ଜାତୀୟ

ବିମାନରେ ଏୟାର ଇଣ୍ଡିଆ ଅଫିସରଙ୍କୁ ଯାତ୍ରୀଙ୍କ ମାଡ଼

ନୂଆଦିଲ୍ଲୀ, ୧୬।୭: ସିଡ୍‌ନୀରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ବିଶୃଙ୍ଖଳିତ ଯାତ୍ରୀ ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୯ ତାରିଖର ଏହି ଘଟଣା ସମ୍ପର୍କରେ ବିମାନ ଚଳାଚଳ ନିୟନ୍ତ୍ରକ (ଡିଜିସିଏ)ଙ୍କୁ…

ମୋଦିଙ୍କ ଆନିମେଶନ୍‌ ଫିଲ୍ମରେ ଭାରତର ଖଣ୍ଡିତ ମାନଚିତ୍ର

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତିଆରି କରାଯାଇଥିବା ଆନିମେଶନ୍‌ ଫିଲ୍ମ ପାଇଁ ଭାଜପା ଅଡ଼ୁଆରେ ପଡ଼ିଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଅପ୍‌ଲୋଡ୍‌ କରାଯାଇଥିଲା। ଉକ୍ତ ଭିଡିଓରେ ଭାରତର ଖଣ୍ଡିତ ମାନଚିତ୍ରକୁ ଦେଖାଯିଇଥିଲା,…

ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ ଆଣ୍ଡ ସ୍କିଲ୍‌ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ…

ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ଡେରାବିଶର ଶୁଭାଶିଷ

ଡେରାବିଶ,୧୬।୭(ବେବର୍ତା ଅଜୟ ଦାସ)ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଶୁକ୍ରବାର ଭାରତର ତୃତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ୍‌-୩’ର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରୟାନ୍‌-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବ ବୋଲି ଆଶା ରହିଛି। ଏହି ପ୍ରୋଜେକ୍ଟରେ କେନ୍ଦ୍ରାପଡ଼ା ଜିଲା…

ଦେଶର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା, କେରଳରେ ସର୍ବାଧିକ: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ୪୪ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। କେରଳରେ ସର୍ବାଧିକ ୭୦ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ନିଜ ବିରୋଧରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି। ଆସୋସିଏଶନ ଫର…

ପ୍ରତିଷେଧକ ବନ୍ଦୋବସ୍ତ ଆଇନର ପ୍ରକ୍ରିୟାଗତ ଆବଶ୍ୟକତାକୁ କଡାକଡି ପାଳନ କରାଯିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୭ : ପ୍ରତିଷେଧକ ବନ୍ଦୋବସ୍ତ ଆଇନ ସମ୍ବନ୍ଧୀୟ ମାମଲାଗୁଡ଼ିକରେ ପ୍ରକ୍ରିୟାଗତ ଆବଶ୍ୟକତାକୁ କଡାକଡି ପାଳନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି ପ୍ରତିଷେଧକ ବନ୍ଦୋବସ୍ତ ଆଇନଗୁଡିକ ନିଶ୍ଚିତ ଭାବରେ କଠୋର ଅଟେ। ଏହା ଜଣେ ବ୍ୟକ୍ତିଙ୍କୁ ବିନା…

ୟୁସିସି ଏକ ରାଜନୈତିକ ଅସ୍ତ୍ର, ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବ୍ୟବହାର କରୁଛି ଭାଜପା: ସୀତାରାମ ୟେଚୁରୀ…

କୋଝିକୋଡେ,୧୫।୭ : ସମ୍ପ୍ରତି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଷୟରେ ଆଲୋଚନା ଚାଲିଛି। ଏହି ସମୟରେ, ଆଇନ ଆୟୋଗ ଜୁଲାଇ ୧୪ ରୁ ଜୁଲାଇ ୨୮ ପର୍ଯ୍ୟନ୍ତ ପରାମର୍ଶ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ଏଥି ସହିତ ଆଇନ କାର୍ଯ୍ୟକାରୀ…

ଦିଲ୍ଲୀ ବନ୍ୟା: ଭାଜପା-ଏଏପି ମୁହାଁମୁହିଁ…

ନୂଆଦିଲ୍ଲୀ,୧୫।୭ : ଯମୁନାି ନଦୀର ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକରେ ରହିଛି। ରାଜଧାନୀ ଦିଲ୍ଲୀ ରାସ୍ତାରେ ଜଳ ଦୃଶ୍ୟମାନ ହେଉଛି। ଦିଲ୍ଲୀ ବର୍ତ୍ତମାନ ବନ୍ୟା ପରିସ୍ଥିତି ଦେଇ ଗତି କରୁଛି। ଏସବୁ ମଧ୍ୟରେ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ…

ଯଦି ସବୁ କିଛି ସ୍ବାଭାବିକ ଅଛି, କାହିଁକି କରାଯାଉନି ନିର୍ବାଚନ: ଓମାର ଅବଦୁଲା…

ଶ୍ରୀନଗର,୧୫।୭ : ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଓମାର ଅବଦୁଲା ଶନିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ରୋକ ଲାଗି ପାରିନି। ଏନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଭାଜପା ମିଛରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହୋଇଛି ବୋଲି ଅପପ୍ରଚାର…

ସୋନିଆଙ୍କ ରାତ୍ରଭୋଜିରେ ଯୋଗ ଦେବେନି ମମତା, ବିରୋଧୀଙ୍କ ବୈଠକରେ ହେବେ ସାମିଲ…

କୋଲକାତା,୧୫।୭ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଙ୍ଗାଲୁରୁରେ ଜୁଲାଇ ୧୭ରେ ସୋନିଆ ଗାନ୍ଧୀ ଦେଉଥିବା ରାତ୍ରଭୋଜିରେ ଯୋଗ ଦେବେନି। କାରଣ ତାଙ୍କୁ ସର୍ଜରୀ ପରବର୍ତ୍ତୀ ପ୍ରୋଟୋକଲ ମାନିବାକୁ ପଡ଼ିବ। ତେବେ ସେ ଜୁଲାଇ ୧୮ରେ ହେବାକୁଥିବା ବିରୋଧୀ ଦଳଙ୍କ ଏକଜୁଟ…

ଏନସିପି ମନ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛି ଭାଜପା: ରୋହିତ ପାଓ୍ବାର…

ମୁମ୍ବାଇ,୧୫।୭ : ମହାରାଷ୍ଟ୍ରରେ ସମ୍ପ୍ରତି ଆରୋପ ପ୍ରତ୍ୟାରୋପର ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏଥିରେ ଅଜିତ ପାଓ୍ବାରଙ୍କ ସମର୍ଥକଙ୍କୁ ସ୍ଥାନ ମିଳିଛି। ଏନେଇ ଶରଦ ପାଓ୍ବାରଙ୍କ ନାତି ରୋହିତ ପାଓ୍ବାର ଭାଜପାକୁ ଟାର୍ଗେଟ କରିଛନ୍ତି।…

ମୋଦି ସରନେମ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ…

ନୂଆଦିଲ୍ଲୀ,୧୫।୭ : ମୋଦି ସରନେମ୍‌ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ୨ ବର୍ଷ ଦଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ନେତା ଶନିବାର ସର୍ବୋଚ୍ଚ କୋର୍ଟରେ ଆବେଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?