ଜାତୀୟ

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୨୩ା୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଟ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀ ମଙ୍ଗଳବାର ଜୋହାନ୍ସବର୍ଗରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ…

ଶେଷ କିଛି ମିନିଟ୍‌ ଛାତି ଧଡ଼ଧଡ଼

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ଏହି ଶେଷ କିଛି ମିନିଟ୍‌ ସବୁଠୁ କଠିନ ସମୟ ହୋଇଥିଲାବେଳେ ସାରା ଦେଶର ଛାତି ଧଡ଼ଧଡ଼ ହେବ ବୋଲି କୁହାଯାଉଛି। ଏହା କଡ଼ା…

ସେପ୍ଟେମ୍ବର ୭ରୁ ୧୦ ଯାଏ ଭାରତରେ ରହିବେ ବାଇଡେନ, ଜି -୨୦ ଶିଖର ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ,୨୩।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଆସନ୍ତା ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିବନ ମଙ୍ଗଳବାର ଏହି ସୂଚନା…

ଇତିହାସ ରଚିବାକୁ ପ୍ରସ୍ତୁତ ଭାରତ, ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ପୋଲରେ ହେବ ‘ସଫ୍ଟ ଲ୍ୟାଣ୍ଡିଙ୍ଗ୍‌’

ନୂଆଦିଲ୍ଲୀ,୨୩।୮: ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ତୃତୀୟ ଚନ୍ଦ୍ର ମିଶନର ଅଧୀନରେ ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ୍‌) ବୁଧବାର ସନ୍ଧ୍ୟା ୬.୦୪ରେ ଚନ୍ଦ୍ର ପୃଷ୍ଠରେ ଅବତରଣ…

ଗାଡ଼ିରେ ଲେଖା ହେବନି ଜାତି ସୂଚକ ଶବ୍ଦ, ନୋଏଡା ଟ୍ରାଫିକ ପୋଲିସର କଡ଼ା ପଦକ୍ଷେପ…

ଲକ୍ଷ୍ନୌ,୨୨।୮ : ଯେଉଁମାନେ ଉତ୍ତରପ୍ରଦେଶର ଯାନବାହାନରେ ଜାତି ଓ ଧର୍ମ ସୂଚକ ଶବ୍ଦ ଲେଖୁଛନ୍ତି, ସେମାନେ ଏବେ ଆଉ ସୁରକ୍ଷିତ ନୁହଁନ୍ତି। ଏଭଳି ଗାଡି ବିରୋଧରେ ନୋଏଡା ଟ୍ରାଫିକ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଗାଡି ବିରୋଧରେ ଟ୍ରାଫିକ…

ଚନ୍ଦ୍ରର ଦକ୍ଷିଣ ଭାଗରେ କାହିଁକି ଅବତରଣ କରିବ ଚନ୍ଦ୍ରାୟାନ ୩, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୮: ଇତିହାସ ରଚିବାକୁ ଯାଉଛି ଭାରତ। ୨୩ ଅଗଷ୍ଟ ଅର୍ଥାତ୍‌ ବୁଧବାର ଭାରତ ପାଇଁ ବଡ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଚନ୍ଦ୍ରାୟାନ-୩ ଉପରେ ରହିଛି ସାରା ବିଶ୍ୱର ନଜର। ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର୍‌ ଅଲଗା ହେବା…

ମା‘ର ମମତା: ଜୀବନକୁ ଖାତିର ନ କରି ଗୁଣ୍ଡାଙ୍କ ସହ ଲଢ଼ି ବଞ୍ଚାଇଲେ ପୁଅଙ୍କର ଜୀବନ…

ପାଟନା,୨୨।୮ : କୌଣସି ମା ପାଇଁ, ନିଜ ପିଲାମାନଙ୍କଠାରୁ ବଡ଼ କିଛି ନାହିଁ। ମା ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ ଜୀବନ ସହ ବାଜି ଲଗାଇଦେଇଥାନ୍ତି। ଜଣେ ମା ନିଜ ପିଲାମାନଙ୍କ ପ୍ରତି ସ୍ନେହ ଏବଂ ପ୍ରେମ ଆଚରଣ ପ୍ରଦର୍ଶନକରିବା ସହିତ…

ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ନୂତନ ଏନଜିଟି ଅଧ୍ୟକ୍ଷ ନିଯୁକ୍ତ…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାରଙ୍କ ପକ୍ଷରୁ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ବୁଧବାରଠାରୁ ଦାୟିତ୍ୱ ଗ୍ରହଣ କରିବେ। ୬ ଜୁଲାଇ୨୦୨୩ରେ…

ସିବିଆଇ ଡିଆଇଜି ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୋହିତ ଗୁପ୍ତା ଉତ୍ତର ପ୍ରଦେଶ କ୍ୟାଡରର ୨୦୦୬ ବ୍ୟାଚ ଭାରତୀୟ ପୋଲିସ…

ମିଶନ ୨୦୩୦: ଅଶୋକ ଗେହଲଟଙ୍କ କାର୍ଯ୍ୟକ୍ରମରେ ସୋନିଆ-ରାହୁଲଙ୍କ ଫଟୋ ଗାଏବ…

ଜୟପୁର,୨୨।୮ : କଂଗ୍ରେସ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ମୁଖ୍ୟ ଭୂମିକାରେ ଗାନ୍ଧୀ ପରିବାର ରହିଥିବା ଅଭିଯୋଗ ଭାଜପା ତଥା ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଇଥାଏ। ଯୋଜନାଗୁଡିକ କଂଗ୍ରେସ ସରକାରଙ୍କ ନାମରେ ନାମିତ ହୋଇଥିବାବେଳେ ଏହାର ଫାଇଦା ମଧ୍ୟ…

ଦରଦାମ ବୃଦ୍ଧି ଆକାଶଛୁଆଁ, ମୋଦିଙ୍କ ଭାବମୂର୍ତ୍ତି ବଞ୍ଚାଇବା-ପୁଞ୍ଜିପତିଙ୍କୁ ଉପକୃତ କରିବା ପାଲଟିଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ: କଂଗ୍ରେସ…

ନୂଆଦିଲ୍ଲୀ,୨୨।୮ : ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟ ନେଇ କଂଗ୍ରେସ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ଅଭିଯୋଗ କରିଛି ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବା ଏବଂ ଏହାର ପୁଞ୍ଜିପତି…

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କେସିଆରଙ୍କ ପ୍ରାର୍ଥୀ ତାଲିକା ପରାଜୟର ଏକ ନିଶ୍ଚିତ ପଦ୍ଧତି: ପ୍ରକାଶ ଜାଭଡେକର…

ହାଇଦ୍ରାବାଦ,୨୨।୮ : ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର କହିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଆରଏସ ସୁପ୍ରିମୋ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଥିବା ପ୍ରାର୍ଥୀଙ୍କ ତାଲିକା ଏକ ପରାଜୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?