ସିଆରପିଏଫରେ ୫ବର୍ଷ ଭିତରେ ୨୩୦ଜଣ କରିଛନ୍ତି ଆତ୍ମହତ୍ୟା
ନୂଆଦିଲ୍ଲୀ,୧୯।୮: ଦେଶର ସର୍ବବୃହତ କେନ୍ଦ୍ରୀୟ ସାମରିକ ବାହିନୀ ସିଆରପିଏଫର ଦୁଇ ଯବାନ ଗତ ୭୨ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। ଏହି ଦୁଇ ଯବାନଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଓ ଅନ୍ୟଜଣେ ନିଜ ରାଇଫଲରେ ନିଜକୁ ଗୁଳି ଚଳାଇଥିବାର ମାମଲା ଦେଖିବାକୁ…
ବାରାଣସୀରେ ନିର୍ବାଚନ ଲଢିଲେ ମୋଦିଙ୍କୁ ଗୁଜରାଟ ପଠାଇଦେବେ ପ୍ରିୟଙ୍କା ଗାନ୍ଧୀ: କଂଗ୍ରେସ ନେତା
ନୂଆଦିଲ୍ଲୀ,୧୯।୮: କଂଗ୍ରେସ ନେତା ରାସିଦ ଅଲଭି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯଦି ପ୍ରିୟଙ୍କା ଗାନ୍ଧୀ ବାରାଣାସୀରୁ ନିର୍ବାଚନ ଲୃନ୍ତି, ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଜରାଟକୁ…
ବଳାତ୍କାର ପୀଡିତାଙ୍କୁ ଦ୍ୱିତୀୟ ଥର ମେଡିକାଲ ଯାଞ୍ଚ ପାଇଁ ଦିଆଗଲା ନିର୍ଦ୍ଦେଶ, ୨୦ ଅଗଷ୍ଟ ସୁଦ୍ଧା ରିପୋର୍ଟ ଦେବ ହସ୍ପିଟାଲ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯।୮: ସୁପ୍ରିମକୋର୍ଟ ଶନିବାର ଏକ ସ୍ବତନ୍ତ୍ର ବୈଠକରେ ଜଣେ ବଳାତ୍କାର ପୀଡ଼ିତାଙ୍କ ଗର୍ଭାବସ୍ଥାକୁ ଶେଷ କରିବାକୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ପୀଡ଼ିତାଙ୍କୁ ପୁନଃ ମେଡିକାଲ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଗଷ୍ଟ ୨୦…
ଭାରତ ସମେତ ୨୫ଟି ଦେଶରେ ଦେଖାଯାଉଛି ଉତ୍କଟ ଜଳ ସଙ୍କଟ, ବର୍ଷକର ଗୋଟିଏ ମାସରେ ଜଳାଭାବରେ ରହୁଛନ୍ତି ୪୦୦କୋଟି ଲୋକ
ନୂଆଦିଲ୍ଲୀ,୧୯।୮: ଗ୍ଲୋବାଲ ଓ୍ବାର୍ମିଂ ପରି ଭାରତ ସମେତ ବିଶ୍ୱର ୨୫ଟି ଦେଶ ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଛି। ଅଧ୍ୟୟନ ଅନୁଯାୟୀ, ଏହି ଦେଶଗୁଡିକରେ ହେଉଥିବା ଜଳ ଯୋଗାଣର ୮୦ ପ୍ରତିଶତରୁ ଅଧିକ ଜଳ ଖର୍ଚ୍ଚ କରୁଛନ୍ତି। ଏହି ଦେଶରେ…
ରାମଲାଲାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ
ଲକ୍ଷ୍ନୌ,୧୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଦିନିଆ ଗସ୍ତରେ ଶନିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ରାମଲାଲାଙ୍କ ଦରବାରରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଅଗ୍ରଗତି ଦେଖିଛନ୍ତି। ଏହି ଅବସରରେ ଶ୍ରୀରାମ ଜନ୍ମଭୂମିର…
ଗର୍ଭବତୀ ହୋଇଥିବା କିମ୍ବା ଗର୍ଭପାତ କରିଥିବା ନାବାଳିକାର ନାମ ରିପୋର୍ଟରେ ପ୍ରକାଶ କରିବେ ନାହିଁ ଡାକ୍ତର: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ,୧୯।୮: ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିବା ନାବାଳିକାର ନାମ ପ୍ରକାଶ କରିବା ଆବଶ୍ୟକ ନୁହେଁ। ଗର୍ଭବତୀ ନାବାଳିକାଙ୍କ ଚିକିତ୍ସା କରୁଥିବା ଡାକ୍ତର ଏନେଇ ନାମ ପ୍ରକାଶ କରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି…
ହେଭି ଡ୍ରପ୍ ସିଷ୍ଟମର ସଫଳ ପରୀକ୍ଷଣ କଲା ବାୟୁସେନା
ନୂଆଦିଲ୍ଲୀ,୧୯।୮: ପ୍ରତିରକ୍ଷା ନିର୍ମାଣରେ ମେକ ଇନ ଇଣ୍ଡିଆ ଅଧୀନରେ ଦେଶ ବଡ ସଫଳତା ହାସଲ କରିଛି। ବାୟୁସେନା ହେବି ଡ୍ରପ୍ ସିଷ୍ଟମର ସଫଳ ପରୀକ୍ଷଣ କରିଥିବା ସୂଚନା ମିଳିଛି। ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଦ୍ୱାରା ବିକଶିତ ପି-୭…
କମିଲା ଟମାଟୋ ଦାମ
ନୂଆଦିଲ୍ଲୀ,୧୯।୮: ଚଢା ଦାମରେ ଟମାଟୋ କିଣୁଥିବା ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତି କର ଖବର। ଅଗଷ୍ଟ ୨୦ରୁ ଟମାଟୋ କିଲୋ ୪୦ ଟଙ୍କାରେ ମିଳିବ। କାରଣ ଏନସିସିଏଫ ଓ ନାଫେଡକୁ ମନ୍ତ୍ରଣାଳୟ ପକ୍ଷରୁ ପୁରୁଣା ଦାମରେ ଟମାଟୋ ବିକ୍ରି କରିବାକୁ…
ଆର୍ଥିକ ସଙ୍କଟ ଦେଇ ଗତି କରୁଛି କେରଳ: କରଜରେ ବୁଡିଛି ରାଜ୍ୟ
ଥିରୁଭାନନ୍ତପୁରମ,୧୯।୮: ସାକ୍ଷରତା ହାରରେ କେରଳ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଏଠାରେ ଅଧିକ ସ୍ବଚ୍ଛଳ ଲୋକ ମଧ୍ୟ ବାସ କରୁଛନ୍ତି। କିନ୍ତୁ କେରଳର ଭାଜପା ନେତା କେ ଜେ ଆଲଫୋନ୍ସ ଦାବି କରିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥା…
ସର୍ଭେ ପାଇଁ ଜାତିଗତ ତଥ୍ୟ ଦେଲେ ଗୋପନୀୟତା ଉଲ୍ଲଘଂନ କିପରି ହେବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯।୮: ଜାତି ସର୍ବେକ୍ଷଣରେ କୌଣସି ବ୍ୟକ୍ତି ନିଜ ଜାତି କିମ୍ବା ଉପ-ଜାତିର ବିବରଣୀ ପ୍ରଦାନ କରନ୍ତି, ତେବେ କ୍ଷତି କ’ଣ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଅଗଷ୍ଟ ୨ରେ ପାଟନା ହାଇକୋର୍ଟରେ ହୋଇଥିବା ଶୁଣାଣିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…
ମଣିପୁରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାରୁ ବିଏସଏଫକୁ ପ୍ରଶଂସା କଲେ ରାଜ୍ୟପାଳ ଅନୁସୁୟା ଉଇକେ
ଇମ୍ଫାଲ,୧୯।୮: ବିଏସଏଫ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ସୋନାଲି ମିଶ୍ର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ରାଜ୍ୟର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଠକରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ମଣିପୁରରେ ଶାନ୍ତି…
ଏଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି -୨୦ ଡିଜିଟାଲ ଅର୍ଥ ମନ୍ତ୍ରୀଙ୍କ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏଆଇ-ସଂଚାଳିତ ଭାଷା ଅନୁବାଦ ପ୍ଲାଟଫର୍ମ ‘ଭାଷିଣୀ’ର…

