ଜାତୀୟ

ସୋନିଆଙ୍କୁ ଭେଟିଲେ ମୋଦି, ବିମାନର ଜରୁରୀ ଅବତରଣ ବିଷୟରେ ପଚାରି ବୁଝିଲେ

ନୂଆଦିଲ୍ଲୀ,୨୦।୭: ମଣିପୁରର ସ୍ଥିତି ମଧ୍ୟରେ ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଛି। ଏଥି ସହିତ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ଚାମ୍ବରରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି।…

ମଣିପୁର ଘଟଣାକୁ ନିନ୍ଦା କଲେ ଜୟା ବଚ୍ଚନ

ମୁମ୍ବାଇ,୨୦।୭: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଅଭିନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…

ରାୟଗଡ଼ ଭୂସ୍ଖଳନକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ କଥା ହେଲେ ଶାହା, ଏବେ ପର୍ଯ୍ୟନ୍ତ ୧୩ ମୃତ, ଦବି ହୋଇ ରହିଛନ୍ତି ୧୦୦ରୁ ଊର୍ଦ୍ଧ୍ୱ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ରାୟଗଡ଼ ଜିଲାର ଏକ ଗାଁରେ ଭୂସ୍ଖଳନ ଯୋଗୁ ବଡ ଧରଣର ଦୁର୍ଘଟଣା ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏବେ ପର୍ଯ୍ୟନ୍ତ ୭୦…

ଲୋକ ସଭାରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମୋଦି, ଅଧିର ରଞ୍ଜନ କହିଲେ କ’ଣ ହେଲା ସେମାନଙ୍କ ମଧ୍ୟରେ କଥାବାର୍ତ୍ତା

ନୂଆଦିଲ୍ଲୀ,୨୦।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୁରୁବାର ଏହା ଆରମ୍ଭ ହେବା ମାତ୍ରେ ଶାସକ ଓ ବିରୋଧିଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇଯାଇଥିଲା। ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଦିନର ଆରମ୍ଭ ହିଁ ହଙ୍ଗାମାରୁ ହୋଇଥିଲା। ଇତିମଧ୍ୟରେ ଅଧିବେଶନ ଆରମ୍ଭ ହେବା…

କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଅଧିକାରୀମାନଙ୍କ ଉପରେ ନିୟନ୍ତ୍ରଣ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶର ମାମଲାକୁ ସୁପ୍ରିମକୋର୍ଟ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ଏକ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭା ପରିସରରୁ ସେବାକୁ ବାଦ ଦେବା ଠିକ…

ପାକିସ୍ତାନ ଫେରିଯିବେ ସୀମା ହାଇଦାର

ନୂଆଦିଲ୍ଲୀ,୨୦।୭: ପାକିସ୍ତାନ ଫେରିଯିବେ ସୀମା ହାଇଦାର। ପବିଜି ଖେଳି ସୀମା ପାର୍‌ କରି ଭାରତ ଆସିଥିବା ସୀମାଙ୍କୁ ପାକିସ୍ତାନ ଫେରାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ବେଆଇନ ଭାବେ ସୀମା ପାର କରିଥିବାରୁ ତାଙ୍କୁ ଭାରତରୁ ଡିପୋର୍ଟ କରାଯିବା ନେଇ ଚର୍ଚ୍ଚା…

ଜ୍ୟୋତିରାଦିତ୍ୟଙ୍କ ଗଡରେ ପ୍ରିୟଙ୍କାଙ୍କ ରଣ ହୁଙ୍କାର

ଭୋପାଳ,୨୦।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୧ ଜୁଲାଇ ଅର୍ଥାତ୍‌ ଶୁକ୍ରବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଉଛନ୍ତି। ସେ ଗ୍ବାଲିୟର ଯାତ୍ରା କରିବେ। ସେଠାରେ ପହଞ୍ଚି ସେ ପ୍ରଥମେ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ସମାଧି ସ୍ଥଳକୁ ଯିବେ। ସେଠାରେ ସେ…

ମଣିପୁର ହିଂସା ପ୍ରସଙ୍ଗରେ ମୋଦିଙ୍କୁ ନେଇ ଶତମୁଖ ଶଶି ଥରୁର୍‌

ନୂଆଦିଲ୍ଲୀ,୨୦।୭: କଂଗ୍ରେସ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସା ଉପରେ ନୀରବତା ଭାଙ୍ଗିଛନ୍ତି ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୋଦି ଏ ବିଷୟରେ ସଂସଦରେ ଆଲୋଚନା କରୁଥିବାବେଳେ ଆମେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ…

ମଣିପୁର ଘଟଣାକୁ ନିନ୍ଦା କରି ଭାଜପାକୁ ଟାର୍ଗେଟ କଲେ ମାୟାବତୀ

ଲକ୍ଷ୍ନୌ,୨୦।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ସେମାନଙ୍କୁ ବଳାତ୍କାର କରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଆକ୍ରୋଶ ଦେଖାଦେଇଛି। ପ୍ରାୟ ସମସ୍ତ ବିରୋଧୀ ଦଳ ଏହି ଘଟଣାକୁ ନେଇ କେନ୍ଦ୍ର…

ସଂସଦରେ ମଣିପୁର ଝଡ: ଶୁକ୍ରବାର ଯାଏ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଉତ୍ତେଜନା କାରଣରୁ ସଂସଦର ପ୍ରକ୍ରିୟା ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।…

ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ଚଣ୍ଡିଗଡ଼,୨୦।୭: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ପୁଣିଥରେ ୩୦ ଦିନର ପାରୋଲ ମିଳିଛି। କିଛିଦିନ ପରେ ରାମ ରହିମ ରୋହତକର ସୁନାରିୟା ଜେଲରୁ ବାହାରକୁ ବାହାରିବେ। ଜେଲ ପ୍ରଶାସନ ରାମ ରହିମଙ୍କୁ ସିରସା ଡେରା ଯିବାକୁ ଅନୁମତି ଦେଇ…

ଯୌନ ନିର୍ଯ୍ୟାତନା ମାମଲାରେ ବ୍ରିଜ୍‌ଭୂଷଣଙ୍କୁ ମିଳିବ ନି ଜାମିନ୍‌, ଅପରାହ୍ନ ୪ଟାରେ ଆସିବ ରାୟ

ନୂଆଦିଲ୍ଲୀ,୨୦।୭: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗରେ ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ମାମଲା ଉପରେ ଗୁରୁବାର ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ଏମ୍‌ପଙ୍କ ଜାମିନ ଆବେଦନ ଉପରେ କୋର୍ଟ ଆଜି ଅପରାହ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri