ଜାତୀୟ

ମହାରାଷ୍ଟ୍ରକୁ ଭାଙ୍ଗିବାକୁ ଚାହୁଁଛି ଭାଜପା: ଉଦ୍ଧବ

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) କୁ ଭାଙ୍ଗି ମହାରାଷ୍ଟ୍ର ଭାଙ୍ଗିବାକୁ ଚାହୁଁଛି ଉଦ୍ଧବ କହିଛନ୍ତି। ଏନସିପିରେ ବିଭାଜନକୁ…

ମହିଳାଙ୍କୁ ହତ୍ୟାକଲେ ଝିଅଙ୍କ ପୂର୍ବତନ ପୁରୁଷବନ୍ଧୁ

ନୂଆଦିଲ୍ଲୀ, ୭ା୭: ନୂଆଦିଲ୍ଲୀର ସରାଇ ରୋହିଲ୍ଲା ଅଞ୍ଚଳରେ ଜଣେ ୫୫ ବର୍ଷୀୟ ମହିଳାଙ୍କୁ ତାଙ୍କୁ ଝିଅଙ୍କ ପୂର୍ବତନ ପୁରୁଷବନ୍ଧୁ ଗୁଳିକରି ହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପୁନମ ନାମ୍ନୀ ଉକ୍ତ ମହିଳାଙ୍କ ମୃତଦେହ ପାଇଥିଲା। ଝିଅଙ୍କ ପୂର୍ବତନ…

ମଣିପୁରରେ ରାଷ୍ଟ୍ରପତି ଶାସନ ଦାବି

ଗୁଆହାଟୀ, ୭ା୭:ହିଂସାକାଣ୍ଡ ଯୋଗୁ ଦୀର୍ଘ ଦୁଇ ମାସ ହେଲା ବନ୍ଦ ଥିବା ମଣିପୁର ସ୍କୁଲ୍‌ ଖୋଲିବାର ଦିନକ ପରେ ଗୁରୁବାର ସକାଳେ ଇମ୍ଫାଲ ଇଷ୍ଟ ଜିଲାର ଏକ ସ୍କୁଲ୍‌ ବାହାରେ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁ ନିଷ୍ଠା ନିକେତନ…

ଜଷ୍ଟିସ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୭ା୭(ପି.ଟି.):ଓଡ଼ିଶା ସମେତ ୭ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୭ ଜଣ ବିିଚାରପତିଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଅନ୍ୟ ହାଇକୋର୍ଟଗୁଡ଼ିକ ହେଲେ ବମ୍ବେ, ଗୁଜରାଟ, ତେଲଙ୍ଗାନା, କେରଳ,…

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ କ’ଣ, ଯାହାକୁ କ୍ୟାବିନେଟରେ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ,୬।୭: ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ଅର୍ଥାତ୍‌ ପର୍ସନାଲ ଡାଟା ପ୍ରେଟେକ୍ସନ ବିଲ ୨୦୨୩ର ଡ୍ରାଫ୍ଟକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ ଆଗତ ହେବ। ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ଆରମ୍ଭ…

ମଣିପୁରରେ ମହିଳାଙ୍କୁ ଗୁଳିକରି ହତ୍ୟା

ଗୁଆହାଟୀ,୬ା୭ ମଣିପୁରରେ ହିଂସା ଯୋଗୁ ଦୁଇ ମାସ ହେଲା ସ୍କୁଲ ବନ୍ଦ ରହିଥିଲା। ହେଲେ ସ୍କୁଲ୍‌ ଖୋଲିବାର ଦିନକ ପରେ ଗୁରୁବାର ଇମ୍ଫାଲ ଇଷ୍ଟ ଜିଲାର ଏକ ସ୍କୁଲ୍‌ ବାହାରେ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁ ନିଷ୍ଠା ନିକେତନ…

ଟମାଟୋ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୬।୭: ଗତ କିଛି ଦିନ ହେବ ଟମାଟୋର ଦର ଆକାଶଛୁଆଁ ହୋଇଛି। ତେଣୁ ଟମାଟୋର ମୁଦ୍ରାସ୍ଫୀତି ଅର୍ଥ ମନ୍ତ୍ରଣାଳୟର ଚିନ୍ତା ବଢାଇ ଦେଇଛ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବିଭାଗ ଦ୍ୱାରା ପ୍ରକାଶିତ ବାର୍ଷିକ ଅର୍ଥନୈତିକ…

ତାଞ୍ଜାନିଆରେ ହେବ ଆଇଆଇଟି କ୍ୟାମ୍ପସ୍‌

ନୂଆଦିଲ୍ଲୀ,୬ା୭: ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ରେ ଶିକ୍ଷାର ଅନ୍ତର୍ଜାତୀୟକରଣକୁ ଗୁରୁତ୍ୱ ଦିଆଯିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱିବିଦ୍ୟାଳୟର ବିଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଲାଗି ସୁପାରିସ କରାଯାଇଥିଲା। ଏନେଇ ଆଇଆଇଟି ଭାରତ ବାହାରେ ଏହାର ପ୍ରଥମ କ୍ୟାମ୍ପସ୍‌ ତାଞ୍ଜାନିଆର…

ରାହୁଲଙ୍କୁ ମିଳିବ କି ଆଶ୍ୱସ୍ତି, ଶୁକ୍ରବାର ଆସିବ ରାୟ

ନୂଆଦିଲ୍ଲୀ,୬।୭: ମାନହାନି ମକଦ୍ଦମା ମାମଲାରେ ଗୁଜରାଟ ହାଇକୋର୍ଟ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରାୟ ପ୍ରକାଶ କରିବେ। ତାଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରି ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି…

‘ମୁଁ ହିଁ ଏନସିପି ଅଧ୍ୟକ୍ଷ’

ମୁମ୍ବାଇ,୬।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଯାଇଛି। ଏହି ସମୟରେ ଗୁରୁବାର ଦିଲ୍ଲୀରେ ଶରଦ ପାୱାରଙ୍କ ଦଳ ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର କହିଛନ୍ତି ଯେ,…

ଜୁଲାଇ ୧୪ରେ ଲଞ୍ଚ ହେବ ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ,୬।୭: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚନ୍ଦ୍ରାୟନ ୩ର ଲଞ୍ଚିଂ ଡେଟ ଘୋଷଣା କରିଛି। ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ଟୁଇଟରେ କୁହାଯାଇଛି କି ଚନ୍ଦ୍ରାୟନ ୩ ଜୁଲାଇ ୧୪ରେ ଦିନ ୨ଟା ୩୫ରେ ଲଞ୍ଚ କରାଯିବ। ଇସ୍ରୋ…

ଚିରାଗ ପାଶଓ୍ବାନ, ଚନ୍ଦ୍ରବାବୁ ନାଇଡୁ , ସୁଖବୀର ବାଦଲଙ୍କ ଦଳ ଏନଡିଏରେ ହେବେ ସାମିଲ? ୧୮ରେ ବୈଠକ କରିବ ଭାଜପା

ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଭାଜପା ବିରୋଧରେ ଏକାଠି ନିର୍ବାଚନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri