ବିହାରରେ ମହାମେଣ୍ଟକୁ ଝଟ୍କା: କଂଗ୍ରେସରୁ ଇସ୍ତଫା ଦେଲେ କୁନ୍ତଲ କୃଷ୍ଣ…
ପାଟନା,୧୭।୬ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର କୁନ୍ତଲ କୃଷ୍ଣ ମଧ୍ୟ ସିଏମ ନୀତୀଶ କୁମାରଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଫାୟାରବ୍ରାଣ୍ଡ ରାଜ୍ୟ ମୁଖପାତ୍ର…
ନିଟ୍ରେ କମ୍ ନମ୍ବର ରହିବା ଯୋଗୁ ଛାତ୍ର କଲେ ଆତ୍ମହତ୍ୟା, ୬ମାସ ମଧ୍ୟରେ କଲେଣି ୧୨ଜଣ ଆତ୍ମହତ୍ୟା
ପାଟନା,୧୭।୬: ଆତ୍ମହତ୍ୟା ସବୁ ଜିନିଷର ଶେଷ ହୋଇ ନ ଥାଏ। ବର୍ତ୍ତମାନର ଯୁବପିଢଙ୍କେ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଥିବାର ଦେଖିବାକୁ ମିଳୁଛି। ଏକ ଗବେଷଣା ଅନୁଯାୟୀ ବିଶ୍ୱର ସମୁଦାୟ ଆତ୍ମହତ୍ୟା ମଧ୍ୟରୁ ୩୩ ପ୍ରତିଶତ କେବଳ ଭାରତରେ ଘଟୁଛି। ପାରିବାରିକ କଳହ…
‘ଇତିହାସ ଲିଭାଇବାକୁ ଚାହଁୁଛନ୍ତି…’, ନେହେରୁ ମ୍ୟୁଜିୟମର ନାମ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ଦେଲେ ସଞ୍ଜୟ ରାଉତ
ନୂଆଦିଲ୍ଲୀ,୧୭।୬: ନୂଆଦିଲ୍ଲୀ ସ୍ଥିତ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ଭାବରେ ନାମିତ କରାଯାଇଛି। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସର ବିରୋଧ ପରେ ବର୍ତ୍ତମାନ ଶିବସେନା (ୟୁବିଟି) ମଧ୍ୟ ସଂଗ୍ରହାଳୟର…
ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସ୍ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା
ଓ୍ବାଶିଂଟନ୍,୧୭।୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୧ରୁ ୨୪ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦିଙ୍କ ଆଗମନ ପାଇଁ ଆମେରିକାରେ ଜୋରଦାର ପ୍ରସ୍ତୁତିି ଆରମ୍ଭ ହୋଇଛି। ମୋଦିଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସ ବାହାରେ ଭାରତ ଓ ଆମେରିକା ପତାକା…
ପଶ୍ଚିମବଙ୍ଗର ବୀରଭୁମରୁ ମିଳିଲା ବୋମା, ଶାନ୍ତିନିକେତନରୁ ୨୮ କ୍ରୁଡ ବୋମା ଜବତ
କୋଲକାତା,୧୭।୬: ପଶ୍ଚିମବଙ୍ଗରେ ପଞ୍ଚୟତ ନିର୍ବାଚନ ଚାଲିଛି। ଆଉ ପ୍ରତିଥର ଭଳି ଏଥର ମଧ୍ୟ ନିର୍ବାଚନ ସମୟରେ ସେଠାରେ ହିଂସା ଦେଖିବାକୁ ମିଳିଛି। ଇତିମଧ୍ୟରେ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଲଗାତାର ଦ୍ୱିତୀୟ ଦିନରେ ବୋମା ମିଳିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଶନିବାର…
ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଫ୍ୟାନ୍, କାର୍ର ନମ୍ବରପ୍ଲେଟ୍ରେ ଲେଖିଲେ ମୋଦିଙ୍କ ନାମ
ଆପଣ ନିଶ୍ଚିତ ଭାବରେ ବଲିଉଡ ଏବଂ କ୍ରିକେଟର ପ୍ରଶଂସକଙ୍କ ବିଷୟରେ ଶୁଣିଥିବେ। ସେମାନେ ତାଙ୍କ ହିରୋଙ୍କ ପାଇଁ ସେଲିବ୍ରେଶନ ଠାରୁ ଆରମ୍ଭ କରି ଟାଟୁ କରୁଥିବାର ଦେଖିଥିବେ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଆମେରିକାର ମେରିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼…
‘ଅନାବଶ୍ୟକ, ଅବ୍ୟବହାରିକ ଓ ବିପଜ୍ଜନକ’, ୟୁନିଫର୍ମ ସିଭିଲ କୋର୍ଡର ସମାଲୋଚନା କରି କହିଲା ମୁସଲିମ ପର୍ସନାଲ ଲ ବୋର୍ଡ
ନୂଆଦିଲ୍ଲୀ,୧୭।୬: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ସମାନ ନାଗରିକ ସଂହିତାକୁ ନେଇ ବିଧି ଆୟୋଗ ପରାମର୍ଶ ମାଗିବାକୁ ନେଇ ବୋର୍ଡ ତା’ର କଡା ପ୍ରତିକ୍ରିୟା ଦେଇଛି। ବୋର୍ଡ କହିଛି ଯେ ଭାରତରେ ଏପରି ଆଇନ କରିବା ଅନାବଶ୍ୟକ ଭାବରେ…
ବିପର୍ଯ୍ୟୟରେ ଜନ୍ମନେଲେ ୭୦୭ ଶିଶୁ
ଗାନ୍ଧୀନଗର, ୧୭।୬: ଗୁଜରାଟ କଚ୍ଛ ଜିଲାରେ ଗୁରୁବାର ଅତି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୭୦୭ ନବଜାତ ଜନ୍ମ ନେଇଛନ୍ତି। ବାତ୍ୟା ବିପର୍ଯ୍ୟୟ ଯୋଗୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଏହି ଗର୍ଭବତୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସରକାରୀ ସୂଚନାନୁସାରେ…
ଅନ୍ଧାରରେ ହଜାରେ ଗାଁ
ଅହମଦାବାଦ୍/ଜୟପୁର,୧୭।୬: ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟରେ ସ୍ଥଳଭାଗ ଛୁଇଁବା ସହ ବ୍ୟାପକ କ୍ଷୟକ୍ଷତି କରିଛି। ସେଠାରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଛନ୍ତି। ଗଛ ପଡ଼ି ବହୁ ଗାଡ଼ି ଓ ଘର ଭାଙ୍ଗିଯାଇଛି।…
୧୦ କୋଟିର ସହାୟତା ଦେବାକୁ ମହାଠକ ସୁକେଶ ଆଗ୍ରହୀ
ନୂଆଦିଲ୍ଲୀ,୧୭।୬: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଆହତଙ୍କୁ ଆର୍ଥିକ ସହାୟତା ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏ ନେଇ ସୁକେଶ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ…
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବନ୍ଦ ହେଉ: ରାଜ୍ୟପାଳ
କୋଲକାତା, ୧୭।୬ (ପି.ଟି.): ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବନ୍ଦ ହେବା ଜରୁରୀ ବୋଲି ରାଜ୍ୟପାଳ ଡ. ସି.ଭି. ଆନନ୍ଦ ବୋଷ ଶୁକ୍ରବାର କହିଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଛି। ଦିନକ ପୂର୍ବରୁ ଭାଙ୍ଗୋରରେ ଦୁଇ ରାଜନୈତିକ…
ସୁପ୍ରିମକୋର୍ଟଙ୍କ ବଡ ରାୟ; ଟ୍ରେନରେ ଯାତ୍ରାବେଳେ ନିଜର ଜିନିଷ ହଜିଲେ କରିପାରିବେନି ଅଭିଯୋଗ
ନୂଆଦିଲ୍ଲୀ,୧୭।୬: ଟ୍ରେନରେ ନିୟମିତ ଯାତ୍ରା କରୁଛନ୍ତି କି। ଟ୍ରେନ୍ ଯାତ୍ରାବେଳେ ଏଥର ନିଜର ଲଗେଜ ସହ ନିଜ ପର୍ସ, ବ୍ୟାଗ୍, ଟଙ୍କା ଏବଂ ଜିନିଷପତ୍ର ସଜାଡି ରଖନ୍ତୁ। ଯଦି ଏସବୁ ଚୋରି ହୁଏ ତେବେ ଆପଣ ନିଜେ ଏଥିପାଇଁ ଦାୟୀ ରହିବେ।…
Archives


