ଜାତୀୟ

ବାଦଲଫଟା ବର୍ଷା: ସୋଲନରେ ୭ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

ସୋଲନ,୧୪।୮ : ହିମାଚଳ ପ୍ରଦେଶରୁ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ସୋଲାନ ଜିଲାରେ ବାଦଲଫଟା ବର୍ଷା ହୋଇଛି। ଜିଲାର କାନ୍ଦାଘାଟ ସବ-ଡିଭିଜନର ମମଲିଗ ଉପ-ତହସିଲର ଜାଡନ ଗ୍ରାମରେ ରାତ୍ର ସାଢ଼େ ଗୋଟାଏ ସମୟରେ ଦୁଇ ଘର ଏବଂ ଗୋଟିଏ ଗୋଶାଳ ବନ୍ୟା…

ଅଗଷ୍ଟ ୧୫ ପାଇଁ ସୁରକ୍ଷା ଛାଉଣୀ: ଦିଲ୍ଲୀରେ ୧୦ ହଜାର ସୁରକ୍ଷାକର୍ମୀ ନିୟୋଜିତ, ଡ୍ରୋନରେ ପାଟ୍ରୋଲିଂ…

ନୂଆଦିଲ୍ଲୀ,୧୪।୮ : ସ୍ବାଧୀନତା ଦିବସରେ ସମସ୍ତ ଉତ୍ସବକୁ ସଫଳତାର ସହିତ ପାଳନ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡିକ ବିସ୍ତୃତ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ କରାଯାଇଛି। ଏହି ବ୍ୟବସ୍ଥା ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି ଦିଲ୍ଲୀ-ଏନସିଆରର…

ସଚ୍ଚିନଙ୍କ ସହ ତ୍ରିରଙ୍ଗା ଉଡାଇଲେ ସୀମା

ନୂଆଦିଲ୍ଲୀ,୧୪।୮: ଭାରତ ସୀମା ଅତିକ୍ରମ କରିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର ରବିବାର ‘ହର ଘର ତିରଙ୍ଗା’ ଅଭିଯାନରେ ଯୋଗ ଦେଇ ତାଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ବର୍ତ୍ତମାନ ଉତ୍ତରପ୍ରଦେଶର ନୋଏଡାଠାରେ ରହୁଥିବା ସୀମା ତାଙ୍କ ସ୍ବାମୀ ସଚିନଙ୍କ ସହ…

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଲେ ନିଶ୍ଚିତ ଜିତିବେ ପ୍ରିୟଙ୍କା ଗାନ୍ଧୀ: ସଞ୍ଜୟ ରାଉତ

ମୁମ୍ବାଇ,୧୪।୮: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତି ତେବେ ସେ ବିଜୟୀ ହେବା ନିଶ୍ଚିତ। କାରଣ ବାରାଣସୀର ଲୋକେ ପ୍ରିୟଙ୍କାକୁ…

୧୫ ସିବିଆଇ ଅଫିସରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲ

ନୂଆଦିଲ୍ଲୀ,୧୪ା୮ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୧୫ ଜଣ ଅଫିସର ଉଲ୍ଲେଖନୀୟ ତଦନ୍ତ ପାଇଁ ଚଳିତବର୍ଷ ସମ୍ମାନଜନକ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ପୁରସ୍କୃତ ହେବା ଲାଗି ମନୋନୀତ ହୋଇଛନ୍ତି। ପୁରସ୍କାର ପାଇବାକୁ ଥିବା ଅଫିସରମାନେ ହେଲେ ସିବିଆଇ ଏସ୍‌ପି ବିଦ୍ୟୁତ୍‌ ବିକାଶ,…

ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୪ା୮(ପି.ଟି.) : ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଭେଦ ବଢ଼ାଇ ଦେଶରେ ଅସ୍ଥିରତା ସୃଷ୍ଟି ମାଧ୍ୟମରେ ଶାନ୍ତି ଭଙ୍ଗ କରିବା ପାଇଁ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଷଡ଼ଯନ୍ତ୍ର ଚଳାଇଥିବାବେଳେ ଏହାକୁ ଭଣ୍ଡୁର କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)…

ଗୋଆର ଦୁପଟ୍ଟା କିଲର

ପଣଜୀ,୧୪ା୮: ୧୯୯୪ରେ ମହାନନ୍ଦ ନାଏକଙ୍କୁ ୨୫ ବର୍ଷ ହୋଇଥିଲା। ଗୋଆ ରାଜଧାନୀ ପଣଜୀରୁ ୪୦ କି.ମି. ଦୂର ଶିରୋଡାରେ ସେ ଅଟୋ ଚଳାଉଥିଲେ। ମହାନନ୍ଦଙ୍କ ଘର ଅପରପାର୍ଶ୍ୱରେ ଦର୍ଶନା ନାଏକ(୨୧) ଏକୁଟିଆ ରହୁଥିଲେ। ସେହିବର୍ଷ ସେପ୍ଟେମ୍ବର ୩୦ରେ ଦର୍ଶନାଙ୍କ ଝୁଲନ୍ତା ମୃତଦେହ…

ଯୁବବର୍ଗଙ୍କୁ ଅସ୍ତ୍ର ଧରିବାକୁ ଆହ୍ବାନ

ଚଣ୍ଡିଗଡ଼,୧୪ା୮: ହରିୟାଣାର ନୁହ ଜିଲାରେ ଗତ ମାସ ୩୧ରେ ଘଟିଥିବା ହିଂସାତ୍ମକ ସଂଘର୍ଷ ଘଟଣା ଉପରେ ଆଲୋଚନା ପାଇଁ ରବିବାର ପାଲଓ୍ବାଲଠାରେ ସର୍ବ ହିନ୍ଦୁ ସମାଜ ପକ୍ଷରୁ ଏକ ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ଏହି ଧର୍ମୀୟ ଶୋଭାଯାତ୍ରା…

ୟୁପି ରାଜଭବନ ଆଗରେ ପ୍ରସବ କଲେ ମହିଳା

ଲକ୍ଷ୍ନୌ,୧୪ା୮ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚତ୍ବାରେ ବିଳମ୍ବ ହେବାରୁ ଜଣେ ଗର୍ଭବତୀ ମହିଳା ରାଜଭବନ ଗେଟ୍‌ ବାହାରେ ରାସ୍ତାରେ ସନ୍ତାନ ଜନ୍ମ ଦେବାକୁ ବାଧ୍ୟ ହୋଇଛନ୍ତି। ଏଥିସହ ନବଜାତ ଶିଶୁଟିର ମୃତ୍ୟୁ…

ରାଜଭବନ ଗେଟ୍‌ ସାମ୍ନାରେ ସନ୍ତାନ ପ୍ରସବ କଲେ ମହିଳା

ଲକ୍ଷ୍ନୌ,୧୩ା୮: ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌସ୍ଥିତ ରାଜଭବନ ଗେଟ୍‌ ବାହାର ରାସ୍ତାରେ ଜଣେ ଗର୍ଭବତୀ ସନ୍ତାନ ଜନ୍ମ କରିଛନ୍ତି। ଏଥିଯୋଗୁ ରାଜ୍ୟର ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଛି। ଡାକ୍ତରୀ ସହାୟତାରେ ବିଳମ୍ବ ଯୋଗୁ ସାଧାରଣ ନାଗରିକ କିଭଳି…

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ଭଦୋହିରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ରମେଶ ବିନ୍ଦଙ୍କୁ ହତ୍ୟା ମିଳିଛି। ଏନେଇ ସେ ଗୋପିଗଞ୍ଜ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିଛନ୍ତି। ଜଣେ ଅଜଣା ବ୍ୟକ୍ତି ତାଙ୍କୁ ମୋବାଇଲରେ ହତ୍ୟା କରିବାକୁ ଧମକ ଦେଇଥିବା…

ମୁଁ ଭାଜପା ସହ କେବେ ଯିବି ନାହିଁ: ଶରଦ ପାଓ୍ବାର

ପୁଣେ,୧୩।୮: ମହାରାଷ୍ଟ୍ରର ସାଙ୍ଗୋଲାରେ ଜାତୀୟତାବାଦୀ କଂଗ୍ରେସ ଦଳର ପ୍ରତିଷ୍ଠାତା ଶରଦ ପାୱାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଆୟୋଜିତ ଗୁପ୍ତ ବୈଠକ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଶୁଭଚିନ୍ତକ ମୋତେ ବୁଝାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?