ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ, ବ୍ୟାନ୍ କରିବାକୁ ଦାବି
ନୂଆଦିଲ୍ଲୀ,୧୬।୬: ରିଲିଜ୍ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ ପ୍ରଭୁ ରାମଙ୍କୁ ଫିଲ୍ମରେ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବାକୁ…
ସାଂସଦଙ୍କର ପୁଅ ଏବଂ ପତ୍ନୀଙ୍କୁ ଅପହରଣ
ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସଆର୍ କଂଗ୍ରେସର ସାଂସଦ ଏମ.ଭି.ଭି. ସତ୍ୟନାରାୟଣଙ୍କ ପତ୍ନୀ, ପୁଅ ଏବଂ ତାଙ୍କ ଅଡିଟରଙ୍କୁ ଅପହରଣ କରାଯାଇଛି। ଗୁରୁବାର ବିଶାଖାପାଟନାରେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣର କିଛି କିଛି ଘଣ୍ଟା ମଧ୍ୟରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଛି।…
ଦଶମ ଶ୍ରେଣୀ ଛାତ୍ରଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ
ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶ ବାପାଟଲା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସେଠାରେ ଏକ ଦଶମ ଶ୍ରେଣୀର ଛାତ୍ରକୁ ପେଟ୍ରୋଲ ପକାଇ ଜିଅନ୍ତା ଜଳାଇ ଦିଆଯାଇଛି। ଯେଉଁଥିରେ ତାଙ୍କ ଶରୀରର ଅର୍ଦ୍ଦେକ ଅଂଶ ଜଳିପୋଡି ଯାଇଛି। ଆହତଙ୍କ ନାମ ଭେଙ୍କି ବୋଲି…
ଗୀତ ଲେଖିଲେ ମୋଦି
ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟା ଶସ୍ୟ ବା ମିଲେଟର ଉପକାରିତା ଓ ସାରା ବିଶ୍ୱରେ କ୍ଷୁଧା ନିବାରଣ କରିବାର କ୍ଷମତା ବିଷୟରେ କହିବାକୁ ଗ୍ରାମୀ ପୁରସ୍କାର ବିଜେତା ଓ ଭାରତୀୟ-ଆମେରିକୀୟ ଗାୟିକା ଫାଲୁଙ୍କ ସହ ମିଶି ଏକ ଗୀତ ଲେଖିଛନ୍ତି।…
ରାଜଧାନୀରେ ବଦଳିଲା ପାଣିପାଗ
ନୂଆଦିଲ୍ଲୀ,୧୬।୬: ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଝିପିଝିପି ବର୍ଷା ହୋଇଛି। ଏହି ବର୍ଷା ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଝିପିଝିପି ବର୍ଷାର ମଜା ନେଇଛନ୍ତି ଦିଲ୍ଲୀବାସୀ। ଗତ କିଛିଦିନ ହେବ ଲୋକେ ଭିଷଣ…
ଗୁଜରାଟରେ ତାଣ୍ଡବ ରଚିବା ପରେ ‘ବିପର୍ଯ୍ୟୟ’କୁ ନେଇ ରାଜସ୍ଥାନରେ ଆଲର୍ଟ
ନୂଆଦିଲ୍ଲୀ,୧୬।୬: ଗୁଜରାଟର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ପ୍ରଭାବ ଦେଖିବାକୁ ମିଳୁଛି। ପ୍ରବଳ ପବନରେ ବର୍ଷା ହେଉଛି। ବାତ୍ୟା ଯୋଗୁଁ ଅନେକ ଗଛ ଓ ଖମ୍ବ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର ସାରେ…
ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା, ସଂକୀର୍ଣ୍ଣତା ଏବଂ ପ୍ରତିଶୋଧପରାୟଣ…
ନୂଆଦିଲ୍ଲୀ,୧୬।୬ ଦିଲ୍ଲୀର ନେହେରୁ ମେମୋରିଆଲ ସଂଗ୍ରହାଳୟ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ ସଂଗ୍ରହାଳୟ ଭାବରେ ପରିଚିତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନକୁ ସଂଗ୍ରହାଳୟ ଭାବେ ଉଦ୍ଘାଟନ କରିବାର ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହାର ନାମ ବଦଳାଇ ଦେଇଛନ୍ତି।…
ତାମିଲନାଡୁର ବହିଷ୍କୃତ ଏଡିଜିପି ରାଜେଶ ଦାସ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ
ଚେନ୍ନାଇ,୧୬।୬: ତାମିଲନାଡୁର ବହିଷ୍କୃତ ଏଡିଜିପି ରାଜେଶ ଦାସ ତାଙ୍କ ସହକର୍ମୀ ମହିଳା ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏବେ ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଲୁପୁରମର ଏକ କୋର୍ଟ ତାଙ୍କ ଉପରେ ତିନି ବର୍ଷ ଜେଲ…
ହରିୟାଣାରେ ଅମିତ ଶାହାଙ୍କ ରାଲି ପାଇଁ ୧୩୦ଜଣଙ୍କୁ ନୋଟିସ ଜାରି
ଚଣ୍ଡୀଗଡ,୧୬।୬: ଜୁନ ୧୮ରେ ଏକ ଭିଭିଆଇପି ଇଭେଣ୍ଟକୁ ଦର୍ଶାଇ ହରିୟାଣାର ସିରସା ଜିଲା ପୋଲିସ ୧୩୦ଜଣଙ୍କୁ ଶାନ୍ତି ବଜାୟ ରଖିବାକୁ ନୋଟିସ ଜାରି କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ ୧୮ ରବିବାର ସିରସା ଠାରେ ଏକ ରାଲି କରିବାକୁ…
ଭୂକମ୍ପରେ ଥରିଲା ଆସାମ
ନୂଆଦିଲ୍ଲୀ, ୧୬।୬: ଆସାମର ଗୌହାଟୀରେ ଭୂମିକମ୍ପ ହୋଇଛି। ଗୌହାଟୀ ସହ ପୂର୍ବୋତ୍ତରର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବାଙ୍ଗଂଦେଶରେ ରହିଛି। ଭୂକମ୍ପ ଝଟକା ଶୁକ୍ରବାର…
ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’: ୧ ହଜାର ଗାଁରେ ବିଦ୍ୟୁତ୍ ସେବା ବନ୍ଦ
ନୂଆଦିଲ୍ଲୀ, ୧୬ା୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବପର୍ଯ୍ୟୟ’ ଗୁଜରାଟର କଚ୍ଛ ଜିଲା ଅଧୀନ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ବ୍ୟାତ୍ୟାର ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୨୫ କିଲୋମିଟରରୁ ୧୪୦ କିଲୋମିଟର ମଧ୍ୟରେ ରହିଥିବା ଜଣାପଡିଛି। ଭାରତ ପାଣିପାଗ…
ସାଇକ୍ଲୋନ ବିପର୍ଯ୍ୟୟ: ୨ଜଣଙ୍କର ମୃତ୍ୟୁ, ୯୪୦ରୁ ଅଧିକ ଗାଁ ଅନ୍ଧାରରେ ବୁଡିଛି
ଗାନ୍ଧୀନଗର,୧୬।୬: ଆରବସାଗରରେ ସୃଷ୍ଟି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ ଗୁରୁବାର ରାତିସାରା ନିଜର କରାଳ ରୂପ ଦେଖାଇଛି। ଦ୍ୱାରକା ଏବଂ ମୋର୍ବିରେ ବହୁ ସଂଖ୍ୟକ ଗଛ ଉପୁଡି ପଡିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଡ ଭାଙ୍ଗିଯିବା ଯୋଗୁ ଗୁଜରାଟରେ ୯୪୦ରୁ ଅଧିକ…
Archives


