ଜାତୀୟ

ମୋଦିଙ୍କ ଗସ୍ତ ପୂର୍ବରୁ ଏମକ୍ୟୁ-୯ବି ଡ୍ରୋନ ଚୁକ୍ତି କରିବାକୁ ଚାହୁଁଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଚାରି ଦିନିଆ ଗସ୍ତରେ ଆମେରିକା ଯିବେ। ସେ ଜୁନ ୨୧ ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ। ଏହି ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି…

ଆର୍‌ବିଆଇ ନିର୍ଦ୍ଦେଶକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ,୧୫।୬(କୁଲ୍‌ଦୀପ୍‌ ସିଂ): ଜାଣିଶୁଣି ଋଣ ଖିଲାପ କରିଥିବା ବ୍ୟକ୍ତି ଓ ସଂସ୍ଥା ସହ ବୁଝାମଣା କରି ସେମାନଙ୍କ ଋଣକୁ ଫଇସଲା କରିବାକୁ ଗତ ୮ ତାରିଖରେ ଆର୍‌ବିଆଇ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ବିରୋଧରେ କଂଗ୍ରେସ କେନ୍ଦ୍ର ସରକାରଙ୍କ…

ଡ୍ରଗ୍ସ ମାମଲାରେ କାବାଲି ଫିଲ୍ମ ପ୍ରଯୋଜକ ଗିରଫ

ହାଇଦ୍ରାବାଦ,୧୫।୬: ସୁରପଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ କାବାଲିର ପ୍ରୟୋଜକ କେ.ପି. ଚୌଧୁରୀଙ୍କୁ ବୁଧବାର ଡ୍ରଗ୍ସ ମାମଲାରେ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ୯୦ ପ୍ୟାକେଟ୍‌ରୁ ପାଖାପାଖି ୮୨.୭୫ ଗ୍ରାମର କୋକେନ ପୋଲିସ ତାଙ୍କ ନିକଟରୁ ଜବତ କରିଛି। ଜବତ ଡ୍ରଗ୍ସର ବଜାର…

ଭାରତ ଛାଡ଼ୁଛନ୍ତି ମିଲିଅନେୟାର

ନୂଆଦିଲ୍ଲୀ,୧୫ା୬: ଚଳିତବର୍ଷ ଭାରତରୁ ମିଲିଅନେୟାର ମାନଙ୍କ ଗଣପଳାୟନ ହେବ। ୨୦୨୩ରେ ଦେଶ ୬,୫୦୦ ହାଇ-ନେଟ୍‌-ଓର୍ଥ ଇଣ୍ଡିଭିଜୁଆଲ (ଏଚ୍‌ଏନ୍‌ଡବ୍ଲ୍ୟୁଆଇ)ଙ୍କୁ ହରାଇବ ବୋଲି ହେନ୍‌ଲେ ପ୍ରାଇଭେଟ୍‌ ଓ୍ବେଲ୍‌ଥ ମାଇଗ୍ରେଶନ୍‌ ରିପୋର୍ଟରେ ପ୍ରକାଶ ପାଇଛି। ସମ୍ପତ୍ତି ଓ ନିବେଶ ମାଇଗ୍ରେଶନ୍‌ ଟ୍ରେଣ୍ଡ ଉପରେ ନଜର ରଖୁଥିବା…

କଚ୍ଛ ମୁହାଁ ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ,୧୫।୬: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବନୁମାନ ଅନୁସାରେ ଭୀଷଣ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନ ଉପକୂଳରେ ସ୍ଥଳଭାଗ ଛୁଇଁବ। ସୁରକ୍ଷା ଦୃଷ୍ଟିରୁ ସମୁଦ୍ରକୂଳିଆ ଅଞ୍ଚଳକୁ ଖାଲି କରିଦିଆଯାଇଛି। ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ…

୧୬% ବୟସ୍କା ମହିଳା ଦୁର୍ବ୍ୟବହାରର ଶିକାର

ନୂଆଦିଲ୍ଲୀ,୧୫।୬: ଦେଶରେ ମହିଳା ନିର୍ଯାତନାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳା ସଶକ୍ତୀକରଣ ପାଇଁ ଅନେକ ଯୋଜନା ଗଠନ ସତ୍ତ୍ୱେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର କମିପାରି ନାହିଁ। ଆଜି ବି ଅନେକ ସ୍ଥାନରେ ମହିଳା…

ବିରୋଧୀ ଦମନ ପାଇଁ ଇଡି ଅସ୍ତ୍ର

ଚେନ୍ନାଇ/ନୂଆଦିଲ୍ଲୀ,୧୫ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ନାଟକ, ପଞ୍ଜାବ, କେରଳ, ରାଜସ୍ଥାନ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ସବୁଠି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୦୨୪ ଲୋକ…

ଚାଇନା ସୀମାରେ ଖୁବ୍‌ ଶୀଘ୍ର ଭାରତ ନିର୍ମାଣ କରିବ ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ

ନୂଆଦିଲ୍ଲୀ, ୧୪।୬: ଚାଇନା ସୀମାରେ ଭାରତ ଖୁବ୍‌ ଶୀଘ୍ର ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିବ। ରାଜ୍ୟ ଜଳବିଦ୍ୟୁତ୍‌ କମ୍ପାନୀ ଏନ୍‌ଏଚ୍‌ପିସି ଏଲ୍‌ଟିଡି ଏହି ମେଗା ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି। ପ୍ରକଳ୍ପ ନେଇ ମୋଟ ୮ଟି ୟୁନିଟର…

କୋଲକାତା ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକତା,୧୪।୬: କୋଲକାତା ବିମାନବନ୍ଦରର ବୁଧବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିିଛି। ବିମାନବନ୍ଦରର ସୁରକ୍ଷା ଯାଞ୍ଚ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିମାନବନ୍ଦର ଧୂଆଁମୟ ହୋଇଯିବାରୁ ଯାତ୍ରୀଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି। ଏପରିକି ନିଆଁ ଲିଭାଇବା ପାଇଁ…

ଏକକାଳୀନ ୪ ଭୂକମ୍ପ ଝଟକା

ଜମ୍ମୁ,୧୪।୬: ଜମ୍ମୁରେ ବୁଧବାର ଏକକାଳୀନ ୪ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଡୋଡା ଏବଂ କିସ୍ତଓ୍ବାର ଜିଲାର ସମସ୍ତ ସ୍କୁଲକୁ ବନ୍ଦ ନିର୍ଦ୍ଦେଶ…

ପାଣି ଆଣିବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର

ପାଟନା,୧୩।୬: ବିହାର ବୈଶାଳୀ ଜିଲାରେ ଏକ କୁମ୍ଭୀରକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ,ବୈଶାଳୀ ଜିଲା ଅଧୀନ ଗୋକୁଲପୁରର ବାସିନ୍ଦା ଧର୍ମେନ୍ଦ୍ର ଦାସ ପରିବାର ସହିତ ଗଙ୍ଗା ନଦୀ କୂଳରେ ଏକ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯାଇଥିଲେ।…

ଲଣ୍ଡନରେ ହାଇଦ୍ରାବାଦ ଯୁବତୀଙ୍କୁ ହତ୍ୟା

ଲଣ୍ଡନ,୧୪ା୬: ଲଣ୍ଡନର ଓ୍ବେମ୍ବଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ହାଇଦ୍ରାବାଦର ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ଲଣ୍ଡନରେ ଏହି ହାଇଦ୍ରାବାଦ ଯୁବତୀଙ୍କୁ ବ୍ରାଜିଲର ଜଣେ ଯୁବକ ଆକ୍ରମଣ ହୋଇଥିବା ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri