ନୂଆ ସଂସଦ ଭବନର ପ୍ରଶଂସା କଲେ ଅଜିତ ପାଓ୍ବାର, କହିଲେ ଦେଶକୁ ଏହାର ଆବଶ୍ୟକତା ଥିଲା
ପୁଣେ,୩୦।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଅଜିତ ପାଓ୍ବାର ସୋମବାର ନୂଆ ସଂସଦ ଭବନ ଉଦଘାଟନର ପ୍ରଶଂସା କରିଛନ୍ତି। ସମସ୍ତ ଏମପି ଏକାଠି ହୋଇ ସାଧାରଣ ଜନତାଙ୍କ ପାଇଁ କାମ କରିବା ଓ ସେମାନଙ୍କ ସମସ୍ତ ପ୍ରସଙ୍ଗକୁ ବିଚାର କରିବାକୁ ଅଜିତ…
ଝାଡଖଣ୍ଡରେ କଂଗ୍ରେସ ନେତାଙ୍କ ୧୨ ସ୍ଥାନରେ ଇଡି ଚଢାଉ
ରାଞ୍ଚି,୩୦।୫: ଝାଡଖଣ୍ଡରେ ଇଡି ଆଜି ବଡ଼ ପଦକ୍ଷେପ ନେଇଛି। ମଙ୍ଗଳବାର କଂଗ୍ରେସ ନେତା ପ୍ରଦୀପ ଯାଦବ ଏବଂ ତାଙ୍କ ସହଯୋଗୀ ରହୁଥିବା ୧୨ଟି ସ୍ଥାନ ଇଡି ଚଢାଉ କରିଛି। ରାଞ୍ଚିର ଚାରୋଟି ସ୍ଥାନରେ ଏବଂ ଦେଓଘରର ଆଠଟି ସ୍ଥାନରେ ଇଡି ଏହି…
ହରିୟାଣାରେ ଏଏପିର ତିରଙ୍ଗା ଯାତ୍ରାରେ ସାମିଲ ହେବେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୩୦।୫: ଆସନ୍ତା ବର୍ଷ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦଳର ଅଭିଯାନ ପକ୍ଷରୁ ଆସନ୍ତା…
ସିସୋଡିଆଙ୍କୁ ମିଳିବ କି ଜାମିନ? ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆ ଜାମିନ ପାଇବେ କି ନାହିଁ ତାହା ଆଜି ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ନେବେ। ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଡିଆଙ୍କ ଜାମିନ ଉପରେ ମଙ୍ଗଳବାର ରାୟ…
ମୋଦିଙ୍କ ୯ ବର୍ଷ ଶାସନରେ ଗରିବଙ୍କ ଉନ୍ନତି ଘଟିନି
ନୂଆଦିଲ୍ଲୀ, ୨୯।୫: ମୋଦି ସରକାର ଗତ ସପ୍ତାହରେ ୯ ବର୍ଷ ପୂରଣ କରିଛି। ଏହି ସମୟରେ ଦେଶରେ ମୁଦ୍ରାସ୍ଫୀତି ଜରିଆରେ ସରକାର ଲୋକଙ୍କ ଆୟକୁ ଲୁଟି ନେଇଛନ୍ତି। କିନ୍ତୁ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଛି ବୋଲି ସରକାର ଗର୍ବର ସହ ଦାବି…
ଉଦ୍ଧବ ଠାକରେ ଦଳର ବଡ ଦାବି, ଶିନ୍ଦେଙ୍କ ଶିବସେନା ଛାଡିବାକୁ ଚାହୁଁଛନ୍ତି ୨୨ ବିଧାୟକ, ୯ ଏମପି
ମୁମ୍ବାଇ,୩୦।୫: ଏବେବି ମହାରାଷ୍ଟ୍ର ରାଜନୀତି ରହିଛି ବେଶ ସରଗରମ। ଉଦ୍ଧବ ଶିବସେନା ଏମପି ବିନାୟକ ରାଉତ ଏକ ବଡ଼ ଦାବି କରିଛନ୍ତି। ସୋମବାର ସେ କହିଛନ୍ତି ଯେ ୨୨ ଜଣ ବିଧାୟକ ଏବଂ ଶିନ୍ଦେ ଶିବସେନାର ୯ ଜଣ ଏମପି ଦଳ…
ଜମ୍ମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବୈଷ୍ଣୋଦେବୀ ଯାଉଥିବା ବସ, ୭ ମୃତ
ଜମ୍ମୁ,୩୦।୫: ଜମ୍ମୁରେ ଏକ ବଡ ଧରଣର ଦୁର୍ଘଟଣା ହୋଇଛି, ଯେଇଁଥିରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଝଜ୍ଜର କୋଟଲି ଅଞ୍ଚଳରେ ଘଟିଛି। ଏକ ଯାତ୍ରୀବାହି ବସ ଅମୃତସରରୁ କଟରା ଯାଇଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇକୁ…
ଶ୍ରୀହରିକୋଟାରେ ଚନ୍ଦ୍ରୟାନ-୩
ନୂଆଦିଲ୍ଲୀ, ୩୦।୫ (ପି.ଟି.): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରକୁ ଚନ୍ଦ୍ରୟାନ-୩ ପଠାଇବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିସାରିଛି। ସୋମବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରଠାରେ ଉପଗ୍ରହ ଆସି ପହଞ୍ଚତ୍ଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି…
ରୋଲ୍ସ ରୟସ୍, ଅସ୍ତ୍ର ଡିଲରଙ୍କ ବିରୋଧରେ ସିବିଆଇ ମାମଲା
ନୂଆଦିଲ୍ଲୀ, ୩୦ା୫: ଭାରତୀୟ ବାୟୁସେନା ଓ ନୌସେନା ପାଇଁ ହଓ୍ବକ୍ ୧୧୫ ଅତ୍ୟାଧୁନିକ ଜେଟ୍ ଟ୍ରେନର ବିମାନ କିଣାରେ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଟିଶ ଏରୋସ୍ପେସ୍ ଓ ପ୍ରତିରକ୍ଷା କମ୍ପାନୀ ରୋଲ୍ସ ରୟସ୍ ପିଏଲ୍ସି , ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଅସ୍ତ୍ର…
ଜଳ ସୁରକ୍ଷା ପ୍ରତି ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ବିପଦ
ନୂଆଦିଲ୍ଲୀ, ୩୦ା୫(ପି.ଟି.): ଭାରତର ଜଳସୁରକ୍ଷା ପ୍ରତି ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ଗମ୍ଭୀର ବିପଦ ଆଣିଛି। ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆ ନ ଗଲେ ଜଳ ସଙ୍କଟ ବଢ଼ିବା ସହ ଏହାର ସାମାଜିକ, ଅର୍ଥନୈତିକ ଓ ପରିବେଶଗତ…
ସିଭିସି ଭାବେ ଶପଥ ନେଲେ ପ୍ରବୀଣ କୁମାର
ନୂଆଦିଲ୍ଲୀ, ୩୦।୫(ପି.ଟି.): ଭିଜିଲାନ୍ସ କମିଶନର ଥିବା ପ୍ରବୀଣ କୁମାର ଶ୍ରୀବାସ୍ତବ ସୋମବାର ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ। ସିଭିସି ଭାବେ ସୁରେଶ ଏନ୍…
ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାହା
ନୂଆଦିଲ୍ଲୀ/ଇମ୍ଫାଲ, ୩୦ା୫: ହିଂସା ପ୍ରଭାବିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସୋମବାର ପହଞ୍ଚତ୍ଛନ୍ତି। ତାଙ୍କର ଏହି ୪ ଦିନିଆ ଗସ୍ତ ଅବସରରେ ସେ ବିଭିନ୍ନ ନେତା, ପଦାଧିକାରୀଙ୍କୁ ଭେଟି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ। ଏଥିସହିତ…
Archives


