ଜାତୀୟ

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲେ ଖୋଲି ଯାଇଥାଆନ୍ତା ବିରୋଧୀଙ୍କ ଅହଂକାରୀ ମେଣ୍ଟର ମୁଖା: ମୋଦିି

ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଆଞ୍ଚଳିକ ପଞ୍ଚାୟତ ରାଜ ପରିଷଦକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଦେଶ ଦେଖିଛି ଯେ ବିରୋଧୀଦଳପାର୍ଲାମେଣ୍ଟରୁ ପଳାୟନ କରିଛନ୍ତି। ଯଦି ଏମାନେ ସେଠାରେ ରହିଥାନ୍ତେ, ତେବେ…

ୟୁପି ଏନକାଉଣ୍ଟର: ଏନକାଉଣ୍ଟରରେ ୧୪୪ଟି ମାମଲାରେ ହୋଇଛି କେସ୍‌ କ୍ଲୋଜ୍‌

ଲକ୍ଷ୍ନୌ,୧୨।୮: ୨୦୧୭ରୁ ଏବେ ଯାଏଁ ଉତ୍ତରପ୍ରଦେଶରେ ହୋଇଥିବା ୧୮୩ଟି ଏନକାଉଣ୍ଟରର ଯାଞ୍ଚ ଉପରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ମାମଲାଗୁଡ଼ିକ ମଧ୍ୟରୁ କେତୋଟି ସନ୍ଦିଗ୍ଧ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ସନ୍ଦିଗ୍ଧ ମାମଲାରୁ କାହାକୁ ଗିରଫ…

ବିଦେଶ ଯିବେ ରାହୁଲ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି। ଏହାପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ ଯେତେବେଳେ ପାର୍ଲାମେଣ୍ଟରୁ ତାଙ୍କର ସଦସ୍ୟତା ରଦ୍ଦ…

ପ୍ରଦୀପ କୁରୁଲକରଙ୍କୁ ସୁରକ୍ଷା ଦେବା ପାଇଁ ଦେଶଦ୍ରୋହ ଆଇନ ହଟାଇଛନ୍ତି ସରକାର!

ମୁମ୍ବାଇ,୧୨।୮: ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଭାଜପା ଓ ମୋଦି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ପୁଣେ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିରୋଧରେ ଦେଶଦ୍ରୋହ ଲଗାଇନାହାନ୍ତି। ସେ ଦେଶର ପ୍ରତିରକ୍ଷା ସମ୍ବନ୍ଧରେ ଥିବା…

ଅପଡେଟ୍‌ ନ କଲେ ଡି ଆକ୍ଟିଭ ହୋଇଯିବ ଜିମେଲ ଆକାଉଣ୍ଟ, ଆଲର୍ଟ କଲା ଗୁଗୁଲ

ନୂଆଦିଲ୍ଲୀ,୧୨।୮: ଜିମେଲ ଆକାଉଣ୍ଟ ହୋଇଯିବ ବନ୍ଦ। ଏନେଇ ପ୍ରତିଟି ମେଲ ଆକାଉଣ୍ଟରେ ଆଲର୍ଟ ମେସେଜ ଦେଇଛି ଗୁଗଲ। ଆକାଉଣ୍ଟ ଖୋଲି ବ୍ୟବହାର କରୁ ନ ଥିଲେ ଆକାଉଣ୍ଟ ଡି ଆକ୍ଟିଭ ହୋଇଯିବ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ…

ଜୟାପ୍ରଦାଙ୍କୁ ୬ ମାସ ଜେଲ, ୫୦୦୦ଟଙ୍କା ଜରିମାନା

ମୁମ୍ବାଇ,୧୨।୮: ବଲିଉଡର ୮୦ ଓ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା ଅସୁବିଧାରେ ପଡିଛନ୍ତି। ଶୁକ୍ରବାର ଜୟା ପ୍ରଦା ଚେନ୍ନାଇର ଏକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୬ମାସ ଜେଲ ଦଣ୍ଡାଦେଶ ହୋଇଥିଲା। ଅଭିଯୋଗ ଅନୁଯାୟୀ…

ଜମ୍ମୁ-କଶ୍ମୀର ଆକାଶରେ ଉଡିବ ମିଗ-୨୯, ବଢିବ ଚାଇନା-ପାକିସ୍ତାନର ଚିନ୍ତା

ନୂଆଦିଲ୍ଲୀ,୧୨।୮: ଭବିଷ୍ୟତର ନିରାପତ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏକ ବଡ ନିଷ୍ପତ୍ତି ନେଇଛି। ଜାମ୍ମୁ କାଶ୍ମୀର ଭଳି ରଣନୈତିକ କ୍ଷେତ୍ରରେ ପ୍ରତିରକ୍ଷା ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ବାୟୁସେନା ଶ୍ରୀନଗର ବିମାନବନ୍ଦରରେ ଉନ୍ନତ ମିଗ-୨୯ ଯୁଦ୍ଧ ବିମାନର ଏକ…

୨୦୨୦ରେ ଅସ୍ତ୍ରବିରତି ଉଲ୍ଲଂଘନରେ ୨୪ ସୈନିକ ହୋଇଛନ୍ତି ଶହିଦ

ନୂଆଦିଲ୍ଲୀ,୧୨।୮: ସଂସଦରେ ମୌସୁମୀ ଅଧିବେଶନ ଶେଷ ହୋଇଛି। ତେବେ ଅଧିବେଶନରେ ପାକିସ୍ତାନ ଉପରେ ଆଲୋଚନା କରାଯାଇଥିଲା। ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିବରଣୀ ସରକାର ପ୍ରଦାନ କରିଥିଲେ। ସରକାର କହିଛନ୍ତି,୨୦୨୦ରେ ୨୪ ସୈନିକ ନିହତ ହୋଇଥିଲେ। ସଂସଦରେ…

ଦକ୍ଷିଣ ଚୀନ ସାଗର ବିବାଦକୁ ନେଇ ଭାରତ ରଖିଲା ଆଭିମୁଖ୍ୟ, ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଦାବି

ନୂଆଦିଲ୍ଲୀ,୧୨।୮:ଦକ୍ଷିଣ ଚୀନ ସାଗରରେ ଚାଇନା ଓ ଫିଲିପାଇନ୍ସ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଭାରତ ପୁଣି ନିଜର ଆଭ୍‌ିମୁଖ୍ୟ ପ୍ରକାଶ କରିଛି। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଆହ୍ବନ କରିଛି। ସୂଚନାଯୋଗ୍ୟ, ନିକଟରେ ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସ ଏବଂ…

ମଣିପୁର ପ୍ରସଙ୍ଗରେ ଫିଲ୍ଡ କମାଣ୍ଡର୍ସଙ୍କ ସହ ବୈଠକ କଲେ ବିଏସଏଫ ଏଡିଜି

କୋଲକତା, ୧୨।୮: ବିଏସଏଫ ଏଡିଜି ସୋନାଲି ମିଶ୍ର କୋଲକତାସ୍ଥିତ ଇଷ୍ଟର୍ନ କମାଣ୍ଡ ମୁଖ୍ୟାଳୟରେ ଦ୍ୱିତୀୟ ତ୍ରିମାସିକ ଫିଲ୍ଡ କମାଣ୍ଡର୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିଏସଏଫର ଇଷ୍ଟର୍ନ କମାଣ୍ଡର ୬ ଫ୍ରଣ୍ଟିଅର ଦକ୍ଷିଣ ବଙ୍ଗଳା, ଉତ୍ତର ବଙ୍ଗଳା, ଗୌହାଟି, ମେଘାଳୟ, ମିଜୋରାମ…

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ଶିମଲା,୧୨।୮: ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ୮ମାସରୁ ଅଧିକ ସମୟ ବିତିଗଲାଣି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହାକୁ ଶକ୍ତି ପରିବର୍ତ୍ତନ ନୁହେଁ, ବରଂ ବ୍ୟବସ୍ଥାରେ ପରିବର୍ତ୍ତନ ବୋଲି କହିଛନ୍ତି। ସେ ରାଜ୍ୟରେ ସିଷ୍ଟମ ପରିବର୍ତ୍ତନର ବାର୍ତ୍ତା ଦେଉଛନ୍ତି। ନିଜ…

ମଣିପୁରରେ ଆଉ ଏକ ଗଣବଳାତ୍କାର ଅଭିଯୋଗ, ବିକ୍ଷୋଭ ପ୍ରଦର୍ଶନ ଜାରି

ଇମ୍ଫାଲ,୧୨।୮: ଗତ ତିନିମାସ ଧରି ମଣିପୁରରେ ହିଂସା ଜାରି ରହିଛି। ଏବେ ମଣିପୁରରେ ଆଉ ଏକ ଗଣବଳାତ୍କାର ଦାବି ହୋଇଛି। ଶୁକ୍ରବାର ଚୁରଚାନ୍ଦପୁର ଜିଲାର ୩୭ ବର୍ଷିୟା ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ହଜାର ହଜାର ମହିଳା ମଣିପୁରର ପାଞ୍ଚଟି ଉପତ୍ୟକା ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?