ଜାତୀୟ

ବ୍ରିଜ୍‌ଭୂଷଣଙ୍କ ବିରୋଧରେ ସମନ ଜାରି କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ,୭।୭: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯ୍ୟାତନା ମାମଲାରେ ଦିଲ୍ଲୀ କୋର୍ଟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂ ଏବଂ ବିନୋଦ ତୋମାରଙ୍କୁ ଡକାଇଛନ୍ତି। ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ନାବାଳିକା କୁସ୍ତି…

‘ବେଶିଦିନ ତିଷ୍ଠିବ ନାହିଁ ଅହଂକାରୀ ଶାସକଙ୍କ ମିଛ’, କୋର୍ଟଙ୍କ ନିଷ୍ପତ୍ତି ପରେ ଏମିତି କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୭: ମୋଦି ସରନେମ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ସେ ଏକ କବିତା ଲେଖି ଟୁଇଟ କରିଛନ୍ତି। ଏଥିରେ ସେ ଭାଇ ରାହୁଲ ଗାନ୍ଧୀଙ୍କୁ ଉତ୍ସାହିତ କରିବା ସହ କେନ୍ଦ୍ରର…

ତ୍ରିପୁରା ବିଧାନସଭାରେ ହଙ୍ଗାମା, କାର୍ଯ୍ୟରେ ବାଧା ଉପୁଜାଇବାରୁ ୫ ବିଧାୟକ ନିଲମ୍ବିତ

ଅଗରତାଲା,୭।୭: ତ୍ରିପୁରା ବିଧାନସଭାରେ ୫ ବିଧାୟକଙ୍କୁ କାର୍ଯ୍ୟରେ ବାଧା ଉପୁଜାଇବାରୁ ନିଲମ୍ବିତ କରାଯାଇଛି। ସ୍ପିକର ବିଶ୍ୱାବଂଧ ସେନ ସିପିଆଇ(ଏମ) ବିଧାୟକ ନୟନ ସରକାର, କଂଗ୍ରେସର ସୁଦିପ ରାୟ ବର୍ମନ ଓ ତିନ ଟିପରା ମୋଥା ବିଧାୟକଙ୍କୁ ବିଧାନସଭା କାର୍ଯ୍ୟରେ ବାଧା ଉପୁଜାଇବା…

ମାକଡୋନାଲ୍ଡର ବଡ଼ ନିଷ୍ପତ୍ତି: ମେନୁରେ ସାମିଲ ହେବନାହିଁ ଟମାଟୋ

ନୂଆଦିଲ୍ଲୀ, ୭।୭: ମାକଡୋନାଲ୍ଡସ ଇଣ୍ଡିଆ ଏକ ବଡ ଘୋଷଣା କରିଛି। ମାକଡୋନାଲ୍ଡ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ)ରେ ଏହାର ଫୁଡ୍‌ ପ୍ରଡକ୍ଟସ୍‌ ତାଲିକାରୁ ଟମାଟୋକୁ ହଟାଇବାକୁ ନିଷ୍ପତ୍ତି ନେଇଛି। କ୍ରୟ ଅସୁବିଧା ହେତୁ କମ୍ପାନୀ ମେନୁରୁ ଅସ୍ଥାୟୀ ଭାବରେ ଟମାଟୋ ହଟାଇବାକୁ…

ଉଦ୍ଧବଙ୍କୁ ଝଟକା: ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ହେବେ ସାମିଲ

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଉଦ୍ଧବ ଠାକରେକୁ ବଡ଼ ଝଟକା ଲାଗିଛି। ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ସାମିଲ ହେବେ। କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି।…

ହାଓଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଭୟଙ୍କର ନିଆଁ

ହାଇଦ୍ରାବାଦ,୭।୭: ଫାଲକନୁମା ଏକ୍ସପ୍ରେସରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଟ୍ରେନର ୩ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଖବର ପାଇ ୮ଟି ଦମକଳ ବାହିନୀ ଘଟଣାଣ୍‌ସ୍ଥଳରେ…

ଚାନ୍ଦିକୁ ପଛରେ ପକାଇଲା କଶ୍ମୀର କେଶରର ଦାମ

ନୂଆଦିଲ୍ଲୀ,୭।୭: କଶ୍ମୀର କେଶରର ଦାମ ବୃଦ୍ଧି ହେବା ଫଳରେ ଏଠାକାର କୃଷକଙ୍କ ମୁହଁରେ ହସ ଖେଳି ଯାଇଛି। ଏବେ କଶ୍ମୀର କେଶରର ଦାମ ୨-୩ ଲକ୍ଷ ନୁହେଁ ଏହା ଉପରକୁ ଚାଲି ଯାଇଛି। ଏବେ ଏହାର ଦାମ ୩.୨୫ ଲକ୍ଷ ପ୍ରତି…

ରଦ୍ଦ ହେବନି ସିନ୍ଧିଆଙ୍କ ରାଜ୍ୟ ସଭା ସଦ୍ୟସତା ପଦ! ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୭: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସିଦ୍ଧିଆଙ୍କ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ରରେ ତଥ୍ୟ ଲୁଚାଇଥିବା…

ନାମ୍ବୁଥିରିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି ଲେଖିଛନ୍ତି, ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରି ତାଙ୍କ ଆଇକନିକ ଆର୍ଟଓ୍ବାର୍କ ପାଇଁ ସବୁବେଳେ ମନେ ରହିବେ। ତାଙ୍କର…

୨୫୦ ଟଙ୍କାରେ ପହଞ୍ଚିଲା ଟମାଟର

ନୂଆଦିଲ୍ଲୀ,୭।୭: ସମଗ୍ର ଦେଶରେ ଟମାଟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଟମାଟର ବର୍ତ୍ତମାନ ଉତ୍ତରଖଣ୍ଡର ଗଙ୍ଗୋତ୍ରି ଧାମରେ କିଲୋ ପିଛା ୨୫୦ ଟଙ୍କା ଏବଂ ଉତ୍ତରକାଷୀ ଜିଲାରେ କିଲୋ ପିଛା ୧୮୦ ରୁ ୨୦୦ ଟଙ୍କା ବିକ୍ରି ହେଉଛି। ଟମାଟର…

ରାହୁଲଙ୍କ ଆବେଦନ ଖାରଜ ପରେ କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୭।୭: ମାନହାନି ମାମଲାକୁ ନେଇ ଗୁଜରାଟ ହାଇକୋର୍ଟ ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ରାହୁଲଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଦିଲ୍ଲୀ ଭାଜପାରାଜ୍ୟ ମୁଖପାତ୍ର…

ସୁପ୍ରିମକୋର୍ଟ ଯାଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୭: ମୋଦି ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ବତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଜଣାପଡିଛି। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri