ଜାତୀୟ

ମଣିପୁର ଶାନ୍ତି କମିଟିରେ ସାମିଲ ହେବନି ମେଇତି ଗ୍ରୁପ୍‌

ପାଟନା, ୧୪ା୬: ହିଂସାପ୍ରବଣ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କୁ ସାମିଲ କରାଯାଇଥିବାରୁ କୁକି ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛି। ମେଇତି ସିଭିଲ ସୋସାଇଟି ଗ୍ରୁପ୍‌ର ଅନ୍ୟତମ ସଂଗଠନ…

ମା’ଙ୍କୁ ହତ୍ୟା, ସୁଟ୍‌କେସରେ ମୃତଦେହ ନେଇ ଆତ୍ମସମର୍ପଣ

ବେଙ୍ଗାଲୁରୁ, ୧୪।୬: ବେଙ୍ଗାଲୁରୁରେ ଜଣେ ଯୁବତୀ ମା’ଙ୍କ ମୃତଦେହକୁ ଶୁଟ୍‌କେସରେ ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୭୦ ବର୍ଷୀୟା ବିଭା ପାଲଙ୍କୁ ହତ୍ୟା ନେଇ ଝିଅ ସେନାଲି ସେନ(୩୯)ଙ୍କୁ ପୋଲିସ ଗିରଫ କରିଛି। ବେଙ୍ଗାଲୁରୁ ବେଲାକାହାଲିସ୍ଥିତ ଏକ ଆପାର୍ଟମେଣ୍ଟରେ ସେନାଲିଙ୍କ ସହ…

ନିୟମ ନ ମାନିଲେ ପରିଣାମ ଭୋଗିବେ ବାବୁ

ନୂଆଦିଲ୍ଲୀ,୧୪ା୬: ସର୍ବଭାରତୀୟ ସେବା (ଏଆଇଏସ୍‌) ଅଧୀନରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‌ଓଏସ୍‌) ରହିଛି। ଏହି ୩ ସେବାରେ ନିୟୋଜିତ ଅଧିକାରୀମାନଙ୍କ ଷ୍ଟଡି ଲିଭ୍‌ ସକାଶେ କେନ୍ଦ୍ର ସରକାର ନୂଆ…

କାଜାନ ଖାନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୧୪।୬: ଖ୍ୟାତନାମା ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ଅଭିନେତା କାଜାନ ଖାନ୍‌ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ଘଟିଛି। ମାଲୟାଲମ, ତାମିଲ ଏବଂ କନ୍ନଡ଼ର ଭାଷାଭାଷୀ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଛି। ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସେ କାର୍ଯ୍ୟ କରିଛନ୍ତି। ଫିଲ୍ମ…

ମୋଦିଙ୍କୁ ପ୍ରଶଂସା କରିବାରୁ ଯାତ୍ରୀଙ୍କ ଉପରେ ଟ୍ୟାକ୍ସି ମଡ଼ାଇଦେଲେ ଡ୍ରାଇଭର

ବାରାଣସୀ, ୧୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଜଣେ ୫୦ ବର୍ଷୀୟ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଟ୍ୟାକ୍ସି ଡ୍ରାଇଭର ଉତ୍‌କ୍ଷିପ୍ତ ହୋଇ ଉକ୍ତ ଯାତ୍ରୀଙ୍କ ଉପରେ ଗାଡ଼ି ମଡାଇ ହତ୍ୟା କରିଛନ୍ତି।…

ଜଖାଉରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’

ରାଜକୋଟ, ୧୪ା୬: ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟର ଜଖାଉ ମାଛଧରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବା ଆଶା କରାଯାଉଛି। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଭୁଜ୍‌ ସହରରେ କାନ୍ଥ ପଡ଼ି…

ଦୁର୍ନୀତି ପ୍ରମାଣ ନଷ୍ଟ ପାଇଁ ନିଆଁ

ଭୋପାଳ,୧୪ା୬: ମଧ୍ୟପ୍ରଦେଶ ସରକାରଙ୍କ ଅନେକ ବିଭାଗର ଅଫିସ ଥିବା ଭୋପାଳସ୍ଥିତ ସାତପୁରା ଭବନରେ ସୋମବାର ଅପରାହ୍ନ ୪ଟାରେ ହଠାତ୍‌ ନିଅଁା ଲାଗିଥିଲା। ତୃତୀୟ ମହଲାର ଆଦିବାସୀ କଲ୍ୟାଣ ବିଭାଗରେ ଲାଗିଥିବା ନିଅଁା ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାକୁ ବ୍ୟାପିଥିଲା। ଅନେକ…

୪ ସପ୍ତାହ ଯାଏ ନିରାଶ କରିବ ମୌସୁମୀ

ଆଗାମୀ ୪ ସପ୍ତାହ ଯାଏ ଦେଶରେ ମୌସୁମୀ ପ୍ରବାହ ନୈରାଜଶ୍ୟଜନକ ରହିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଓ୍ବେଦର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ବିସ୍ତାରିତ ରେଞ୍ଜ୍‌ ପୂର୍ବାନୁମାନ ବ୍ୟବସ୍ଥା (ଇଆର୍‌ପିଏସ୍‌)…

ଝଡ଼-ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ଆମ ହାତରେ ନାହିଁ: ବିଦ୍ୟୁତ କାଟ ନେଇ ଶକ୍ତିମନ୍ତ୍ରୀଙ୍କ ମନ୍ତବ୍ୟ…

କୋଲକାତା,୧୩।୬ : ପଶ୍ଚିମବଙ୍ଗ ଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ମଙ୍ଗଳବାର କହିଛନ୍ତି ରାଜ୍ୟରେ ସମ୍ପ୍ରତି ବିଦ୍ୟୁତ କାଟ ଅଭାବ ଯୋଗୁ ନୁହେଁ ବରଂ ବଣ୍ଟନ ନେଟୱାର୍କରେ ସମସ୍ୟାକାରଣରୁ ହୋଇଛି। ଏହି ପ୍ରସଙ୍ଗରେ ସେ ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀଙ୍କୁ କଡ଼ା…

ଲିଭ୍‌ ଇନ ସମ୍ପର୍କକୁ ବିବାହ ମାନେ ନାହିଁ ଆଇନ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୩।୬ : ଲିଭ-ଇନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ କହିଛନ୍ତି ଏହାକୁ ବିବାହ ଭାବରେ ମାନ୍ୟତା ଦିଆଯାଇପାରିବ ନାହିଁ। କେରଳ ହାଇକୋର୍ଟ କହିଛନ୍ତି ଆଇନ ଏଭଳି ସମ୍ପର୍କକୁ ବିବାହ ବୋଲି ମାନେ ନାହିଁ। ଯେତେବେଳେ ଦୁଇଜଣ ବ୍ୟକ୍ତି କେବଳ ଚୁକ୍ତିନାମା ଆଧାରରେ…

ପ୍ରକାଶ ପାଇଲା ଏନଇଇଟି ପରୀକ୍ଷା ଫଳ: ପ୍ରଭଞ୍ଜନ ଜେ -ବୋରା ବରୁଣ ଚକ୍ରବର୍ତ୍ତୀ ଟପ୍ପର…

ନୂଆଦିଲ୍ଲୀ,୧୩।୬ : ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଏନଇଇଟି ୟୁଜି ୨୦୨୩ର ପରୀକ୍ଷା ଫଳ ପ୍ରକାଶ କରିଛି। ସୂଚନାନୁସାରେ, ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୯୯.୯୯ ପ୍ରତିଶତ ସହ…

ଜୁନ୍‌ ୧୮ରେ ମନ୍‌ କି ବାତ୍‌: ସୂଚନା ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଘୋଷଣା କରିଛନ୍ତି ଚଳିତ ମାସର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ଜୁନ ୧୮ ରବିବାରରେ ପ୍ରସାରିତ ହେବ। ସାଧାରଣତଃ ‘ମନ କି ବାତ’ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri