ଅଜିତଙ୍କ ମୁଖ୍ୟମନ୍ତ୍ରୀ ସ୍ବପ୍ନ ପଡିପାରେ ଫିକା, ସିନ୍ଦେ ଦେବେନି ଇସ୍ତଫା!
ମୁମ୍ବାଇ,୬।୭: ମହାରାଷ୍ଟ୍ର ରାଜନୀତିରେ ଏନସିପି ଗୋଷ୍ଠୀର ଡବଲ ଡ୍ରାମା ଦେଖିବାକୁ ମିଳିଛି। ଗତ କାଲି ପର୍ଯ୍ୟନ୍ତ ଦୁଇ ଦଳ ନିଜ ସଂଖ୍ୟା ଗରିଷ୍ଠତାକୁ ନେଇ ଗଣମାଧ୍ୟମରେ ସଫେଇ ଦେଉଥିବାବେଳେ ଅଜିତ ପାଓ୍ବାର ସଂଖ୍ୟାଖେଳରେ ବାଜିମାତ କରିଛନ୍ତି। ବୁଧବାର ଅଜିତ ବୈଠକ ଡକାଇ…
ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲା ଏନସିପି ଲଢେଇ, ରାଜଧାନୀରେ ପହଞ୍ଚିଲେ ଶରଦ ପାଓ୍ବାର, ଝିଅ ସୁପ୍ରିୟା
ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି(ଏନସିପି)ରୁ ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଆରମ୍ଭ ହୋଇଛି। ଇତି ମଧ୍ୟରେ ଶରଦ ପାଓ୍ବାର ଦିଲ୍ଲୀରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ଦେଖିବାକୁ ପ୍ରସ୍ତୁତ ହେଲେଣି। ବୈଠକରେ ସାରା ଦେଶର…
ଜାନୁୟାରୀ ୨୬ ସୁଦ୍ଧା ୪୨ ପ୍ରକଳ୍ପ, ପ୍ରତି ପରିଯୋଜନା ପାଇଁ ବ୍ୟୟ ଅଟକଳ ୫ ହଜାର କୋଟି…
ନୂଆଦିଲ୍ଲୀ,୬।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଆସନ୍ତା ୨୦୨୪ ବର୍ଷ ଜାନୁୟାରୀ ୨୬ ସୁଦ୍ଧା ଦେଶରେ ୪୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେବେ। ପ୍ରତି ପରିଯୋଜନାର ଖର୍ଚ୍ଚ ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ଟକଳ ପ୍ରସ୍ତୁତ କରାଯାଇଛି। ସୂତ୍ର…
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ…
ଭୋପାଳ,୬।୭ : ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପ୍ରସଙ୍ଗରେ ରାଜ୍ୟର ରାଜନୈତିକ କାର୍ଯ୍ୟକଳାପ ଚରମ ସୀମାରେ ରହିଛି। ପ୍ରମୁଖ ରାଜନୈତିକ ଦଳର ନେତାମାନେ ସକ୍ରିୟ ହୋଇଛନ୍ତି। ନିର୍ବାଚନ ଯାତ୍ରା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଶୀର୍ଷ…
୨.୫ ଲକ୍ଷ ଟଙ୍କାର ଟମାଟୋ ଚୋରି
ବେଙ୍ଗାଲୁରୁ,୬।୭: ଦେଶରେ ଏବେ ଦରଦାମ ହୁହୁ ହୋଇ ବଢିବାରେ ଲାଗିଛି। ପରିବାଠାରୁ ଆରମ୍ଭ କରି ଡାଲି ଚାଉଳ ପର୍ଯ୍ୟନ୍ତ ସବୁର ଦାମ ବଢିବାରେ ଲାଗିଛି। ଏବେ ସବୁଠାରୁ ଅଧିକ ଦାମ ହୋଇଛି ଟମାଟୋର। ସାରା ଦେଶରେ ଟମାଟୋ କିଲୋ ପ୍ରତି ଦାମ…
ପରିସ୍ରା ମାମଲା ପୀଡ଼ିତଙ୍କୁ ଘରକୁ ଡାକି ପାଦ ଧୋଇଲେ ଶିବରାଜ…
ଭୋପାଳ,୬।୭ : ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ଜଣେ ଆଦିବାସୀଙ୍କୁ ନିର୍ଯାତନା ଦେଇ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶର ରାଜନୀତି ତୀବ୍ର ହୋଇଛି। ପରିସ୍ରାର ଶିକାର ହୋଇଥିବା ଆଦିବାସୀମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…
ଟ୍ରାନ୍ସଫର-ପୋଷ୍ଟିଂ ମାମଲା, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆବେଦନ ଉପରେ ସୋମବାର ହେବ ଶୁଣାଣି
ନୂଆଦିଲ୍ଲୀ,୬।୭: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବ। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଶୀଘ୍ର ଶୁଣାଣି ହୋଇଥିବା…
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆଜି ଆସିବେ ଭାରତ, ଏନଏସଏ ଅଜିତ ଡୋଭାଲଙ୍କ ସହ ହେବ ସାକ୍ଷାତକାର
ନୂଆଦିଲ୍ଲୀ/ପ୍ୟାରିସ,୬।୭: ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ କୁଟନିତିକ ପରାମର୍ଶଦାତା ଇମ୍ୟାନୁଏଲ ବୋନେ ଗୁରୁବାର ଅର୍ଥାତ୍ ଜୁଲାଇ ୬ରେ ଏକ ଦିବସୀୟ ଭାରତ ଯାତ୍ରାରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇମ୍ୟାନୁଏଲ ବୋନେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ…
ପ୍ରଥମ ଥର ଭାରତ ବାହାରେ ଖୋଲିବ ଆଇଆଇଟି କ୍ୟାମ୍ପସ
ନୂଆଦିଲ୍ଲୀ,୬।୭: ତାଞ୍ଜାନିଆର ଜାନଜିବରରେ ଆଇଆଇଟି କଲେଜ ଆରମ୍ଭ ହେବାକୁ ଯାଉଛି। ଏହା ଭାରତ ବାହାରେ ଖୋଲିଥିବା ପ୍ରଥମ ଆଇଆଇଟି କ୍ୟାମ୍ପସ ହେବ। ବୁଧବାର ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ତାଞ୍ଜାନିଆର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି।…
ଜଳବାୟୁ ପରିବର୍ତ୍ତନର ପ୍ରସଙ୍ଗ ଦଳୀୟ ଘୋଷଣା ପତ୍ରରେ ହେବା କେତେ ଜରୁରୀ
ନୂଆଦିଲ୍ଲୀ,୬।୭: ଜି-୨୦ ଅଧ୍ୟକ୍ଷତାରେ ଭାରତ ଜଳବାୟୁ ପରିବର୍ତ୍ତନର ପ୍ରସଙ୍ଗ ଉଠାଇଛି। ଏହା ବ୍ୟତୀତ ଜି-୨୦ ଏଜେଣ୍ଡାରେ ଜଳବାୟୁ ପରିବର୍ତ୍ତନ ଓ ଏହାଠାରୁ ଦୂରେଇ ରହିବାକୁ ଏବେ ପର୍ଯ୍ୟନ୍ତ କୌଣସି ବିଶେଷ ଆକର୍ଷଣ ଦେଖିବାକୁ ମିଳିନାହିଁ। ବୈଜ୍ଞାନିକଙ୍କ ଚେତାବନୀ ଓ ମିଳିତ ଜାତିସଂଘର…
ଦିଲ୍ଲୀରେ ଲାଗିଲା ଅଜିତ ପାଓ୍ବାରଙ୍କ ବିରୋଧରେ ‘କଟପ୍ପା’ ବାଲା ପୋଷ୍ଟର, ଶରଦ ପାଓ୍ବାର ‘ବାହୁବଳୀ’
ନୂଆଦିଲ୍ଲୀ,୬।୭: ଏନସିପି ଭର୍ସେସ ଏନସିପି ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି। କିଛି ସମୟ ପରେ ଶରଦ ପାଓ୍ବାର ମହାରାଷ୍ଟ୍ରରୁ ଯାଇ ଦିଲ୍ଲୀ ପହଞ୍ଚିଯିବେ।ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଶରଦ ପାୱାର ଯୋଗଦେବେ। ଅଜିତ ପାୱାରଙ୍କ ଦଳରେ…
ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି
ନୂଆଦିଲ୍ଲୀ,୬।୭: ଦେଶରେ ହତ୍ୟା ଭଳି ସଙ୍ଗିନ ଅପରାଧ ସହ ଜଡିତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ବିରୋଧରେ ଏଜେନ୍ସି ଆକ୍ସନ ନେବାରେ ଲାଗିଛି। ଏବେ ଇଣ୍ଟରପୋଲ ଲରେନ୍ସ ବିଶ୍ନୋଇ ଗ୍ୟାଙ୍କର ୨ ସହଯୋଗୀଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି ହୋଇଛିି, ଯେଉଁମାନେ…
Archives


