ଜାତୀୟ

ମଣିପୁରର ବିସ୍ତାପିତ ଲୋକଙ୍କ ପାଇଁ କେନ୍ଦ୍ରରୁ ମିଳିନି କୌଣସି ସହାୟତା: ମିଜୋରାମ ଗୃହମନ୍ତ୍ରୀ

ଆଇଜଲ, ୧୦।୭: ମିଜୋରାମ ଗୃହମନ୍ତ୍ରୀ ଲାଲଚାମାଲିଆନା ସୋମବାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ହିଂସା ପ୍ରଭାବିତ ମଣିପୁରର ୧୨,୩୦୦ରୁ ଅଧିକ ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ କେନ୍ଦ୍ର ପକ୍ଷରୁ କୌଣସି ସହାୟତା ପାଇନାହାଁନ୍ତି। ନିଜ ରାଜ୍ୟରେ ଜାତିଗତ ହିଂସା…

ଶରଦ ପାୱାରଙ୍କୁ ଝଟକା: ଏବେ ଏହି ବିଧାୟକ ଅଜିତ ପାୱାର ଦଳରେ ହେଲେ ସାମିଲ

ମୁମ୍ବାଇ,୧୦।୭: ଶରଦ ପାୱାର ଦଳକୁ ଆଉ ଏକ ଝଟକା ଲାଗିଛି। ଦଳରେ ବିଭାଜନ ପରେ ଶରଦ ପାୱାରଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଏନସିପି ବିଧାୟକ ଅଜିତ ପାୱାର ଶିବିରରେ ସାମିଲ ହୋଇଛନ୍ତି। ସୋମବାର ମହାରାଷ୍ଟ୍ରର ୱାଇ ବିଧାନସଭାର ବିଧାୟକ ମରକନ୍ଦ ପାଟିଲ…

୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ପରିଚୟ ପତ୍ର ଆବଶ୍ୟକ କି ନୁହେଁ, ଜବାବ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ବିନା ପରିଚୟ ପତ୍ର ଦେଖାଇ ୨୦୦୦ ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ, ବିନା ପରିଚୟ ପତ୍ର ଦେଖାଇ ନୋଟ ବଦଳାଇବାରେ ଭ୍ରଷ୍ଟ…

ଝାଡଖଣ୍ଡରେ ବଡ଼ ନିଷ୍ପତ୍ତି ନେଇପାରେ କଂଗ୍ରେସ, ଭାଜପାର ରଣନୀତି ଫେଲ୍‌ କରିବାକୁ ପ୍ରସ୍ତୁତ କରିଛି ମାଷ୍ଟରମାଇଣ୍ଡ

ରାଞ୍ଚି,୧୦।୭: ଝାଡଖଣ୍ଡ କଂଗ୍ରେସରେ ଅଧ୍ୟକ୍ଷକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଭାଜପା ଅଧ୍ୟକ୍ଷ ହେବା ପରେ ପରିସ୍ଥିତି ଦ୍ରୁତ ଗତିରେ ବଦଳି ଯାଇଛି। କଂଗ୍ରେସ ଏବେ ରାଜ୍ୟ ଅଧ୍ୟକ୍ଷଙ୍କ ଚେହେରା ବଦଳାଇବାକୁ ଚାହୁଁଛି। କଂଗ୍ରେସ ସୂତ୍ର…

ଦିଲ୍ଲୀରେ ବନ୍ୟା ଆଶଙ୍କା ନାହିଁ:କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୦।୭: ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରବଳ ବର୍ଷା ହେତୁ ବିଭିନ୍ନ ସହର ଜଳମଗ୍ନ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୋମବାର ଅପରାହ୍ନରେ ସଚିବାଳୟରେ ଏକ ବୈଠକ ଡାକିଥିଲେ। ଏହି ବୈକରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ଉପରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ପ୍ରତାପଗଡ,୧୦।୮: ଉତ୍ତରପ୍ରଦେଶର ପ୍ରତାପଗଡର ଲୀଲାପୁରରେ ସୋମବାର ଏକ ବଡ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ୟାଙ୍କର ସହ ଅଟୋ ଧକ୍କା ହେବାରୁ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲ କଲେଜକୁ ପଠାଯାଇଛି। ଘଟଣାର…

‘ପ୍ରେମର ଦୋକାନ’ ନୁହେଁ ବରଂ ‘ଘୃଣାର ମେଗା ମଲ୍‌’ ଚଳାଉଛନ୍ତି ରାହୁଲ ଗାନ୍ଧୀ: ଜେପି ନଡ୍ଡା

ଅହମ୍ମଦାବାଦ୍‌,୧୦।୭: ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଏକ ’ପ୍ରେମ ଦୋକାନ’ ନୁହେଁ ବରଂ ‘ଘୃଣାର ମେଗା ମଲ୍‌’ ଚଳାଉଛନ୍ତି। ଏଥି ସହ ସେ ପ୍ରଧାନମନ୍ତ୍ରୀ…

ଜି-୨୦ ଅନ୍ତର୍ଜାତୀୟ ଫ୍ୟାଶନ ରନୱେରେ ଦେଶର ନେତୃତ୍ୱ ନେବେ ହିମାଚଳର ଝିଅ

ନୂଆଦିଲ୍ଲୀ,୧୦।୭: ମିସ ଆର୍ଥ ଇଣ୍ଡିଆ -୨୦୨୨ ର ବିଜେତା ବଂଶିକା ପରମାର ଲଦାଖରେ ଆୟୋଜିତ ହେବାକୁ ଥିବା ଜି -୨୦ ଅନ୍ତର୍ଜାତୀୟ ଫ୍ୟାଶନ ଇଭେଣ୍ଟରେ ଭାରତର ନେତୃତ୍ୱ ନେବେ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ…

ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ରାଷ୍ଟ୍ରୀୟ ରାଜଧାନୀରେ ସେବା ଉପରେ ନିୟନ୍ତ୍ରଣକୁ ନେଇ କେନ୍ଦ୍ରର ଅଧ୍ୟାଦେଶର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ।…

ମଣିପୁରର କଙ୍ଗପୋକପି ଅଞ୍ଚଳରେ ହିଂସାକାଣ୍ଡ: ଜଣେ ପୋଲିସ କର୍ମଚାରୀ ମୃତ, ୧୦ ଆହତ

ଇମ୍ଫାଲ,୧୦।୭: ମଣିପୁରରେ ହିଂସା ଜାରି ରହିଛି। ରବିବାର ମଣିପୁରର ପଶ୍ଚିମ କଙ୍ଗପୋକପି ଅଞ୍ଚଳରେ ରାତିସାରା ହିଂସାକାଣ୍ଡ ଘଟିବା ପରେ ସୋମବାର ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଅତି କମ୍‌ରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି,…

ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଲେ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ସୋମବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ଏପରିକି ଆବଶ୍ୟକ ହେଲେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…

ତିନି ଦିନିଆ ମାଲେସିଆ ଗସ୍ତରେ ରାଜନାଥ, ପ୍ରତିପକ୍ଷ ହସନଙ୍କୁ ଭେଟି ପ୍ରତିରକ୍ଷା ସହଯୋଗ ଉପରେ କଲେ ଚର୍ଚ୍ଚା

ନୂଆଦିଲ୍ଲୀ/କୁଆଲା ଲମ୍ପୁର,୧୦।୭: ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିବସୀୟ ମାଲେସିଆ ଗସ୍ତରେ ଅଛନ୍ତି। ସୋମବାର ରାଜନାଥ ସିଂ କୁଆଲା ଲମ୍ପୁରରେ ମାଲେସିଆର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ହସନଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପ୍ରତିରକ୍ଷା ସହଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?