ଜାତୀୟ

ମୁମ୍ବାଇର ‘ଇଣ୍ଡିଆ’ ବୈଠକରେ ଯୋଗଦେବେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୮: ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଗୁରୁବାର ଏନଡିଏରେ ସାମିଲ ହେବା ଖବରକୁ ଖାରଜ କରିଛନ୍ତି। ତାଙ୍କ ପାର୍ଟି କହିଛି, ସେ ମୁମ୍ବାଇରେ ହେବାକୁ ଯାଉଥିବା ବିରୋଧୀ ଦଳ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଦଳ ସାମିଲ ହେବେ। ତେବେ…

ରବିଦାସ ମନ୍ଦିରର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାଗର ଜିଲ୍ଲାର ସନ୍ଥ ରବିଦାସ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବ ଏହି ମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ। ନାଗାରା ଶୈଳୀରେ ଏହି ମନ୍ଦିର…

ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ

ନୂଆଦିଲ୍ଲୀ,୧୨ା୮: ମଣିପୁରର ଜାତିଆଣ ହିଂସାକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଭାଜପା ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଜୋର୍‌ଦାର ବିତର୍କ ପରେ ଶୁକ୍ରବାର ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟ କାଳ…

ଜିଏସ୍‌ଟି ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୧୨ା୮: ମୌସୁମୀ ଅଧିବେଶନର ଶେଷ ଦିନରେ ଜିଏସ୍‌ଟି ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଅନ୍‌ଲାଇନ ଗେମିଂ, କାସିନୋ ଏବଂ ହର୍ସ ରେସ୍‌ କ୍ଲବ୍‌ରେ ବେଟିଂର ପୂର୍ଣ୍ଣ ଫେସ୍‌ ଭାଲ୍ୟୁ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲଗାଇବା ପାଇଁ କେନ୍ଦ୍ରୀୟ ଓ…

ଆଜି ଓ୍ବାୟନାଡ ଯିବେ ରାହୁଲ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦୁଇ ଦିନିଆ ଓ୍ବାୟନାଡ ଗସ୍ତରେ ଯିବେ। ନିକଟରେ ଲୋକ ସଭାର ସଦସ୍ୟତା ଫେରିପାଇବା ପରେ ଏହା କଂଗ୍ରେସ ନେତାଙ୍କ ପ୍ରଥମ ଓ୍ବାୟନାଡ ଗସ୍ତ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସର କେରଳ ୟୁନିଟରେ…

ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ ମଜାକ ଉଡ଼ାଉଛନ୍ତି: ରାହୁଲ

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ଜଳୁଥିବା ହିଂସାର ନିଆଁକୁ ଲିଭାଇାକୁ ଚାହୁଁନାହାନ୍ତି, ଯାହା ହେଉଛି ବାସ୍ତବ ସତ୍ୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁବାର ପାର୍ଲାମେଣ୍ଟରେ କହୁଥିବାବେଳେ ମଜାକ ଉଡ଼ାଉଥିଲେ। ଏନ୍‌ଡିଏ ସଦସ୍ୟମାନେ…

ନାବାଳିକାଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧୨ା୮(ପି.ଟି.): ବ୍ରିଟିଶ୍‌ ଅମଳର ଭାରତୀୟ ଦଣ୍ଡବିଧି ଆଇନ(ଆଇପିସି), ଆପରାଧିକ ଦଣ୍ଡ ସଂହିତା(ସିଆର୍‌ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନ ହଟିବ। ଏହା ପରିବର୍ତ୍ତେ ଦେଶରେ ନୂଆ ଆଇନ ପ୍ରଣୟନ କରାଯିବ। ଏଥିସକାଶେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭାରେ ୩ଟି ପୃଥକ୍‌ ବିଲ୍‌…

ବଦଳିବ ଆଦିବସୀ ଭୋଟର ସମୀକରଣ, କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ

ନୂଆଦିଲ୍ଲୀ,୧୧।୮: କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ। ଛତିଶଗଡରେ ଆଦିବସୀ ସମ୍ପଦ୍ରାୟର ଭୋଟବ୍ୟାଙ୍କ କୁହାଯାଉଥିବା ସେ ଲୋକସଭା ନିର୍ବାଚନରେ ଆଦିବସୀ ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ନେତମଙ୍କ ଇସ୍ତଫା କଂଗ୍ରେସକୁ ଝଟକା ଦେଇଛି। ଏଥିସହ ତାଙ୍କର ଏହି ନିଷ୍ପତ୍ତି…

ଜିଏସ୍‌ଟି ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୧୧ା୮(ପି.ଟି.): ମୌସୁମୀ ଅଧିବେଶନର ଶେଷ ଦିନରେ ଜିଏସ୍‌ଟି ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଅନ୍‌ଲାଇନ ଗେମିଂ, କାସିନୋ ଏବଂ ହର୍ସ ରେସ୍‌ କ୍ଲବ୍‌ରେ ବେଟିଂର ପୂର୍ଣ୍ଣ ଫେସ୍‌ ଭାଲ୍ୟୁ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲଗାଇବା ପାଇଁ କେନ୍ଦ୍ରୀୟ ଓ…

ମିଶନ ଗଗନୟାନ: ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କଲା ଇସ୍ରୋ

ବେଙ୍ଗାଲୁରୁ,୧୧।୮: ଗଗନୟାନ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)। ଇସ୍ରୋ ଶୁକ୍ରବାର ଏହି ପ୍ରସ୍ତୁତିରେ ଆଉ ପାଦେ ଆଗକୁ ବଢିଛି। ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କରିଛି। ମାନବ ମହାକାଶ ଉଡ଼ାଣ ମିଶନରେ…

ବଦଳି ହେଲେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକ; ମାନହାନି ମାମଲାରେ ରାହୁଲଙ୍କ ଆବେଦନକୁ କରିଥିଲେ ଖାରଜ

ନୂଆଦିଲ୍ଲୀ,୧୧।୮: ଦେଶର ବିଭିନ୍ନ ହାଇକୋର୍ଟର ୨୩ଜଣ ବିଚାରପତିଙ୍କୁ ବଦଳି କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଯେଉଁ ବିଚାରପତମାନିଙ୍କୁ ବଦଳି କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକଙ୍କ ନାମ ମଧ୍ୟ ସାମିଲ ଅଛିି। ଜଷ୍ଟିସ ହେମନ୍ତ ମୋଦି ସାଙ୍ଗିଆ…

ଲୁଣ ମାରିବା କର୍ମଚାରୀଙ୍କ ସମସ୍ୟା ବଢାଉଛି ତାପମାତ୍ରା ବୃଦ୍ଧି, ଦେଖାଗଲାଣି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୧।୮: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବିଶ୍ୱର ଗମ୍ଭୀର ସମସ୍ୟା ହୋଇ ଉଭା ହୋଇଛି। ଗ୍ଲୋବାଲ ଓ୍ବାର୍ମିଂ ଏବେ ଗ୍ଲୋବାଲ ବଏଲିଂର ରୂପ ନେଇଛି। ତାପମାତ୍ରା ବଢିବା ହେତୁ ତାମିଲନାଡୁର ଲୁଣ ମାରିବା କର୍ମଚାରୀଙ୍କ ବୃତ୍ତିଗତ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?