କୁମାର ବିଶ୍ୱାସ କାଉ ରୂପେ ଆସି ରାଘବ ଚଢାଙ୍କୁ ଖୁମ୍ପି ଦେଇଗଲେ: ଏଏପି ବିଧାୟକ
ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ସଂସଦ ଭବନ ଆଗରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାଘବ ଚଢାକୁ ଏକ କାଉ ଖମ୍ପି ଦେଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ରାଘବଙ୍କୁ ଭାଜପାର କିଛି ନେତା ଟ୍ରୋଲ କରୁଛନ୍ତି। କିନ୍ତୁ…
ମଣିପୁର ପ୍ରସଙ୍ଗରେ କିଛି କହୁନାହାନ୍ତି, ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ
ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ଏକ ରାଲିରେ କଂଗ୍ରେସ ଏବଂ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଉପରେ କିଛି କହୁନାହାନ୍ତି, କିନ୍ତୁ…
କ୍ଷମତା ପାଇଁ ମଣିପୁର କ’ଣ ପୂରା ଦେଶକୁ ଜାଳିଦେବ ଭାଜପା: ରାହୁଲ
ନୂଆଦିଲ୍ଲୀ,୨୭।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୁବ କଂଗ୍ରେସ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ମଣିପୁର ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି, ଭାଜପା-ଆରଏସଏସ କେବଳ କ୍ଷମତା ପାଇଁ ଭୋକିଲା ଏବଂ ଏଥିପାଇଁ ଏହା କେବଳ…
ଜୁଲାଇ ୩୦ରେ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିପାରନ୍ତି ବିରୋଧୀ ଦଳ ଏମପି
ନୂଆଦିଲ୍ଲୀ,୨୭।୭: ମଣିପୁର ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା ଜାରି ରହିଛି। ବିରୋଧୀ ସର୍ବଦା ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଦାବି କରି ଆସୁଛନ୍ତି। ଏହି ସମୟରେ, ଗଣମାଧ୍ୟମର ରିପୋର୍ଟରେ ଦର୍ଶାଯାଇଛି ଯେ ବିରୋଧୀ ଦଳ ମେଣ୍ଟର ଏମପି I.N.D.I.A…
ରାଜସ୍ଥାନ ସରକାର, ବିରୋଧୀଙ୍କୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ, କହିଲେ ଯଦି ଲାଲ୍ ଡାଏରୀର ରାଜ୍ ଖୋଲିବ ତେବେ…
ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ପହଞ୍ଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ‘ଇଣ୍ଡିଆ’ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୀମିର ନାମ ମଧ୍ୟ ମଧ୍ୟ ‘ଇଣ୍ଡିଆ’ଥିଲା, ଯାହାର…
ଚାଷୀଙ୍କ ଖାତାକୁ ଗଲା ୧୪ ତମ କିସ୍ତି
ନୂଆଦିଲ୍ଲୀ,୨୭।୭: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପିଏମ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ଚାଷୀଙ୍କ ଖାତାକୁ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ…
୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା…
ନୂଆଦିଲ୍ଲୀ,୨୭।୭ : ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଭାରତରେ ନିଖୋଜ ମହିଳା ଓ ବାଳିକାଙ୍କ ସଂଖ୍ୟା ଉପରେ ଏକ ନୂତନ ତଥ୍ୟ ପ୍ରକାଶ କରିଛି। ଏନସିଆରବି ତଥ୍ୟକୁ ଉଦ୍ଧୃତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି କେବଳ ୨୦୨୧ ମସିହାରେ…
କଳା କପଡା ପିନ୍ଧୁଥିବା ଲୋକଙ୍କର ଆଜିବି କଳା, ଭବିଷ୍ୟତ ବି କଳା, ବିରୋଧୀଙ୍କୁ ଟାର୍ଗେଟ କଲେ ଗୋୟଲ
ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ଲଗାତାର ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ ମାଗି ଚାଲିଛନ୍ତି।ଏ ସମ୍ପର୍କରେ ଗତ କିଛି ଦିନ ହେବ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଉତ୍ତେଜନା ଦେଖାଦେଇଥିବାବେଳେ ବିରୋଧୀ ଏମପିମାନେ କଳା ପୋଷାକ ପିନ୍ଧି ଗୃହରେ ପହଞ୍ଚିଛନ୍ତି। କେନ୍ଦ୍ର ମନ୍ତ୍ରୀ…
ମୋଦି ଦିଅନ୍ତୁ ଇସ୍ତଫା, ଶାହା ହୁଅନ୍ତୁ ଦେଶର ପ୍ରଧାନମନ୍ତ୍ରୀ: ଟି.ଏସ. ସିଂ ଦେଓ…
ରାୟପୁର,୨୭।୭ : ମଣିପୁର ପ୍ରସଙ୍ଗରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ସଂସଦରେ ବିରୋଧୀ ଦଳର ମିଳିତ ମେଣ୍ଟ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର ମାଗି ଲୋକସଭାରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଲୋକସଭା ବାଚସ୍ପତି ଓମ…
ପୁଲଓ୍ବାମା ଶହୀଦଙ୍କ ପରିବାର ବର୍ଗଙ୍କୁ କାହିଁକି ମିଳିନି ନିଯୁକ୍ତି, କେନ୍ଦ୍ର ସରକାର ଦେଲେ ଉତ୍ତର…
ନୂଆଦିଲ୍ଲୀ,୨୭।୭ : ୨୦୧୯ ମସିହାରେ, ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାର ବର୍ଗଙ୍କୁ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ସେମାନଙ୍କ ପିଲାମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ…
ନିର୍ବାଚନ ପୂର୍ବରୁ ନିଜ କର୍ମୀଙ୍କୁ ଚେତାବନୀ ଦେଲେ କମଲନାଥ
ଭୋପାଳ,୨୭।୭: ମଧ୍ୟ ପ୍ରଦେଶ ସାଧାରଣ ନିର୍ବାଚନକୁ ଆଉ ବେଶିଦିନ ବାକି ନାହିଁ। ରାଜ୍ୟରେ ଶାସନ କ୍ଷମତାକୁ ହରାଇଥିବା ପିସିସି ମୁଖ୍ୟ କମଲନାଥ ଏବେ ଟିକେ କଡା ନିମୟ ଆପଣାଇଛନ୍ତି। ଏହି ନିୟମ ଆଉ କାହାପାଇଁ ନୁହେଁ ବରଂ ନିଜ ଦଳର କର୍ମୀଙ୍କ…
ଜ୍ଞାନବ୍ୟାପୀ ସର୍ଭେକୁ ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବଡ ବୟାନ, କହିଲେ ହିନ୍ଦୁ ମନ୍ଦିରର ହେଉ ଯାଞ୍ଚ
ନୂଆଦିଲ୍ଲୀ,୨୭।୭: ସମାଜବାଦୀ ପାର୍ଟିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି। ଜ୍ଞାନବ୍ୟାପୀ ମସଜିଦର ଏଏସଆଇ ସର୍ଭେ ସମ୍ପର୍କରେ ଏସପି ନେତା ପୁଣି ଥରେ ଏକ ବଡ଼ ବୟାନ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି ଯେ ଯଦି…
Archives


