ଜାତୀୟ

ବଢୁଛି ଏନଡିଏର ଶକ୍ତି, ଦକ୍ଷିଣରେ ବି ହେବ ମଜଭୁତ, ବୈଠକରେ ଯୋଗ ଦେବ ଏହି ପାର୍ଟି

ନୂଆଦିଲ୍ଲୀ/ଅମରାବତି,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜୁଲାଇ ୧୮ରେ ଏନଡିଏର ବୈଠକ ହେବାକୁ ଯାଉଛି। ଅମରାବତୀ ଜନସେବା ମୁଖ୍ୟ ପଓ୍ବନ କଲ୍ୟାଣ ବି ଏନଡିଏ ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଯୋଗ…

ଏନଡିଏକୁ ୨୫ ବର୍ଷ: ଜୁଲାଇ ୧୮ରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ! ୧୯ ପାର୍ଟିଙ୍କୁ କରାଗଲାଣି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୬।୭: ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ ବା ନାଶନାଲ ଡେମୋକ୍ରାଟିକ ଆଲାଏନ୍ସ(ଏନଡିଏ)କୁ ୨୫ ବର୍ଷ ପୂରଣ ହେବା ଅବସରରେ ଏହାର ସିଲଭର ଜୁବଲି ପାଳନ ହେବାକୁ ଯାଉଛି। ଏହାକୁ ନେଇ ୧୮ ଜୁଲାଇରେ ରାଜଧାନୀ ଦିଲ୍ଲୀରେ ମେଣ୍ଟରେ ଥିବା ଦଳମାନଙ୍କର ଏକ ବଡ…

ରାହୁଲ ଗାନ୍ଧୀଙ୍କ ନୂଆ ଷ୍ଟାଇଲ

ନୂଆଦିଲ୍ଲୀ,୧୬।୭: କ୍ଷେତରେ ଟ୍ରାକ୍ଟର ଚଲାଇବା, କୃଷକଙ୍କ ସହ କଥା ହେବା ଓ ସେମାନଙ୍କ ଘରେ ଖାଇବା ଭଳି ରାହୁଲ ଗାନ୍ଧୀଙ୍କର କିଛି ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେ ତାଙ୍କ ଟୁଇଟରରେ ଯେଉଁ ଭିଡିଓ ଶେୟାର କରିଛନ୍ତି ତାହା ହରିୟାଣାର…

ସମ୍ପ୍ରଦାୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି ଭାଜପା: ଏଆଇୟୁଡିଏଫ ବିଧାୟକ…

ଗୁଆହାଟୀ,୧୬।୭ : ମହଙ୍ଗା ପନିପରିବା ବିଷୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କ ବିବୃତ୍ତି ନେଇ ଏଆଇୟୁଡିଏଫ ବିଧାୟକ କହିଛନ୍ତି ସମ୍ପ୍ରଦାୟଙ୍କ ମଧ୍ୟରେ ଭାଜପା ମତଭେଦ ସୃଷ୍ଟି କରୁଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ପନିପରିବା ମୂଲ୍ୟରେ ବୃଦ୍ଧି ପାଇଁ ମିୟା ସମ୍ପ୍ରଦାୟର…

ମୁସଲମାନ ବ୍ୟକ୍ତିଗତ ଆଇନ ମହିଳାମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରୁଛି, ୟୁସିସି ହ୍ରାସ କରିବ ଅସମାନତା: ଏନସିଡବ୍ଲୁ..

ନୂଆଦିଲ୍ଲୀ,୧୬।୭ : ମୁସଲିମ ବ୍ୟକ୍ତିଗତ ଆଇନର ବର୍ତ୍ତମାନର ଅଣ-ସଂହିତାବଦ୍ଧ ପ୍ରକୃତିର ଭୁଲ ବ୍ୟାଖ୍ୟା କରିଛି ବୋଲି ଜାତୀୟ ମହିଳା ଆୟୋଗ କହିଛନ୍ତି। ଏହି କାରଣରୁ ମୁସଲମାନ ମହିଳାମାନେ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏନସିଡବ୍ଲୁ ମୁସଲିମ ମହିଳାଙ୍କ ଅଧିକାର ଉପରେ ଏକ ଆଲୋଚନା…

୪୪% ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୬।୭ (ପି.ଟି.) : ଭାରତର ରାଜ୍ୟ ବିଧାନସଭାଗୁଡ଼ିକରେ ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ନିକଟରେ କରାଯାଇଥିବା ଏକ ରିପୋର୍ଟରେର ଏହା ପ୍ରକାଶ କରାଯାଇଛି। ଦେଶବ୍ୟାପୀ ରାଜ୍ୟ ଓ କେନ୍ଦ୍ରଶାସିତ…

ପୁଣି ଥରେ ଏନ୍‌ଡିଏରେ ସାମିଲ ହେଲେ ଓମ୍‌ ପ୍ରକାଶ ରାଜଭର

ନୂଆଦିଲ୍ଲୀ,୧୬।୭: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା। ଉତ୍ତରପ୍ରଦେଶରେ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ମୁଖ୍ୟ ଓମ୍‌ ପ୍ରକାଶ ରାଜଭର ପୁଣିଥରେ ନ୍ୟାଶନାଲ ଡେମୋକ୍ରିଟିକ୍‌ ଆଲାଏନ୍ସ(ଏନ୍‌ଡିଏ)ରେ ସାମିଲ ହୋଇଛନ୍ତି। ସେ ଦିଲ୍ଲୀରେ କେନ୍ଦ୍ର…

ଜେଲରୁ ପ୍ରେମ: ବିବାହ ପାଇଁ ଉଭୟଙ୍କୁ ପାରୋଲ

କୋଲକାତା,୧୬।୭: ଜେଲର ଚାରିକାନ୍ଥରୁ ପ୍ରେମ। ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ଜେଲରୁ ଅବଦୁଲ ହାସିମ ଏବଂ ଶାହନାରା ଖାତୁନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅବଦୁଲ ଆସାମର ଏବଂ ଶାହନାରାଙ୍କ ଘର ପଶ୍ଚିମ ବଙ୍ଗରେ। ଦୁଇଜଣଯାକ ଦୁଇଟି ହତ୍ୟାକାଣ୍ଡରେ ଦୋଷୀ ପ୍ରମାଣିତ…

୫ ଟମାଟୋ ଚୋରି କରି ଫସିଲେ ମହିଳା; ଥାନାକୁ ଯାଇ ଗଣିଲେ ୭୦୦ ଟଙ୍କା ନଗଦ…

ନୂଆଦିଲ୍ଲୀ,୧୬।୭: ଟମାଟୋ ଦରବୃଦ୍ଧି ଏବେ ଖାଉଟିଙ୍କ ଲାଗି ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। ଦିଲ୍ଲୀର ନଜଫଗଡ଼ ଅଞ୍ଚଳରୁ ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏକ ପରିବା ଦୋକାନରୁ ୪ରୁ ୫ ଟମାଟୋ…

ଆଜମ ଖାନ୍‌ଙ୍କୁ ୨ ବର୍ଷ ଜେଲ

ବରେଲି, ୧୬।୭: ୨୦୧୯ର ଘୃଣା ଭାଷଣ ମାମଲାରେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ଶନିବାର ଉତ୍ତରପ୍ରଦେଶ ରାମପୁରର ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌…

କମୁଛି ଯମୁନା ଜଳସ୍ତର, ଦିଲ୍ଲୀରେ ପୁଣି ବର୍ଷା

ନୂଆଦିଲ୍ଲୀ/ଗାଜିଆବାଦ,୧୬।୭: ଯମୁନା ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାବେଳେ ରାଜଧାନୀ ଦିଲ୍ଲୀରେ ଶନିବାର ପୁଣି ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ମୁତାବକ ଆଗାମୀ ଦିନରେ ସହରରେ ବର୍ଷା ଲାଗିରହିବ। ଯମୁନା ଉଛୁଳିବା ଯୋଗୁ ଦିଲ୍ଲୀର ପ୍ରମୁଖ ସ୍ଥାନରେ ପ୍ରବେଶ…

ଚିତା ମୃତ୍ୟୁର କାରଣ ରେଡିଓ କଲାର

ଶେଓପୁର, ୧୬।୭: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସପ୍ତାହେ ମଧ୍ୟରେ ୨ ଚିତାଙ୍କ ମୃତ୍ୟୁ ସେପ୍ଟିସେମିଆ (ବ୍ୟାକ୍ଟେରିଆ ଯୋଗୁ ରକ୍ତ ବିଷାକ୍ତ ହେବା) କାରଣରୁ ହୋଇଛି। ସେମାନଙ୍କ ବେକରେ ଲଗାଯାଇଥିବା ରେଡିଓ କଲାର ଯୋଗୁ ବର୍ଷାଦିନେ ସେପ୍ଟିସେମିଆ ହୋଇଥିବା ଜଣେ ବିଶେଷଜ୍ଞ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?