ମଧ୍ୟପ୍ରଦେଶରେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କଲେ ଭାଜପା କର୍ମୀ, ଭିଡିଓ ଭାଇରାଲ
ଭୋପାଳ,୪।୭: ମଧ୍ୟପ୍ରଦେଶ ସିଦ୍ଧରେ ଜଣେ ଭାଜପା ନେତା ଜଣେ ମାନସିକ ବିକୃତ ଯୁବକଙ୍କ ଉପରେ ପରିଶ୍ରା କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିଯୁକ୍ତ ଜଣକ ହେଲେ ଭାଜପା ବିଧାୟକ କେଦାରନାଥ ଶୁକ୍ଲାଙ୍କ ପ୍ରତିନିଧୀ।ସେ ନିଶାସକ୍ତ ଅବସ୍ଥାରେ ତଳେ ବସିଥିବା…
ବର୍ଷକ ମଧ୍ୟରେ ଭାଙ୍ଗିବ ସିଦ୍ଦରାମାୟାଙ୍କ ସରକାର: କୁମାରସ୍ବାମୀ…
ବେଙ୍ଗାଲୁରୁ,୪।୭ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଏକ ବଡ଼ ଦାବି କରିଛନ୍ତି । ସେ ମଙ୍ଗଳବାର କହିଛନ୍ତି କର୍ନାଟକରେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ୨୦୧୯ରେ,କିଏ…
ଅଧ୍ୟକ୍ଷ ପଦରୁ ହଟିବା ପରେ କର୍ମୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ସଞ୍ଜୟ କୁମାର…
ହାଇଦ୍ରାବାଦ,୪।୭ : ଭାଜପା ଏହାର ସଂଗଠନରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଏହା ପରେ ମଙ୍ଗଳବାର ଭାଜପା ଅନେକ ରାଜ୍ୟରେ ସଂଗଠନରେ ବଡ଼ ପରିବର୍ତ୍ତନ ଆଣିଛି। ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ଭାଜପାର ପୂର୍ବତନ ମୁଖ୍ୟ ବୃନ୍ଦ…
ଭାଜପା ନିଯୁକ୍ତ କଲା ୪ ନୂଆ ପ୍ରଦେଶ ଅଧ୍ୟକ୍ଷ…
ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ଭାଜପା ସଂଗଠନରେ ବଡ ପରିବର୍ତ୍ତନ ଆଣିଛି। କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଏନଟିଆରଙ୍କ ଝିଅ ତଥା ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡଙ୍କ ସମ୍ପର୍କୀୟ ଡି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର…
ୟୁସିସ ନେଇ ଉଦ୍ଧବ ଦଳ ନରମିଲେ, ସଞ୍ଜୟ ରାଉତ କହିଲେ ଡ୍ରାଫ୍ଟ ଆସୁ, କେହି ଆଇନକୁ ବିରୋଧ କରୁନାହାନ୍ତି…
ମୁମ୍ବାଇ,୪।୭ : କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ବିରୋଧ କରୁଥିବାବେଳେ ଶିବସେନା (ୟୁବିଟି) କ୍ରମାଗତ ଭାବରେ ୟୁସିସି ସପକ୍ଷରେ କହୁଛି। ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମଙ୍ଗଳବାର କହିଛନ୍ତି ଆଇନର କୌଣସି ବିରୋଧ ନାହିଁ…
ମୋଦିଙ୍କ ଭଳି ନାହାନ୍ତି କେହି ନେତା : ଅଜିତ ପାଓ୍ବାର…
ମୁମ୍ବାଇ,୪।୭ : ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ପରିବର୍ତ୍ତନ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି। ସେ ମଭ୍ଗଳବାର କହିଛନ୍ତି ମୋଦିଙ୍କ ଭଳି ନେତା ଦେଶ ତଥା ସମଗ୍ର ବିଶ୍ୱରେ ନାହାନ୍ତି। ମହାରାଷ୍ଟ୍ର…
ଶିନ୍ଦେ ଏବଂ ଅନ୍ୟ ବିଧାୟକ ପଦ ଅଯୋଗ୍ୟତାକୁ ନେଇ ଶ୍ରୀଘ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପହଞ୍ଚିଲେ ଉଦ୍ଧବ ଗୋଷ୍ଠୀ
ନୂଆଦିଲ୍ଲୀ,୪।୭:ବର୍ତ୍ତମାନ ଦେଶର ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ମହାରାଷ୍ଟ୍ରର ରାଜନୈତିକ ବାତାବରଣ ସରଗରମ ରହିଛି। ଏନସିପିରେ ବିଭାଜନ ଏବଂ ପାର୍ଟି ଉପରେ ନିଜ ନିଜର ନିୟନ୍ତ୍ରଣ ପାଇଁ ଦାଦା-ପୁତୁରାଙ୍କ ମଝିରେ ପୁଣି ବିବାଦ ମୁଣ୍ଡ ଟେକିଛି। ତେବେ ଏମଧ୍ୟରେ ଉଦ୍ଧବ ଗୋଷ୍ଠୀ…
ବିଧାନସଭା ନିର୍ବାଚନ ପାଇଁ ସିନ୍ଧିଆ ଏବଂ ତୋମାରଙ୍କ ଗଡରେ ହୁଙ୍କାର ଭରିବେ ପ୍ରିୟଙ୍କା
ନୂଆଦିଲ୍ଲୀ,୪।୭: ଆଗାମୀ ବିଧାନସଭା ନିର୍ବାଚନ ନେଇ ରାଜନୀତି ସରଗରମ ରହିଛି। ଏନେଇ କଂଗ୍ରେସରେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ଜୁଲାଇ ୨୨ରେ ଗୱାଲିଅରରେ ନିଜର ନିର୍ବାଚନ ରାଲି ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୮ ବିଧାନସଭା…
ଜମ୍ମୁ-କଶ୍ମୀରରେ ପୁଣି ଲାଗୁ ହେବ କି ଅନୁଚ୍ଛେଦ ୩୭୦ ? ୩ ବର୍ଷ ପରେ କାହିଁକି ଚର୍ଚ୍ଚା…
ନୂଆଦିଲ୍ଲୀ,୪।୭ : ୨୦୧୯ରେ, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ଅନୁଚ୍ଛେଦ ୩୭୦ ରଦ୍ଦ କରାଯାଇଥିଲା। ତିନି ବର୍ଷ ପରେ ଏହି ପ୍ରସଙ୍ଗରେ ଆଲୋଚନା ପୁଣି ଆରମ୍ଭ ହୋଇଛି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଅନୁଚ୍ଛେଦ ୩୭୦ ଅପସାରଣକୁ କୋର୍ଟରେ ଚ୍ୟାଲେଞ୍ଜ…
କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଇଏସ ଆତଙ୍କବାଦୀ ସଂଗଠନ ନେଟଓ୍ବାର୍କ ବିସ୍ତାର ପାଇଁ କରିଛି ଷଡ଼ଯନ୍ତ୍ର…
ନୂଆଦିଲ୍ଲୀ,୪।୭ : ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ବର୍ତ୍ତମାନ କାଶ୍ମୀରରୁ ଭାରତର କନ୍ୟାକୁମାରୀ ପର୍ଯ୍ୟନ୍ତ ଏହାର ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏହି ଆତଙ୍କବାଦୀ ସଂଗଠନ ଇଣ୍ଟରନେଟର କଳା ଜଗତ ଡାର୍କନେଟ ମାଧ୍ୟମରେ ନୂତନ ସଦସ୍ୟ ନିଯୁକ୍ତ କରୁଛି। ଅନୁସନ୍ଧାନକାରୀ…
ମାନବ ଚୋରା ଚାଲାଣ ପୀଡ଼ିତାଙ୍କୁ ମିଳିବ ଆର୍ଥିକ ସହାୟତା-ଘର…
ନୂଆଦିଲ୍ଲୀ,୪।୭ : ଦେଶରେ ମାନବ ଚୋରା ଚାଲାଣର ନେଟୱାର୍କ ବ୍ୟାପକ ହେବାରେ ଲାଗିଛି। ସୀମାନ୍ତ ରାଜ୍ୟଗୁଡିକରେ ମାନବ ଚାଲାଣ ଅଧିକ ଦେଖାଯାଉଛି। ଯଦିଓ ସୀମା ସୁରକ୍ଷା ବାହିନୀ ସମେତ ଅନ୍ୟାନ୍ୟ ଏଜେନ୍ସି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ସଫଳତା…
ମାନହାନି ମାମଲା: ଝାଡଖଣ୍ଡ ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି
ରାଞ୍ଚି,୪।୭: ମାନହାନି ମାମଲାରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ, ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ବର୍ତ୍ତମାନ ୧୬ ଅଗଷ୍ଟରେ ଏହି…
Archives


