ଜାତୀୟ

ଭାଜପା ଛାଡିଲେ ପୂର୍ବତନ ମନ୍ତ୍ରୀ

ହାଇଦ୍ରାବାଦ୍‌,୧୪।୮: ତେଲେଙ୍ଗାନାରେ ପୂର୍ବତନ ମନ୍ତ୍ରୀ ଏ ଚନ୍ଦ୍ରଶେଖର ଭାଜପା ଛାଡି କଂଗ୍ରେସକୁ ଫେରିବାକୁ ଘୋଷଣା କରିଛନ୍ତି। ଚନ୍ଦ୍ରଶେଖର କହିଛନ୍ତି ଯେ, ଦଳର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ଭାଜପା ସଭାପତି ତଥା କେନ୍ଦ୍ର ମନ୍ତ୍ରୀ…

ମୌସୁମୀ ବିପର୍ଯ୍ୟୟ: ହିମାଚଳ ପ୍ରଦେଶରେ ୨୫୭ ମୃତ୍ୟୁ, ୭୦୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ…

ଶିମଲା,୧୪।୮ : ହିମାଚଳ ପ୍ରଦେଶରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି। ବାଦଲ ଫଟା ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ହେତୁ ହିମାଚଳ ପ୍ରଦେଶ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଛି। ଜୁନ ୨୪ ରେ ହିମାଚଳ ପ୍ରଦେଶରେ ମୌସୁମୀ…

ଭାଜପାକୁ ଭୋଟ ଦେଉଥିବା ଲୋକ ରାକ୍ଷସ: ରଣଦୀପ ସୁରଜେୱାଲା

ନୂଆଦିଲ୍ଲୀ,୧୪।୮: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ କିଛି ମାସ ବାକି ଅଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ହରିୟାଣାର କୈଥଲ ଠାରେ କଂଗ୍ରେସର ଜନ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଯୋଗ ଦେଇ…

ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୁପ୍ତଚର ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୮ : ସାରା ଦେଶରେ ୭୭ ତମ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ, ସତର୍କ ସୂଚନା ଜାରି କରି ଗୁପ୍ତଚର ଏଜେନ୍ସି ପକ୍ଷରୁ ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଦେଶର…

ମୋଦିଙ୍କ ଅପିଲ ପରେ ଭାଜପା ନେତା ବଦଳାଇଲେ ‘ଏକ୍ସ’ ଡିପି

ନୂଆଦିଲ୍ଲୀ,୧୪।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଜପାର ୪ ବଡ ନେତାଙ୍କ ଭେରିଫିକେଶନ ଟିକ ଉଭାନ ହୋଇଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂ ଚୌହାନ, ମନୋହର ଲାଲ ଖଟ୍ଟର। ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ…

ଅଗଷ୍ଟ ୧୫ ପତାକା ଉତ୍ତୋଳନରେ ମୋଦିଙ୍କୁ ସହଯୋଗ କରିବେ ଦୁଇ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଲାଲକିଲା ପ୍ରାଚିରରୁ ତ୍ରିରଙ୍ଗା ଉତ୍ତୋଳନ କରିବେ। ଏହି ବର୍ଷ ସ୍ବାଧିନତା ଦିବସରେ ‘ଆଜାଦି କା ଅମୃତ ମହୋତ୍ସବ’ ସମାରୋହର ସମାପନ ହେବ ଓ ୨୦୪୭ ପର୍ଯ୍ୟନ୍ତ…

୫ ବର୍ଷରେ ୮ ଲକ୍ଷ ଛାଡିଛନ୍ତି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ,୧୪।୮ : ଚଳିତ ବର୍ଷ ୨୦୨୩ରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ଭାରତୀୟ ନାଗରିକତ୍ୱ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି। ଗତ ପାଞ୍ଚ ବର୍ଷର ପରିସଂଖ୍ୟାନ ବହୁତ ଚିନ୍ତାର କାରଣ ପାଲଟିଛି। ଏହି ସମୟ ମଧ୍ୟରେ ୮ ଲକ୍ଷରୁ ଅଧିକ…

‘ଶେଷଥର ପାଇଁ ଲାଲକିଲାରେ ତ୍ରିରଙ୍ଗା ଉଡାଇବେ ମୋଦି’, ଜେଡିୟୁର ଦାବି

ପାଟନା,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୭ ତମ ସ୍ବାଧିନତା ଦିବସ ଅମସରରେ ରାଜଧାନୀ ଦିଲ୍ଲୀର ଲାଲକିଲାରେ ପତାକା ଉତ୍ତୋଳନ କରିବେ। ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ କେବଳ ଟାର୍ଗେଟ…

ଏଲଏସିରେ ଭାରତ ଦୃଢ଼ ସୁରକ୍ଷା ପ୍ରସ୍ତୁତି: ୬୮ ହଜାର ଅତିରିକ୍ତ ଯବାନ, ୯୦ ଟ୍ୟାଙ୍କ ମୁତୟନ…

ଲେହ,୧୪।୮ : ଭାରତ ଏଲଏସି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରୁଛି। ପୂର୍ବ ଲଦାଖରେ ଭାରତ ତାଇନା ଅନ୍ତର୍ଜାତୀୟ ସୀମାରେ ୬୮ ହଜାର ଅତିରିକ୍ତ ଯବାନ ଏବଂ ୯୦ ଟ୍ୟାଙ୍କ ନିୟୋଜିତ କରାଯାଇଛି। ମିଗ -୨୯ ସ୍କ୍ବଡ୍ରନ ଏବଂ ଡ୍ରୋନ ମଧ୍ୟ…

ପଠାନକୋଟରେ ସନ୍ଦିଗ୍ଧ ଅନୁପ୍ରବେଶକାରୀ ନିହତ…

ପଠାନକୋଟ,୧୪।୮ : ପଞ୍ଜାବର ପଠାନକୋଟ ଜିଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସଏଫ)ଙ୍କ ଏନକାଉଣ୍ଟରରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ସୋମବାର ବିଏସଏଫର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ମଧ୍ୟରାତ୍ର ପ୍ରାୟ…

ଭାରତ-ଚାଇନା ୧୯ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା: ଡେପସଙ୍ଗ-ଡେମୋଚୋକରୁ ସୈନ୍ୟ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ…

ଲେହ,୧୪।୮ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଅବରୋଧକୁ ନେଇ ସୋମବାର ୧୯ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଲଦାଖ ସହିତ ପୂର୍ବ ସୀମାରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଉଭୟ ଦେଶର…

୭୭ତମ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ସୋମବାର ଅର୍ଥାତ୍‌ ଅଗଷ୍ଟ ୧୪ରେ ଦେଶକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ରବିବାର ଏକ ବୟାନରେ କୁହାଯାଇଛି କି ରାଷ୍ଟ୍ରପତିଙ୍କ ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ରାଷ୍ଟ୍ରୀୟ ନେଟଓ୍ବର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?