ଜାତୀୟ

୧୦୦ କି.ମି.ରୁ ତଳକୁ ଖସିବା ଚନ୍ଦ୍ରୟାନ-୩ ପାଇଁ କଠିନ ହେବ

ବେଙ୍ଗାଲୁରୁ,୮ା୮: ଚନ୍ଦ୍ରୟାନ-୩ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଛି। ଲୁନାର କକ୍ଷସ୍ଥଳ ଶହେ କି.ମିରୁ ତଳକୁ ଖସାଇବା କଠିନ ହେବ ବୋଲି ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି। ଚନ୍ଦ୍ରଯାନ ତା’ର ନିମ୍ନ କକ୍ଷ ପଥରେ ୧୭ ତାରିଖରେ ପହଞ୍ଚିବ। ଚଳିତ ଥର…

ସିକିମ୍‌ର ନାମ୍‌ଚି ସହରରେ ରାଲିବେଳେ ହିଂସା

ଗାଙ୍ଗଟକ୍‌,୮ା୮: ସିକିମ୍‌ରେ ୨୧ ବର୍ଷୀୟ ଯୁବନେତାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତୁରନ୍ତ ନ୍ୟାୟ ଦାବି କରି ସୋମବାର ନାମ୍‌ଚି ସହରରେ ବିକ୍ଷୋଭ ରାଲି କରାଯାଉଥିବାବେଳେ ଏହା ହିଂସାକାଣ୍ଡର ରୂପ ନେଇଥିଲା। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ କେତେଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥିତିକୁ…

ଟ୍ରେନ୍‌ରେ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ ସାମ୍ପ୍ରଦାୟିକ ଶତ୍ରୁତା ଧାରା ଲାଗିଲା

ମୁମ୍ମାଇ,୮ା୮:ଜୟୁପର-ମୁମ୍ବାଇ ସୁପରପାଷ୍ଟ ଏକ୍ଟପ୍ରେସରେ ଗତମାସ ୩୧ରେ ଆରପିଏଫ କନଷ୍ଟେବଳ ଚେତନ ସିଂ ତାଙ୍କ ସିନିୟର ଅଫିସର ଏଏସଆଇ ଟିକାରାମ ମୀନାଙ୍କ ସମେତ ଚାରିଜଣଙ୍କୁ ଗୁଳିମାରି ହତ୍ୟା କରିଥିଲେ। ତାଙ୍କ ବିରୋଧରେ ଏବେ ସାମ୍ପ୍ରଦାୟିକ ଶତ୍ରୁତା ଉସୁକାଇବା ଭଳି ଧାରା ଲାଗିଥିବା ରେଳବାଇ…

ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ କମାଣ୍ଡର ନିହତ

ଶ୍ରନଗର, ୮ା୮: ଜାମ୍ମୁ କାଶ୍ମୀରର ପୁଞ୍ଜ ସେକ୍ଟରରେ ସୋମବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଜଣେ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ବାଗଲାଦ୍ରାର ମୁନୀର ହୁସେନ। ସେ ୧୯୯୩ରେ ପିଓକେ ଯାଇ ଅସ୍ତ୍ରଚାଳନା…

ନୁହ ଉଚ୍ଛେଦ ଅଭିଯାନରେ ରୋକ ଲଗାଇଲେ ହାଇକୋର୍ଟ

ଗୁରୁଗ୍ରାମ/ଚଣ୍ଡିଗଡ଼,୮ା୮: ହରିୟାଣାର ନୁହ ଜିଲାରେ ପ୍ରଶାସନ ପକ୍ଷରୁ ଚାଲିଥିବା ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନ ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ରୋକ ଲଗାଇଛନ୍ତି। ନୁହ ଜିଲାରେ ପ୍ରଶାସନର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜି.ଏସ୍‌. ସନ୍ଧଓ୍ବାଲିଆ…

ଲୋକ ସଭାକୁ ଫେରିଲେ ରାହୁଲ

ନୂଆଦିଲ୍ଲୀ, ୮ା୮: ଅଯୋଗ୍ୟ ଘୋଷିତ ହୋଇ ଚାରି ମାସରୁ ଊର୍ଦ୍ଧ୍ୱ ସମୟ ଲୋକ ସଭାରୁ ଦୂରେଇ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପାର୍ଲାମେଣ୍ଟର ନିମ୍ନ ସଦନକୁ ଫେରିଛନ୍ତି। ଏକ ମାନହାନି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦିଆଯାଇଥିବା…

ଡେଟା ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୭ା୮(ପି.ଟି.) : ମଣିପୁର ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନଙ୍କ ସ୍ଲୋଗାନବାଜି ମଧ୍ୟରେ ସୋମବାର ଲୋକ ସଭାରେ ଡିଜିଟାଲ ବ୍ୟକ୍ତିଗତ ଡେଟା ସୁରକ୍ଷା ବିଲ୍‌ ଗୃହୀତ ହୋଇଛି। ବିରୋଧୀ ସଦସ୍ୟ ଏଥିରେ କେତେକ ସଂଶୋଧନ ଦାବି ଲାଗି ପ୍ରସ୍ତାବ ଦେଇଥିଲେ ହେଁ ତାହା ଧ୍ୱନି…

ନୁହ ଉଚ୍ଛେଦ ଅଭିଯାନରେ ରୋକ୍‌ ଲଗାଇଲେ ହାଇକୋର୍ଟ

ଗୁରୁଗଗ୍ରାମ/ଚଣ୍ଡିଗଡ଼,୭ା୮(ପି.ଟି.): ହରିୟାଣାର ନୁହ ଜିଲାରେ ପ୍ରଶାସନ ପକ୍ଷରୁ ଚାଲିଥିବା ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନ ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ରୋକ ଲଗାଇଛନ୍ତି। ନୁହ ଜିଲାରେ ପ୍ରଶାସନର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜି.ଏସ୍‌. ସନ୍ଧଓ୍ବାଲିଆ…

ମଣିପୁରର କଂଗ୍ରେସ ନେତାଙ୍କୁ ଭେଟିଲେ ସୋନିଆ, ରାହୁଲ

ନୂଆଦିଲ୍ଲୀ,୭ା୮: ମଣିପୁରରୁ ଆସିଥିବା କଂଗ୍ରେସ ନେତାମାନଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏମ୍‌ପି ରାହୁଲ ଗାନ୍ଧୀ ସୋମବାର ଭେଟି ରାଜ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମଣିପୁରର କଂଗ୍ରେସ ନେତାମାନଙ୍କ ମଧ୍ୟରେ ପୂର୍ବତନ…

ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବେ ବୋଲି ସମ୍ଭାବନା ରହିଛି। ଅଗଷ୍ଟ ୮ ରୁ ୧୦ ପର୍ଯ୍ୟନ୍ତ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ତେବେ ଆଲୋଚନାର…

ମଣିପୁର ହିଂସା: ସିବିଆଇ ଯାଞ୍ଚର ତଦାରଖ ପାଇଁ ପୂର୍ବତନ ଅଧିକାରୀଙ୍କୁ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୮: ମଣିପୁର ହିଂସା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଶ୍ୱସ୍ତି ଏବଂ ପୁନର୍ବାସ କାର୍ଯ୍ୟର ତଦାରଖ କରିବା ପାଇଁ କୋର୍ଟ ପୂର୍ବତନ ବିଚାରପତିଙ୍କ ଏକ କମିଟି ଗଠନ କରିଛନ୍ତି। ଏହା ସହିତ ସିବିଆଇ ତଦାରଖ ପାଇଁ ଜଣେ ପୂର୍ବତନ ଅଧିକାରୀଙ୍କୁ…

ଭାଜପା ଏମ୍‌ପି ରାମଶଙ୍କରଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୮: ଇଟାଓ୍ବାର ଭାଜପା ଏମ୍‌ପି ରାମଶଙ୍କର କାଠେରିଆଙ୍କୁ ଜିଲା ଜଜ କୋର୍ଟ ଆଗ୍ରାଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଏମ୍‌ପି ଏମ୍‌ଏଲେ କୋର୍ଟ ଆଗ୍ରାର ଦଣ୍ଡାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି। ଦୁଇ ଦିନ ପୂର୍ବରୁ ଏମ୍‌ପି ଏମ୍‌ଏଲେ କୋର୍ଟ ଦୁଇ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?