Posted inଜାତୀୟ

ଭାଜପା ଏମ୍‌ପି ରାମଶଙ୍କରଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୮: ଇଟାଓ୍ବାର ଭାଜପା ଏମ୍‌ପି ରାମଶଙ୍କର କାଠେରିଆଙ୍କୁ ଜିଲା ଜଜ କୋର୍ଟ ଆଗ୍ରାଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଏମ୍‌ପି ଏମ୍‌ଏଲେ କୋର୍ଟ ଆଗ୍ରାର ଦଣ୍ଡାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି।  ଦୁଇ ଦିନ ପୂର୍ବରୁ ଏମ୍‌ପି ଏମ୍‌ଏଲେ କୋର୍ଟ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ସୋମବାର ଜିଲା ଜଜ କୋର୍ଟରେ ଏହି ନିଷ୍ପତ୍ତି ବିରୋଧରେ ଭାଜପା ଏମ୍‌ପି ରାମଶଙ୍କର ଆବେଦନ କରିଥିଲେ। ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ଭାଜପା ଏମ୍‌ପି ରାମଶଙ୍କରଙ୍କ ସମର୍ଥକମାନେ ଆଗ୍ରାସ୍ଥିତ ତାଙ୍କ ବାସଭବନରେ ମିଠା ବଣ୍ଟନ କରି ସ୍ବାଗତ କରିଛନ୍ତି।

ଅଦାଲତ ଶୁଣାଣି ସମୟରେ କହିଛନ୍ତି , ଆବେଦନର ସମାଧାନ ନ ହେବା ପର୍ଯ୍ୟନ୍ତ ଦଣ୍ଡାଦେଶ ଉପରେ ରୋକ ରହିବ। ଏହା ବ୍ୟତିତ ଭାଜପା ସାଂସଦ ମଧ୍ୟ ତାଙ୍କ ଆବେଦନ ଉପରେ ଜାମିନ ପାଇଛନ୍ତି। ଆଗ୍ରାର ଏକ କୋର୍ଟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାଠେରିଆଙ୍କୁ ନଭେମ୍ବର ୨୦୧୧ର ଏକ ପାୱାର କମ୍ପାନୀର କର୍ମଚାରୀଙ୍କୁ ପିଟିବା ଅଭିଯୋଗରେ  ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଜରିମାନା ଆଦେଶ କରିଛନ୍ତି। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୧୪୭(ଦଙ୍ଗା) ଏବଂ ୩୨୩ ଅନୁଯାୟୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଦ୍ରାବିଡଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌? ରେସ୍‌ରେ ୩ କ୍ରିକେଟର

ନୂଆଦିଲ୍ଲୀ,୧୫।୫: ଭାରତରେ ଏବେ ଚାଲିଛି ଆଇପିଏଲ କ୍ରେଜ । ଏହା ପରେ ପରେ ଆରମ୍ଭ ହୋଇଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । T20 ବିଶ୍ବକପ ପାଇଁ...

CAA ଅଧୀନରେ ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୫ା୫: ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଅନୁଯାୟୀ ବୁଧବାର ଗୃହ ମନ୍ତ୍ରଣାଳୟ ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। “ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର...

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ବଡିଗାର୍ଡ, ପୋଲିସର ତନାଘନା

ନୂଆଦିଲ୍ଲୀ,୧୫।୫: ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି। ତେବେ...

‘ଆମେ ୧୦ କିଲୋ ରାଶନ ଦେବୁ’

ନୂଆଦିଲ୍ଲୀ,୧୫।୫: ଦେଶରେ ଲୋକ ସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଶେଷ ହୋଇଛି। ଆଉ ୩ ପର୍ଯ୍ୟାୟର ଭୋଟିଂ ବାକି ଅଛି। ଏମିତିରେ ସମସ୍ତ ଦଳ ପକ୍ଷରୁ...

ମୋଦିଙ୍କ ଭାଷଣ ଶୁଣି ରାଗିକି ନିଆଁବାଣ ପାକିସ୍ତାନ: କହିଲା ଏମିତି କଥା…

ନୂଆଦିଲ୍ଲୀ,୧୫।୫: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିରେ ପାକିସ୍ତାନ ଦୃଢ ଆପତ୍ତି ଉଠାଇଛି। ନିକଟରେ ମୋଦି କହିଥିଲେ, ଆମେ ପାକିସ୍ତାନକୁ ଚୁଡ଼ି ପିନ୍ଧାଇବୁ। ପାକିସ୍ତାନର ବୈଦେଶିକ...

ଜୁନ ୪ ପରେ ମୋଦିଙ୍କ ବିଦାୟ ନିଶ୍ଚିତ, ସରକାର ଗଢ଼ିବ ‘ଇଣ୍ଡିଆ’ ମେଣ୍ଟ: ଖାର୍ଗେ

ନୂଆଦିଲ୍ଲୀ,୧୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି। ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ...

ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ଙ୍କୁ ଗିରଫ କରିବା ଅବୈଧ:ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୫: ସୁପ୍ରିମକୋର୍ଟ ୟୁଏପି ମାମଲାରେ ଦିଲ୍ଲୀ ପୋଲିସ ଦ୍ୱାରା ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ବେଆଇନ ବୋଲି କହିଛନ୍ତି। ଏଥିସହ ପ୍ରବୀରଙ୍କୁ ମୁକ୍ତ...

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri