ଜାତୀୟ

କମଲ ନାଥଙ୍କ ବୟାନକୁ ନେଇ ସଫେଇ ଦେଉଛନ୍ତି ଦିଗବିଜୟ

ଭୋପାଳ,୧୩।୮: ହିନ୍ଦୁ ରାଷ୍ଟ୍ର ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବୟାନ ଉପରେ ଦିଗବିଜୟ ସିଂ ସ୍ପଷ୍ଟୀକରଣ ଦେଉଛନ୍ତି। ସେ କହିଛନ୍ତି ଯେ କମଲ ନାଥଙ୍କ ବୟାନକୁ ଓଲଟା ସିଧା ଉପସ୍ଥାପିତ କରାଯାଉଛି। କମଲ ନାଥ କହିଥିଲେ ଯେ ଦେଶରେ ୮୨…

କଂଗ୍ରେସକୁ ଟାର୍ଗେଟ କଲେ ଅନୁରାଗ ଠାକୁର, ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାଆର ହତ୍ୟା କରୁଛନ୍ତି

ନୂଆଦିଲ୍ଲୀ,୧୩।୮: ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାତାଙ୍କୁ ହତ୍ୟା କରିବାକୁ ଚିନ୍ତା କରିପାରିବେ। ସେମାନେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ କେବଳ ସମ୍ବିଧାନ ଏବଂ ଭାରତ ମାଆର ହତ୍ୟା ବିଷୟରେ ଭାଷଣ ଦିଅନ୍ତି। କେନ୍ଦ୍ର…

ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟ ଉପରେ ‘ଏକ୍ସ’ରୁ ତଥ୍ୟ ମାଗିବ ପୋଲିସ, ସୂଚନା ଦେଲେ ଇନ୍ଦୋର ପୋଲିସ କମିଶନର

ଇନ୍ଦୋର,୧୩।୮: ମଧ୍ୟପ୍ରଦେଶର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଦୁର୍ନୀତି ଅଭିଯୋଗ ନେଇ ଇନ୍ଦୋରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କମଲ ନାଥ ଏବଂ ଅରୁଣ ଯାଦବଙ୍କ ପରି କଂଗ୍ରେସର ବରିଷ୍ଠ ନେତାଙ୍କ ‘ଏକ୍ସ’ (ପୂର୍ବ ଟୁଇଟର) ଆକାଉଣ୍ଟଗୁଡ଼ିକର ହ୍ୟାଣ୍ଡଲର୍‌ (ଆକାଉଣ୍ଟ ଚଳାଉଥିବା…

ଖାଲିସ୍ତାନୀଙ୍କ ସହ ମୁକାବିଲା କରିବାକୁ ବ୍ରିଟେନ ପ୍ରସ୍ତୁତ…

ନୂଆଦିଲ୍ଲୀ,୧୩।୮ : ଭାରତୀୟମାନେ କ୍ରମାଗତ ଭାବେ ଖାଲିସ୍ତାନୀଙ୍କର ଟାର୍ଗେଟ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ବ୍ରିଟିଶ ସୁରକ୍ଷା ମନ୍ତ୍ରୀ ଟମ ଟୁଗେନହାଟ ସ୍ପଷ୍ଟ କରିଛନ୍ତି ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ରିଟେନ ଆବଶ୍ୟକ ପଦକ୍ଷେପ…

ଭିଆଇପି ଗାଡିରୁ ହଟିବ ସାଇରନ, ବ୍ୟବହାର ହେବ ବଂଶୀ ଶଦ୍ଦ: ନୀତିନ ଗଡକରୀ

ନୂଆଦିଲ୍ଲୀ,୧୩।୮: ଭିଆଇପି ଗାଡିରୁ ହଟିବ ସାଇରନ। ଭିଆଇପି ଗାଡିରୁ ନାଲି ବତୀ ହଟାଇବା ପରେ କେନ୍ଦ୍ର ଓ ସଡକ ପରିବହନ ମନ୍ତ୍ରୀ ବର୍ତ୍ତମାନ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେରେ ଚାନ୍ଦନୀ ଚୌକ…

ତ୍ରିରଙ୍ଗା ସହ ସେଲ୍‌ଫି ନେଇ ଅପଲୋଡ କରିବାକୁ ଜନତାଙ୍କୁ ଅପିଲ କଲେ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୭ ତମ ସ୍ବାଧିନତା ଦିବସକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିବାକୁ ଦେଶବାସୀଙ୍କୁ ଏକ ନିଆରା ଅପିଲ କରିଛନ୍ତି। ସେ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନ ଅନ୍ତର୍ଗତ ୱେବସାଇଟ hargarhtiranga.com ରେ ତ୍ରିରଙ୍ଗା ସହିତ ଫଟୋ…

ଚାଚା-ପୁତୁରାଙ୍କ ଗୁପ୍ତ ବୈଠକ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢ଼ିଲା…

ମୁମ୍ବାଇ,୧୩।୮ : ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ଦଳର ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ନେଉଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ଶନିବାର ପୁଣେରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଜଣେ ବ୍ୟବସାୟୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।…

ଅଗଷ୍ଟ ୧୫ରୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା: ଶିନ୍ଦେ ସରକାରଙ୍କ ଘୋଷଣା…

ମୁମ୍ବାଇ,୧୩।୮ : ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଅଗଷ୍ଟ ୧୫ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଡାକ୍ତରଖାନାଗୁଡ଼ିକ ରୋଗୀଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରିବେ ନାହିଁ। ରାଜ୍ୟ…

ଅଜିତ ପାଓ୍ବାରଙ୍କୁ ‘ଇଣ୍ଡିଆ’ରେ ସାମିଲ ହେବାକୁ ଦିଆଯାଇଥିବ ନିମନ୍ତ୍ରଣ’, ଅଜିତ-ଶରଦଙ୍କ ସିକ୍ରେଟ ବୈଠକକୁ ନେଇ କହିଲେ ସଞ୍ଜୟ

ମୁମ୍ବାଇ,୧୩।୮: ନାଶନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ବଡ ବୟାନ ଦେଇଛନ୍ତି। ରବିବାର ରାଉତ କହିଛନ୍ତି ଯେ ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ…

୨୦୧୮ ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ଅବକାରୀ ମନ୍ତ୍ରୀ ଶ୍ରୀନିବାସ ଗୌଡଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମାମଲା ଦାୟର

ହାଇଦ୍ରାବାଦ,୧୩।୮: ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇଦ୍ରାବାଦ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।ତେବେ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଏଫଆଇଆରରେ ପ୍ରଥମ…

୨୭ ସପ୍ତାହ ଭ୍ରୁଣର ଗର୍ଭପାତ ପାଇଁ ମହିଳାଙ୍କୁ ଅନୁମତି ଦେଇଥିଲେ ହାଇକୋର୍ଟ, ଜୀବିତ ଜନ୍ମ ହେଲେ ଶିଶୁ…

ମୁମ୍ବାଇ,୧୩।୮ : ନିକଟରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ୨୭ ସପ୍ତାହର ଗର୍ଭସ୍ଥ ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ମହିଳାଙ୍କ ହୃଦୟରେ ଏକ ଛୋଟ ଛିଦ୍ର ଥିବାରୁ ହାଇକୋର୍ଟ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ ଅନୁମତି ଦେଇଥିଲେ।…

ଆମେ ଦେଶ ପାଇଁ ମରିପାରିବୁ ନାହିଁ, ହେଲେ ଦେଶ ପାଇଁ ବଞ୍ଚିବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ: ଶାହା

ଅହମଦାବାଦ,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ରବିବାର ଗସ୍ତର ଦ୍ୱିତୀୟ ଦିନରେ ଶାହା ଅହମ୍ମଦାବାଦରେ ତିରଙ୍ଗା ଯାତ୍ରାକୁ ପତାକା ଦେଖାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସ୍ବାଧୀନତାର ୭୫ବର୍ଷ ହୋଇସାରିଛି। ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?