ଜାତୀୟ

ପରିସ୍ଥିତି ସ୍ବାଭାବିକ ହେବା ପରେ ଗୁରୁଗ୍ରାମରେ ହଟିଲା ୧୪୪ ଧାରା

ଚଣ୍ଡିଗଡ,୭।୮: ନୁହରେ ହିଂସା ପରେ ଗୁରୁଗ୍ରାମରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶାସନ କହିଛି। ସୋମବାର ହରିୟାଣାର ନୁହରେ ଦୁଇ ସମ୍ପ୍ରଦାୟ…

ଉତ୍ତରାଖଣ୍ଡରେ ଭୂକମ୍ପ

ପିଥୌରାଗଡ,୭।୮: ଉତ୍ତରାଖଣ୍ଡର ସୀମାବର୍ତ୍ତୀ ପିଥୌରାଗଡ ଜିଲା ଓ ଏହାର ଆଖପାଖରେ ଶନିବାର ଓ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ହେଲେ ଏହାର ତୀବ୍ରତା ରିକ୍ଟର ସ୍କେଲରେ କମ ଥିବା ଜଣାପଡିଛି। ସର୍ବପ୍ରଥମେ, ରବିବାର ରାତି ୧ଟା ୩୪ରେ ୪,୨ତୀବ୍ରତାର କମ୍ପନ ଅନୁଭୂତ…

ବିହାର ଜାତି ଗଣନା: ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୮: ଜାତି ଗଣନା ଉପରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ସୋମବାର ସୁପ୍ରିମକୋର୍ଟ ବିହାରରେ ଜାତି ଗଣନାକୁ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଯେ ପର୍ଯ୍ୟନ୍ତ ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି…

ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି, ପ୍ରଭାବିତ ପ୍ରତ୍ୟେକ ଜିଲାରେ ଗଠନ ହେବ ୬ ଏସ୍‌ଆଇଟି

ନୂଆଦିଲ୍ଲୀ,୭।୮: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ଯେ, ୬୫୦୦ ଏଫଆଇଆର୍‌ ଶ୍ରେଣୀଭୁକ୍ତ ହୋଇ କୋର୍ଟରେ ଉପଲବ୍ଧ କରାଯାଇଛି। ଆମକୁ ଏହି ବିଷୟକୁ ଅତି ପରିପକ୍ୱ ଭାବରେ ଦେଖିବା ଆବଶ୍ୟକ। ଆମେ ବିଭିନ୍ନ ପ୍ରକାରର…

ଟୁଇଟର ପ୍ରୋଫାଇଲ ପରିବର୍ତ୍ତନ କଲେ ରାହୁଲ

ନୂଆଦିଲ୍ଲୀ,୭।୮: ମୋଦି ଉପନାମ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି। ସଦସ୍ୟତା ପଦ ଫେରିବା ପରେ ହେବା ପରେ ସେ ଲୋକ ସଭାରେ ପହଞ୍ଚିଥିଲେ। ଏହି ସମୟରେ ସେ…

ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ଆଗତ

ନୂଆଦିଲ୍ଲୀ,୭।୮: ସଂସଦର ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିରହିଛନ୍ତି ବିରୋଧୀ। ଆଜି ବି ମଣିପୁର, ନୁହ ଏବଂ ଦିଲ୍ଲୀ ସେବା ବିଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଲୋକ ସଭାରେ ଦିଲ୍ଲୀ ସେବା ବିଲ ପାରିତ ହୋଇସାରିଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର…

ଚାଇନାଠାରୁ ଅର୍ଥ ନେଇ ମୋଦିଙ୍କ ବିରୋଧରେ ହେଉଛି କ୍ଷେତ୍ର ପ୍ରସ୍ତୁତ,ନ୍ୟୁଜ କ୍ଲିକ-କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଲେ ନିଶିକାନ୍ତ

ନୂଆଦିଲ୍ଲୀ,୭।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଲୋକ ସଭାରେ ମିଡିଆ ପୋର୍ଟାଲ ନ୍ୟୁଜ କ୍ଲିକର ପ୍ରସଙ୍ଗ ଉଠିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି କି ନ୍ୟୁଜ କ୍ଲିକକୁ ଚାଇନାରୁ ଫଣ୍ଡିଂ ମିଳୁଛି ଓ ଏହି ପୋର୍ଟାଲ ଦେଶ…

ଗୁଜରାଟରେ ହେବ ଏଏପି-କଂଗ୍ରେସର ମେଣ୍ଟ: ଏଏପି ନେତାଙ୍କ ଘୋଷଣା

ନୂଆଦିଲ୍ଲୀ,୭।୮: ଲୋକ ସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ଛୋଟ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜରାଟରେ ମଧ୍ୟ ଆମ ଆଦମୀ ପାର୍ଟି ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ…

ପୁନର୍ଜୀବନ ଦେବାକୁ କହି ବୃଦ୍ଧାକୁ କଲେ ହତ୍ୟା

ଉଦୟପୁର,୭ା୮: ରାଜସ୍ଥାନର ଉଦୟପୁରରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। କ୍ୟାମେରା ସମ୍ମୁଖରେ ଜଣେ ବ୍ୟକ୍ତି ୮୫ ବର୍ଷୀୟା ବୃଦ୍ଧାଙ୍କୁ ଛତାରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ କିଛି ଲୋକ ଉପସ୍ଥିତି ଥିଲେ ମଧ୍ୟ ବୃଦ୍ଧା କଳକୀବାଈ ଗମେତିଙ୍କୁ ବଞ୍ଚାଇବା ପରିବର୍ତ୍ତେ…

ଭାଜପା ଏମପି ରାମଶଙ୍କର ସଦସ୍ୟ ପଦ ଯିବା ଆଶଙ୍କା, ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ……

ନୂଆଦିଲ୍ଲୀ,୭।୮ : ଉତ୍ତରପ୍ରଦେଶର ଇଟାୱାର ଭାଜପା ଲୋକସଭା ଏମପି ରାମଶଙ୍କର କାଠେରିଆଙ୍କୁ ଆଗ୍ରା ସ୍ପେଶାଲ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହି ଆଦେଶର ନକଲ ଏପର୍ଯ୍ୟନ୍ତ ଲୋକସଭା ସଚିବାଳୟ ଗ୍ରହଣ କରି ନାହିଁ। କୋର୍ଟଙ୍କ ଆଦେଶର ନକଲ…

କୁକୁଡ଼ା ଚୋରି ସନ୍ଦେହରେ ନାବାଳକଙ୍କୁ ମିଳିଲା ଏଭଳି ଦଣ୍ଡ: ଭାଇରାଲ ହେଲା ଭିଡିଓ

ଲକ୍ଷ୍ନୌ,୭ା୮: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଫାର୍ମରୁ କୁକୁଡ଼ା ଚୋରି ସନ୍ଦେହରେ ୨ ନାବାଳକଙ୍କୁ ଫାର୍ମ ମାଲିକ ଓ କେତେଜଣ ବ୍ୟକ୍ତି ମାଡ଼ ମାରି…

ମୋଦିଙ୍କୁ ଉଦ୍ଧବଙ୍କ ପ୍ରଶ୍ନ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପା ତାଙ୍କୁ ପଛରେ ଛୁରା ଭୁସି ଥିବାରୁ ଥିବାରୁ ସେ କଂଗ୍ରେସ ସହ ଯାଇଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଭାଜପା ସହିତ ଯେତେବେଳେ କେହି ନ ଥିଲେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?