ଜାତୀୟ

ଏମ୍‌ଭିଏରେ କୌଣସି ଦ୍ୱନ୍ଦ୍ୱ ନାହିଁ: ସ୍ପଷ୍ଟ କଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୪।୮: ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାୱାରଙ୍କ ସହ ସାକ୍ଷାତକୁ ନେଇ ମହା ବିକାଶ ଅଗାଡି (ଏମ୍‌ଭିଏ)ରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ସୋମବାର ସ୍ପଷ୍ଟ କରିଛନ୍ତି। ପାୱାର…

ଅଧୀର ରଞ୍ଜନଙ୍କ ନିଲମ୍ବନ ଉପରେ ଶୁକ୍ରବାର ହେବ ଯାଞ୍ଚ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ତଥା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଲୋକ ସଭାରୁ ନିଲମ୍ବିତ କରାଯାଇଛି। ଲୋକ ସଭାର ଏକ କମିଟି ଶୁକ୍ରବାର ଅଧୀର ରଞ୍ଜନଙ୍କ ବିରୋଧରେ ହୋଇଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ କରିବ। ଲୋକ ସଭା…

ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ନଓ୍ବାବଙ୍କୁ ସୋମବାର ୫୦ ହଜାର ମୁଚଲିକା ସହିତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହା ବ୍ୟତିତ…

ରାଜ୍ୟପାଳଙ୍କ ଚା’ପାର୍ଟିକୁ ବର୍ଜନ କରିବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ,୧୪।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟପାଳ ଆର.ଏନ ରବିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଷ୍ଟାଲିନ ସୋମବାର କହିଛନ୍ତି ଯେ, ତାମିଲନାଡୁ ସରକାର ସ୍ବାଧୀନତା ଦିବସରେ ରାଜ୍ୟପାଳ ଆର.ଏନ ରବିଙ୍କ ପ୍ରୋ-ନିଟ୍‌ ଷ୍ଟାଣ୍ଡକୁ ବିରୋଧ କରି ତାଙ୍କ ଦ୍ୱାରା…

ନା ଇଣ୍ଟରନେଟ ଉପରେ ନିଷେଧ, ନା କୌଣସି ପ୍ରତିବନ୍ଧକ

ଶ୍ରୀନଗର୧୪।୮: କଶ୍ମୀରରେ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ଭଳି ଜାତୀୟ ଉତ୍ସବ ଅବସରରେ ଉପତ୍ୟକାରେ ପ୍ରଥମେ ଇଣ୍ଟରନେଟ ନିଷେଧ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ତାହା ସେପରି ହେବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଉପତ୍ୟକାରେ ଇଣ୍ଟରନେଟ ସେବା…

ୟୁପି ଉପନିର୍ବାଚନ: ଘୋଷି ଆସନରୁ ଦାରା ସିଂ ଚୌହାନଙ୍କୁ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ମଉ ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାନଚ ପାଇଁ ଭାଜପା ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଦାରା ସିଂ ଚୌହାନଙ୍କୁ ଟିକେଟ୍‌ ଦେଇଛି। ଦଳ ଦାରା ସିଂ ଚୌହାନ ସମାଜବାଦୀ ପାର୍ଟି ଛାଡି ସୁଭାସପା…

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରୟାନ-୩, ମିଶନ ଚନ୍ଦ୍ର ପାଇଁ ବଡ ଦିନ ହେବ ୧୬ ଅଗଷ୍ଟ

ନୂଆଦିଲ୍ଲୀ,୧୪।୮: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ଏବଂ ୧୫୦କି.ମି. x ୧୭୭ କି.ମି. କକ୍ଷପଥରେ ଘୂରି…

‘ଇଣ୍ଡିଆ’ ମେଣ୍ଟରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଚେହେରା! ମେଗା ପ୍ଲାନ ପ୍ରସ୍ତୁତ କରିଛି ଟିଏମସି

କୋଲକାତା,୧୪।୮: ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଗଠିତ ହୋଇଥିବା ୨୬ଟି ଦଳର ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଏଥିପାଇଁ ଅନେକ ନାମ ଉପରେ କଳ୍ପନାଜଳ୍ପନା…

ନୁହରେ ଚାଲୁ ହେଲା ଇଣ୍ଟରନେଟ ସେବା

ନୁହ,୧୪।୮: ହରିୟାଣାର ନୁହ ଜିଲାରେ ଦୁଇ ସପ୍ତାହ ପରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି। ଜିଲାରେ ୩୧ ଜୁଲାଇରେ ଏକ ଧାର୍ମିକ ଶୋଭାଯାତ୍ରା ସମୟରେ ହିଂସା ହୋଇଥିଲା, ଏହାପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଏହା ପୁଣି ଆରମ୍ଭ…

ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୮: ୨୦୦୨ରେ ଗୋଧ୍ରାସ୍ଥିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଜାମିନ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ତିନି ଦୋଷୀଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି ତିନିଜଣ ଦୋଷୀ ଆଜୀବନ…

ମୁଁ ଇଂରାଜୀ ବିରୋଧୀ ନୁହେଁ, କିନ୍ତୁ ଭାରତର ପିଲାମାନେ ମାତୃଭାଷା ସହିତ ହିନ୍ଦୀ ଶିଖିବା ଉଚିତ୍‌: ଅମିତ ଶାହା

ଅହମ୍ମଦାବାଦ,୧୪।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ସ୍ଥାନୀୟ ଭାଷାଗୁଡ଼ିକୁ ସଂରକ୍ଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗୁଜରାଟ ଗସ୍ତରେ ଅହମ୍ମଦାବାଦ୍‌ଠାରେ ଥିବା ଭାରତୀୟ ଶିକ୍ଷା ସଂସ୍ଥାନ(ଆଇଆଇଟିଇ) ର ଦୀକ୍ଷାନ୍ତ ସମାରୋହରେ ସ୍ନାତକୋତ୍ତର ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ…

ରାଜସ୍ଥାନ ସରକାର ସର୍ବଧିକ ଦୁର୍ନୀତିଗ୍ରସ୍ତ: ଭାଜପା…

ଜୟପୁର,୧୪।୮ : ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଜ୍ୟରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବହୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ସମସ୍ତ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?