ଜାତୀୟ

ମଣିପୁର ମହିଳାଙ୍କ ଭିଡିଓ ଭାଇରାଲ ମାମଲା: ଶୁଣାଣି ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ମାମଲାର ଶୁଣାଣି ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି। ବର୍ତ୍ତମାନ…

ମହିଳାଙ୍କ ସହ ବର୍ବରତା ମାମଲାର ଶୁଣାଣି ଆରମ୍ଭ, କେନ୍ଦ୍ର କହିଲା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଯାଞ୍ଚରେ ଆମର କୌଣସି ଆପତ୍ତି ନାହିଁ

ନୂଆଦିଲ୍ଲୀ,୩୧।୭: ମଣିପୁରରେ ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତା ସାରା ବିଶ୍ୱରେ ଦେଶର ମୁଣ୍ଡକୁ ନୁଆଇଁ ଦେଇଛି। ଏହି ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ମଣିପୁରରେ ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ବର୍ବରତା ସହ ଜଡିତ ମାମଲାର…

ଜ୍ଞାନବ୍ୟାପୀକୁ ନେଇ ଯୋଗୀ ଦେଇଥିବା ବୟାନ ଅସାମ୍ବିଧାନିକ: ଓଓ୍ବାଇସି

ନୂଆଦିଲ୍ଲୀ,୩୧।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମସଜିଦକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ଏହାରି ଭିତରେ ଯୋଗୀ ଆଦିତ୍ୟନାଥ ପ୍ରଶ୍ନ ବି କରିଛନ୍ତି କି ସେଠାରେ ତ୍ରିଶୂଳ କ’ଣ କରୁଛି। ଏବେ ଏହା ଉପରେ…

କାଉନସିଲରଙ୍କ ସ୍ବାମୀଙ୍କୁ ଗୁଳିମାଡ଼

ପାଟନା,୩୧।୭: ବିହାର ରାଜଧାନୀ ପାଟଣାର କୁର୍ଜି ଅଞ୍ଚଳ ସୋମବାର ଗୁଳି ଫୁଟିଛି। କାଉନସିଲରଙ୍କ ସ୍ବାମୀ ନୀଲେଶ ମୁଖିଆଙ୍କ ଉପରକୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାରେ ୪ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା…

ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ଉପରେ ପ୍ରସ୍ତାବ ଉପସ୍ଥାପନ, ମମତା କହିଲେ ମୋତେ ଜ୍ଞାନର ଆବଶ୍ୟକତା ନାହିଁ

କୋଲକାତା,୩୧।୭: ମଣିପୁର ହିଂସା ମାମଲା ଗତ ୩ ମାସ ହେବ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବିରୋଧୀ ଲଗାତାର ମୋଦି ସରକାର ଓ କେନ୍ଦ୍ରକୁ ଜବାବ ମାଗି ଚାଲିଛନ୍ତି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ଦାବି କରାଯାଉଛି। ସେପଟେ…

ପୁଅକୁ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତାରେ ମା’ଙ୍କ ନିବେଦନ

ଶ୍ରୀନଗର,୩୧ା୭: ଦକ୍ଷିଣ କଶ୍ମୀରର କୁଲ୍‌ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଯବାନ ଜାଭେଦ୍‌ ଅହମ୍ମଦ ଓ୍ବାନି ଶନିବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି। ହେଲେ ସୋମବାର ମଧ୍ୟାହ୍ନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷେ ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ…

ଦିଲ୍ଲୀ ଅଧ୍ୟାଦେଶ ହେବ ଆଗତ, ହ୍ବିପ ଜାରି କଲା ଏଏପି…

ନୂଆଦିଲ୍ଲୀ,୩୧।୭ : ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସୋମବାର (ଜୁଲାଇ ୩୧) ଏହାର ସମସ୍ତ ରାଜ୍ୟସଭା ଏମପିଙ୍କୁ ଜୁଲାଇ ୩୧ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସେବା ନିୟନ୍ତ୍ରଣ ନିୟମକୁ ବଦଳାଇବା ପାଇଁ…

ମଣିପୁର ହିଂସା ଉପରେ ସରକାର ଆଜି ଆଲୋଚନା ପାଇଁ ପ୍ରସ୍ତୁତ, ସମୟ କହିଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସା ସମ୍ପର୍କରେ ବିରୋଧୀ କ୍ରମାଗତ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜବାବର ଦାବି କରିଆସୁଛନ୍ତି। ଗତ ପ୍ରାୟ ୧୦ ଦିନ ଧରି ସଂସଦର ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ସୂଚନା ପ୍ରଦାନ କରି…

ଜ୍ଞାନବାପିକୁ ମସଜିଦ କହିଲେ ତ ବିବାଦ ହେବ: ଯୋଗୀ

ଲକ୍ଷ୍ନୌ,୩୧।୭: ଜ୍ଞାନବାପିର ଏଏସ୍‌ଆଇ ସର୍ଭେ ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଯଦି ଜ୍ଞାନବାପିକୁ ମସଜିଦ କୁହାଯାଏ, ତେବେ ଏହା ଉପରେ ବିବାଦ ଦେଖାଦେବ। ସେ କହିଛନ୍ତି , ଏହି…

ଖୁବ୍‌ଶୀଘ୍ର ଉଡାଣ ଭରିବ ଜେଟ୍‌ ଏୟାରୱେଜ, ମିଳିଲା ଅନୁମତି

ନୂଆଦିଲ୍ଲୀ,୩୧।୭: ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରୱେଜ ଖୁବ୍‌ଶୀଘ୍ର ପୁଣିଥରେ ଉଡାଣ ଭରିବ। ବିମାନ ଉଡ଼ାଣ ନିୟନ୍ତ୍ରକ ପୁନର୍ବାର ଉଡ଼ାଣ ଆରମ୍ଭ କରିବା ପାଇଁ କମ୍ପାନୀକୁ ଆବଶ୍ୟକ ଅନୁମତି ଦେଇଛନ୍ତି। ଏହା ଆଶା ବଢାଇ ଦେଇଛି ଯେ ବର୍ତ୍ତମାନ…

୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର: ମୁହାଁମୁହିଁ ହେଲେ ଚିଦାମ୍ବରମ-ଜ୍ୟୋତିରାଦିତ୍ୟ…

ମୁମ୍ବାଇ,୩୧।୭ : କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶାସନ ସମୟରେ ନିର୍ମିତ ତଥା ପରିଚାଳିତ ବିମାନବନ୍ଦର ସଂଖ୍ୟା ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିଥିବାର…

୨୦୨୪ରେ ହାରିବା ପରେ ବିଦେଶରେ ପିଜା, ମୋମୋର ମଜା ନେବେ ମୋଦି: ଲାଲୁ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ସେ ଚିନ୍ତିତ ଅଛନ୍ତି ତେଣୁ ସେ ବିଦେଶରେ ସ୍ଥାନ ଖୋଜୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri