ଚନ୍ଦ୍ର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେଲା ଚନ୍ଦ୍ରାୟନ-୩…
ନୂଆଦିଲ୍ଲୀ,୫।୮ : ଚନ୍ଦ୍ରାୟନ-୩ ଚନ୍ଦ୍ର କକ୍ଷପଥରେ ସଫଳତାରେ ସହ ସ୍ଥାପିତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୫ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ର କକ୍ଷବଥରେ ସ୍ଥାପିତ ହୋଇଛି। ଏହାପରେ ଅଗଷ୍ଟ…
ମୁଁ ବାଚସ୍ପତିଙ୍କୁ ରାହୁଲଙ୍କ ସଦସ୍ୟତା ନେଇ କରିଛି ଫୋନ: ଅଧୀର ରଞ୍ଜନ…
ନୂଆଦିଲ୍ଲୀ,୫।୮ : ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିବା ପରେ ଏବେ ତାଙ୍କ ଲୋକସଭା ସଦସ୍ୟତା ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଗୃହରେ ଦେଖିବାକୁ କଂଗ୍ରେସ କଠିନ ଚେଷ୍ଟା କରୁଛି। ଏହି…
ଡୁରାଣ୍ଡ କପ ୨୦୨୩: ଫୁଟବଲ କେବଳ ଏକ ଖେଳ ନୁହେଁ, ଏକ ଭାବନା ମଧ୍ୟ. କହିଲେ ରାଜନାଥ…
କୋକରାଝର,୫।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଆସାମର କୋକରାଝରରେ ଡୁରାଣ୍ଡ-କପ ୨୦୨୩ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ’ମୁଁ ଶୁଣିଥିଲି ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ପ୍ରତି ଉତ୍ସାହ…
୨୦୦୨ ଗୁଜରାଟ ଦଙ୍ଗା ଘଟଣା: ଜାମିନ ପାଇଲେ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର
ଅହମ୍ମଦବାଦ,୫।୮: ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଲୋକଙ୍କୁ ମିଛ ପ୍ରମାଣ ଯୋଗାଡ କରି ଲୋକଙ୍କୁ ଫସେଇବା ମାମଲାରେ ଗୁଜୁରାଟ ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରାୟ ଦୁଇ ସପ୍ତାହ…
ନୀତୀଶ କୁମାରଙ୍କର କୌଣସି ନିର୍ବାଚନ ଲଢ଼ିବାର ସାହସ ନାହିଁ: ପିକେ…
ପାଟନା,୫।୮ : ଜନ ସୁରାଜ ପଦଯାତ୍ରାର ସଂଯୋଜକ ପ୍ରଶାନ୍ତ କିଶୋର(ପିକେ) ବିହାରର ସାମସ୍ତିପୁରରେ ପଦଯାତ୍ରା ଜାରି ରଖିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ଲୋକସଭା ନିର୍ବାଚନରେ ନୀତୀଶ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ସେ କଟାକ୍ଷ…
ଉଦ୍ଧବ ହିଁ ବଡ଼ ବିଶ୍ୱାସଘାତକ: ଶିନ୍ଦେ…
ମୁମ୍ବାଇ,୫।୮ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କାହାର ନାମ ନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ ବାରମ୍ବାର ଆମକୁ ବିଶ୍ୱାସଘାତକ ବୋଲି କୁହନ୍ତି। କିନ୍ତୁ ସେ ନିଜେ ଜଣେ ବଡ଼ ବିଶ୍ୱାସଘାତକ। ଯାହାଙ୍କ…
ଅସନ୍ତୁଷ୍ଟ ଅଛନ୍ତି ସିନ୍ଧିଆ
ନୂଆଦିଲ୍ଲୀ,୫।୮: ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଏବେଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି। ଦଳ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜ୍ୟ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ଭାବେ ଦାୟିତ୍ୱ ଦେଇଛି।…
କୁଲଗାମରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ: ୩ ଯବାନ ଶହୀଦ…
ଶ୍ରୀନଗର,୫।୮ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ୩ ଜଣ ସେନା ଯବାନ ଶହୀଦ ହୋଇଛନ୍ତି। ହାଲାନ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଶୁକ୍ରବାର ସନ୍ଧ୍ୟାରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।…
ଏହି ସହରରେ ହେବ ଇ.ଣ୍ଡି.ଆ. ମେଣ୍ଟର ଅଗାମୀ ବୈଠକ, ସଞ୍ଜୟ ରାଉତ କଲେ ଘୋଷଣା
ମୁମ୍ବାଇ,୫।୮: ପାଟନା ଓ ବେଙ୍ଗାଲୁର ପୁରେ ପୁଣି ବସିବାକୁ ଯାଉଛି ଇ.ଣ୍ଡି.ଆ. ମେଣ୍ଟର ବୈଠକ। ଶିବସେନା (ଉଦ୍ଧବ ଗୋଷ୍ଠୀ) ଉଦ୍ଧବ ଠାକରେ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ଘୋଷଣା କରିଛନ୍ତି। ବିରୋଧୀ ମେଣ୍ଟର ଆଗାମୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ…
ଶୃଗାଳଙ୍କର ମଧ୍ୟ କିଛି ଭଲ ଗୁଣ ଅଛି , କଂଗ୍ରେସ ନେତା ଏଏପିକୁ କଲେ ଆକ୍ଷେପ: ବିରୋଧୀ ଏକତାରେ ଫାଟ…
ନୂଆଦିଲ୍ଲୀ,୫।୮ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଦଳ ଏକଜୁଟ ହେବାକୁ ଚେଷ୍ଟା କରୁଥିବାବେଳେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମଞ୍ଚକୁ ନେଇ କଂଗ୍ରେସରେ ଅସନ୍ତୋଷ ରହିଛି। ବର୍ତ୍ତମାନ ଦିଲ୍ଲୀ କଂଗ୍ରେସର ବରିଷ୍ଠ…
ଧାରା ୩୭୦ ଉଚ୍ଛେଦର ଦୁଇ ମହା ନାୟକ
ନୂଆଦିଲ୍ଲୀ,୫।୮: ରାଜୀବ ଗୌବା ଏବଂ ଅଜୟ ଭଲ୍ଲା କେନ୍ଦ୍ର ସରକାରଙ୍କର ଟପ୍ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଅନ୍ୟତମ। କାହାଣୀ ପଛର ନାୟକ ପରି ଏମାନେ ହେଉଛନ୍ତି ଧାରା ୩୭୦ ଉଚ୍ଛେଦର ପ୍ରକୃତ ନାୟକ। କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଅମଲାତନ୍ତ୍ରରେ କ୍ୟାବିନେଟ ସଚିବ ରାଜୀବ…
ଦାରିଦ୍ର୍ୟତା ସବୁଠାରୁ ବୃହତ ଜାତି, ଏମପିଙ୍କୁ ମୋଦିଙ୍କ ୫ ମନ୍ତ୍ର..
ନୂଆଦିଲ୍ଲୀ,୫।୮ : ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଛି। ବିରୋଧୀ ଦଳ ଏକ ମହାମେଣ୍ଟ ଇଣ୍ଡିଆ ଗଠନ କରିଛନ୍ତି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଭାଜପା ନେତୃତ୍ୱାଧୀନ ଏନଡିଏ ମଧ୍ୟ ନୀରବ ଭାବରେ…
Archives


