଅଙ୍କୁ ଟିକେଟ ଦେଇପାରେ ଭାଜପା

ଗାଜିପୁର,୫।୭: ୨୦୨୪ ଲୋକ ସଭା ନିର୍ବାଚନରେ ଓମ ପ୍ରକାଶ ରାଜଭର ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ ଖବର ମଧ୍ୟରେ ଭାଜପା ରାଜଭରଙ୍କ ପୁଅ ଅରବିନ୍ଦ ରାଜଭରଙ୍କୁ ଗାଜିପୁର ଲୋକ ସଭା ଉପନିର୍ବାଚନରେ ଟିକେଟ ଦେଇପାରେ। ଗତ କିଛି ଦିନ…

ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ: ଭାଜପାକୁ ଟାର୍ଗେଟ୍‌ କଲେ ଖାର୍ଗେ

ନୂଆଦିଲ୍ଲୀ,୫।୮: ଟମାଟୋ ଠାରୁ ଆରମ୍ଭ କରି ସମସ୍ତ ପନିପରିବାର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି। ଏବେ ବିରୋଧୀମାନେ ମଧ୍ୟ ଏ ନେଇ ସରକାରଙ୍କୁ ଘେରିଛନ୍ତି। ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

୧୫୫ ଟଙ୍କା ଛୁଇଁଲା ଟମାଟୋ ଦର, ଜାଣନ୍ତୁ କେଉଁ ସହରରେ କେତେ…

ନୂଆଦିଲ୍ଲୀ,୫।୭: ବର୍ତ୍ତମାନ ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ। କିଛି ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୪୦ରୁ ୫୦ଟଙ୍କା ବିକ୍ରି ହେଉଥିଲା, ବର୍ତ୍ତମାନ ଏହାର ମୂଲ୍ୟ ୧୩୦-୧୫୦ ଟଙ୍କା ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ମଙ୍ଗଳବାର ଭାରତର ପ୍ରମୁଖ ମେଟ୍ରୋରେ ଟମାଟୋର ଖୁଚୁରା…

ଥମୁନି ମଣିପୁର ହିଂସା: ୨ ସ୍ଥାନରେ ଗୁଳିକାଣ୍ଡ

ଇମ୍ଫାଲ,୪।୭: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ସାରେ ପ୍ରଥମ ଘଟଣା ଘଟିଛି। ରାତି ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?