ଜମି ବିବାଦରୁ ୫ ବର୍ଷର ଶିଶୁଙ୍କୁ ହତ୍ୟା
ପାଟନା,୧୦ା୭: ବିହାରର ସମସ୍ତୀପୁର ଜିଲା ବିଥାନ ଥାନା ଅନ୍ତର୍ଗତ ସିମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ…
ମଣିପୁର ହିଂସା: ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ରଖିଲେ ରାଜ୍ୟ ସରକାର, କହିଲେ ସ୍ଥିତି ସୁଧୁରୁଛି
ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଫେରାଇ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବାରମ୍ବାର ପରିସ୍ଥିତି ବଦଳୁଛି ବୋଲି ରାଜ୍ୟ ସରକାର କହିଛନ୍ତି। ବର୍ତ୍ତମାନ ଏହି ଆଦେଶକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ।…
ୟୁସିସିକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା: ଏଏପି ଛାଡିଲେ ପ୍ରଫୁଲ୍ଲ ଭାସାଭା …
ଅହମଦାବାଦ,୧୦।୭ : ଗୋଟିଏ ଦେଶ, ଗୋଟିଏ ଆଇନର ଲକ୍ଷ୍ୟ ନେଇ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପାଇଁ ନୀତିଗତ ସମର୍ଥନ ଘୋଷଣା କରି ଗୁଜରାଟରେ ଆମ ଆଦମୀ ପାର୍ଟି (ଏଏପି) ଏବଂ ଅରବିନ୍ଦ କେଜରିୱାଲଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ଅନୁସୂଚିତ ଜନଜାତି…
ଧକ୍କା ଦେଇ ଟ୍ରେନ ଷ୍ଟାର୍ଟ କଲେ ଯବାନ, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୦।୭ : ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଦେଖାଯାଇଥାଏ। ଅନେକ ଭିଡିଓ ବହୁତ ମଜାଳିଆ, ଏବଂ ବେଳେବେଳେ କିଛି ଭିଡିଓ ଆମକୁ ଗର୍ବିତ କରେ। ବିଶେଷକରି ଯେତେବେଳେ ଏହା ଭାରତୀୟ ସେନା ସହିତ ଜଡିତ ହୋଇଥାଏ। ଲୋକମାନେ ଏହି…
ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ବଢିଲା ଜାମିନ ଅବଧି
ନୂଆଦିଲ୍ଲୀ,୧୦।୭: ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତାସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ବଢାଇଛନ୍ତି ସୁପ୍ରିମକୋର୍ଟ। ସୋମବାର କୋର୍ଟ ମେଡିକାଲ ଗ୍ରାଉଣ୍ଡରେ ଏହି ଅବଧି ବଢାଇଥିବା କହିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଯୋଗୁ ମଧ୍ୟବର୍ତ୍ତିକାଳୀନ ଜାମିନ ପାଇଥିବା ଜୈନ…
ଇଣ୍ଟରନେଟ ଚାଲୁ କରିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମଣିପୁର ସରକାର
ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସେବା ପୁଣି ଯୋଗାଇଦେବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ରାଜ୍ୟ ସରକାର କହିଛନ୍ତି ସ୍ଥିତିରେ ବାରମ୍ବାର ପରିବର୍ତ୍ତନ ହେଉଛି। ଏବେ ଏହି ନିର୍ଦ୍ଦେଶ ପରେ ଭିନ୍ନ ଧରଣର…
ରାଜ୍ୟ ସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ଟିଏମସି
କୋଲକାତା,୧୦।୭: ପଶ୍ଚିମବଙ୍ଗର ତ୍ରୁଣ ମୂଳ କଂଗ୍ରେସ ରାଜ୍ୟ ସଭା ନିର୍ବାଚନ ଲାଗି ସୋମବାର ତା’ର ପ୍ରାର୍ଥି ଘୋଷଣା କରିଛି। ଦଳ ପକ୍ଷରୁ ଟୁଇଟ କରି ଲେଖାଯାଇଛି କି ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ଖୁସି ଲାଗୁଛି।…
ସାବଧାନ ! ଫାଇଲ ମ୍ୟାନେଜର ଚାଇନାକୁ ପଠାଉଛି ୟୁଜରଙ୍କ ଗୋପନୀୟ ତଥ୍ୟ…
ନୂଆଦିଲ୍ଲୀ,୧୦।୭ : ଲୋକଙ୍କୁ ସମସ୍ୟାରେ ପକାଇବା ପାଇଁ ସାଇବର ଅପରାଧୀମାନେ ହ୍ୟାକିଂର ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଏହି ଠକମାନେ ସୁରକ୍ଷା ଯାଞ୍ଚରୁ ଦୂରେଇ ରହିବା ଏବଂ ଆଣ୍ଡ୍ରଏଡ ଫୋନରେ ସେମାନଙ୍କର ଆପ ସନ୍ନିବେଶ କରିବାକୁ ସମସ୍ତ ପ୍ରୟାସ କରୁଛନ୍ତି। ସେମାନେ…
ଆରଜେଡି-ଜେଡିୟୁ ମଧ୍ୟରେ ସବୁକିଛି ଚାଲିଛି ଠିକ୍: ଗୋଟିଏ ଗାଡ଼ିରେ ବିଧାନସଭା ଆସିଲେ ନୀତୀଶ-ତେଜସ୍ବୀ
ପାଟନା,୧୦।୭: ବିହାର ବିଧାନସଭା ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ବିଧାନସଭାରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକାଠି ଗୋଟିଏ ଗାଡିରେ ଆସି ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ସେହି ଗାଡିରେ ପରିବେଶ…
ଅର୍ଥ ମନ୍ତ୍ରଣାଳୟକୁ ନେଇ ଟ୍ରିପଲ ଇଞ୍ଜିନ ସରକାରରେ ଟଣାଓଟରା…
ମୁମ୍ବାଇ,୧୦।୭ : ମହାରାଷ୍ଟ୍ରରେ ଚାଲିଥିବା ବିବାଦ ପରେ ପାଓ୍ବାର ଗେମ ରାଜନୀତି ଆରମ୍ଭ ହୋଇଛି। ଏନସିପିର ଅଜିତ ପାୱାର ସରକାରରେ ଯୋଗ ଦେବାପରେ ବର୍ତ୍ତମାନ ବିଭାଗକୁ ବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଷୟରେ ବିଭିନ୍ନ ପ୍ରକାରର…
ଦିଗବିଜୟଙ୍କ ବିରୋଧରେ ତୃତୀୟ ଏଫଆଇଆର
ଇନ୍ଦୋର,୧୦।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଇନ୍ଦୋରରେ ମାମଲା ଦାୟର ହେବା ପରେ ଉଜ୍ଜୟିନିର ଅଜାକ ଥାନରେ ବି ଏଫଆଇଆର ଦିଆଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲୱଲକରଙ୍କ ବିରୋଧରେ ପୂର୍ବତନ…
ହୃଦୟ ଜିତିଲେ କୋହଲି
ଡୋମିନିକା,୧୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯିବ। ଭାରତୀୟ ଖେଳାଳିମାନେ ଏହି ମ୍ୟାଚ ପୂର୍ବରୁ ସୋମବାର ଅଭ୍ୟାସ କରିଥିଲେ। ବିରାଟ କୋହଲି ମଧ୍ୟ ନେଟ୍ସରେ ବହୁତ ପ୍ରାକ୍ଟିସ କରିଲେ। ଏହି ସମୟରେ ସେ ପ୍ରଶଂସକଙ୍କୁ…
Archives


