ଜାତୀୟ

ସ୍ତ୍ରୀଙ୍କୁ ହତ୍ୟା ପରେ ଏସିପିଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ

ପୁଣେ,୪।୭: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫୭ ବର୍ଷୀୟ ସହକାରୀ ପୋଲିସ କମିଶନର(ଏସିପି) ତାଙ୍କ ସ୍ତ୍ରୀ ଏବଂ ପୁତୁରାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହେଲେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ଅନେକ ଆହତ

ଆଲିଗଡ,୨୪।୭: ଉତ୍ତର ପ୍ରଦେଶର ଆଲିଗଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି। ତାପାଲ ନିକଟ ଯମୁନା ଏକ୍ସପ୍ରେସୱେରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଏକ ବସ…

ଜ୍ଞାନବାପି ମାମଲା: ଏଏସଆଇ ସର୍ଭେ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଲା ମୁସଲିମ ପକ୍ଷ

ଲକ୍ଷ୍ନୌ,୨୪।୭: ଜ୍ଞାନବାପି ଏଏସଆଇ ସର୍ଭେ ବିରୋଧରେ ପହଞ୍ଚିଥିବା ମୁସଲିମ ପକ୍ଷ ଅଞ୍ଜୁମାନ କମିଟିକୁ ସୁପ୍ରିମକୋର୍ଟ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ଏସଆଇ ସର୍ଭେ ଉପରେ ଜୁଲାଇ ୨୬ପର୍ଯ୍ୟନ୍ତ ରୋକ ଲଗାଇବା ସମୟରେ ମଙ୍ଗଳବାର ମୁସଲିମ ପକ୍ଷ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଏକ…

କେଜି କେଜି ମଟନ ଘରେ ଘରେ ପହଞ୍ଚାଇ ମଧ୍ୟ ନିର୍ବାଚନ ହାରିଯାଇଥିଲି: ନୀତିନ ଗଡକରୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ ସଡ଼କ ଓ ପରିବହନ ମନ୍ତ୍ରୀ ଥିବା ନୀତିନ ଗଡକରୀ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ଜଣାଶୁଣା। ନିକଟରେ ଏକ କାର୍ଯ୍ୟକ୍ରମରେ ସେ ଏମିତି ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।…

୨ ଦିନିଆ ରାଜସ୍ଥାନ, ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତରେ ଯିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ଗୁରୁବାର ନିର୍ବାଚନ ରାଜ୍ୟ ରାଜସ୍ଥାନକୁ ଯିବେ। ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ପୂର୍ବାହ୍ନ ୧୧.୧୫ରେ ସିକରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ…

ଏସ୍‌ପି ଛାଡିଥିବା ନେତାଙ୍କୁ ୨ ହଜାର ଟଙ୍କିଆ ନୋଟ ସହ ତୁଳନା କଲେ ଅଖିଳେଶ

ଲକ୍ଷ୍ନୌ,୨୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ ୟୁପି ରାଜନୀତି ସରକଗରମ ହୋଇଛି। ବିରୋଧୀ ମେଣ୍ଟର ଜବାବ ଦେବାକୁ ଭାଜପା କ୍ରମାଗତ ଭାବରେ ରାଜ୍ୟରେ ନିଜର ସ୍ଥିତି ବଢାଇବାକୁ ଚେଷ୍ଟା କରୁଛି। ଏହି କ୍ରମରେ ଆଜି ବି ଏସପି, ବିଏସପି, କଂଗ୍ରେସ ଏବଂ…

ସ୍ତ୍ରୀ, ଭଣଜାଙ୍କୁ ହତ୍ୟା କରି ନିଜକୁ ଗୁଳି ମାରିଲେ ଏସିପି

ଅମରାବତୀ,୨୪।୭: ମହାରାଷ୍ଟ୍ରର ପୁନେରେ ଏକ ଅଭାବନୀୟ ଘଟଣା ଘଟିଛି। ଅମରାବତୀର ଏସିପି ଭରତ ଗାଏକ୍ୱାଡ ସ୍ତ୍ରୀ ଏବଂ ଭଣଜାଙ୍କୁ ଗୁଳି ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଭରତଙ୍କ ସ୍ତ୍ରୀ ମୋନି ଏବଂ ଭଣଜା ଦୀପକ ପୁନେରେ ରହୁଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ର ଉଡାଣ ବାତିଲ

ନୂଆଦିଲ୍ଲୀ,୨୪।୭: ‘ଗୋ ଫାଷ୍ଟ’ ଏୟାରଲାଇନ୍ସ ୨୭ ଜୁଲାଇ ପର୍ଯ୍ୟନ୍ତ ଏହାର ବିମାନ କାର୍ଯ୍ୟ ବାତିଲ କରିବାକୁ ଘୋଷଣା କରିଛି।‘ଗୋ ଫାଷ୍ଟ’ ଟୁଉଟ୍‌ କରି କହିଛି ଯେ, ପରିଚାଳନାଗତ କାରଣରୁ ୨୭ ଜୁଲାଇ ୨୦୨୩ ଯାଏ ନିର୍ଦ୍ଧାରିତ ‘ଗୋ ଫାଷ୍ଟ’ ଉଡାଣ ବାତିଲ…

ଶାହା କହିଲେ ଆମେ ମଣିପୁର ଘଟଣାକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ, ହେଲେ ଜଣାପଡୁନି ବିରୋଧୀ କାହିଁକି ଏହା ଚାହୁଁନାହାନ୍ତି

ନୂଆଦିଲ୍ଲୀ,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସୋମବାର ବି ପାର୍ଲାମେଣ୍ଟରେ ଖୁବଜୋରରେ ହଙ୍ଗାମା ହୋଇଛି। ଏହି ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୟାନ ଦେଇଛନ୍ତି। ଲୋକ ସଭାରେ ସେ କହିଛନ୍ତି ଆମେ ଏହାକୁ ନେଇ ଗୃହରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛୁ,…

ପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୪।୭: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ (ଇପିଏଫ୍‌ଓ)ର ଦାବି କ୍ରମେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) ଉପରେ ସରକାର ସୋମବାର ସୁଧ ହାର ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ସୁଧ ହାର ୮.୧୫ ପ୍ରତିଶତକୁ ବୃଦ୍ଧି…

ଆଣ୍ଟିଲିଆ ବୋମା ମାମଲା: ପୂର୍ବ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୭: ସୁପ୍ରିମକୋର୍ଟ ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଦୁଇ ସପ୍ତାହ ବଢାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଆଣ୍ଟିଲିଆ ବୋମା ମାମଲା ଏବଂ ବ୍ୟବସାୟୀ ମନସୁଖ ହିରାନଙ୍କ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ପତ୍ନୀଙ୍କ ଅସ୍ତ୍ରୋପଚାରକୁ…

ଅମିତ ଶାହାଙ୍କୁ ଭେଟିଲେ ବନ୍ଦି ସଞ୍ଜୟ, ତେଲଙ୍ଗାନା ବିଧାନସଭା ନିର୍ବାଚନ ବିଷୟକୁ ନେଇ କଲେ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୭: ଭାଜପା ଏମ୍‌ପି ବନ୍ଦି ସଞ୍ଜୟ କୁମାର ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ବନ୍ଦି ସଞ୍ଜୟ କୁମାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଅମିତ ଶାହାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?