ଜାତୀୟ

କଶ୍ମୀରକୁ କେବେ ଫେରାଇବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୩୦ା୮: ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା କେବେ ଫେରାଇବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଏ ସଂକ୍ରାନ୍ତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୧ ସୁଦ୍ଧା ଏହା ଉପରେ ବିସ୍ତୃତ ବିବରଣୀ…

ଚନ୍ଦ୍ରରେ ଅମ୍ଳଜାନ-ସଲଫରର ସନ୍ଧାନ: ପ୍ରଜ୍ଞାନ ଦେଲା ଖବର…

ନୂଆଦିଲ୍ଲୀ,୨୯।୮ : ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରୟାନ -୩ ର ସଫଳ ଅବତରଣ ପରେ ଇସ୍ରୋ ସମଗ୍ର ବିଶ୍ୱକୁ ଆଉ ଏକ ବଡ଼ ଖୁସି ଖବର ଦେଇଛି। ଇସ୍ରୋ କହିଛି ଚନ୍ଦ୍ରୟାନ ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ସଲଫର, ଆଲୁମିନିୟମ,…

ଚନ୍ଦ୍ରପୃଷ୍ଠରୁ ‘ପ୍ରଜ୍ଞାନର’ ମେସେଜ, “ନମସ୍କାର ପୃଥିବୀବାସୀ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରାୟାନ ୩ ର ସଦ୍ୟତମ ସୂଚନା ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛି। ପୃଥିବୀବାସୀଙ୍କ ପାଇଁ ପ୍ରଜ୍ଞାନ ରୋଭରର ମେସେଜ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ଟ୍ବିଟର)ରେ ପୋଷ୍ଟ କରିଛି। ପ୍ରଜ୍ଞାନ କହିଛି, ନମସ୍କାର ପୃଥିବୀବାସୀ!…

ପରିବେଶରେ ହୋଇଥିବା କ୍ଷତି ପୂରଣ ହୋଇପାରିବ ନାହିଁ : ଜିଏମ ସୋରିଷ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୯।୮ : ଜିଏମ ସୋରିଷର ବ୍ୟବସାୟିକ ଚାଷ ଉପରେ ସ୍ଥିତି ବଜାୟ ରଖିବା ପାଇଁ ଦିଆଯାଇଥିବା ‘ମୌଖିକ ଶପଥ’ ପ୍ରତ୍ୟାହାର ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଏହି ଆବେଦନ ଉପରେ ୨୬ସେପ୍ଟେମ୍ବରରେ ଶୁଣାଣି…

ପଶ୍ଚିମବଙ୍ଗର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଭାଜପା: ମମତା…

କୋଲକାତା,୨୯।୮ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଭାଜପା ରାଜ୍ୟର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଏବଂ ଯଦି ଏହାକୁ ବିରୋଧ ନ ହୁଏ ତେବେ ଜୁନ ୨୦ ରାଜ୍ୟର ପ୍ରତିଷ୍ଠା ଦିବସ ଭାବରେ ପାଳନ ହେବ।…

ଭାରତରୁ ୯କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୯।୮: ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା। ଶ୍ରୀଲଙ୍କା ସରକାରଙ୍କ କ୍ୟାବିନେଟ ମୁଖପାତ୍ର ବାନ୍ଦୁଲା ଗୁନାୱାର୍ଡେନେ କହିଛନ୍ତି, କ୍ୟାବିନେଟ ବୈଠକରେ ଏନେଇ…

ବର୍ଷକରେ ୨୭ ପ୍ରତିଶତ ମହଙ୍ଗା ହେଲାଣି ହରଡ଼ ଡାଲି…

ନୂଆଦିଲ୍ଲୀ,୨୯।୮ : ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଡାଲିର ମୂଲ୍ୟ ହ୍ରାସ ହେବାର ନାମ ନେଉନାହିଁ। ବିଶେଷକରି ହରଡ଼ ଡାଲିର ମୂଲ୍ୟରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଗତ ଏକ ବର୍ଷ ମଧ୍ୟରେ ହରଡ଼ ଡାଲି ୨୭ ପ୍ରତିଶତ ମହଙ୍ଗା ହୋଇଛି।…

ଜମ୍ମୁ କଶ୍ମୀରରେ ମିଳିଲା ‘ପେନ ପିସ୍ତଲ’, ଆଲର୍ଟ ଜାରି

ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବା ସେମାନଙ୍କୁ ବିପଜ୍ଜନକ ଅସ୍ତ୍ର ଯୋଗାଉଛି ପାକିସ୍ତାନ। କଶ୍ମୀରର ବାନ୍ଦିପୋରାରେ ଏକ ’ପେନ ପିସ୍ତଲ’ ମିଳିଥିବା ନେଇ ପୋଲିସ ଆଲର୍ଟ ଜାରି କରିଛି। ଦୀର୍ଘ ୨୧ବର୍ଷ ପରେ ଜମ୍ମୁ କଶ୍ମୀରରେ ଏପରି ମାରଣାସ୍ତ୍ର ଦେଖିବାକୁ…

ନିର୍ବାଚନ ପାଇଁ ଭାଜପା ଆରମ୍ଭ କଲା ଉପହାର ବାଣ୍ଟିବା: ଖାର୍ଗେ…

ନୂଆଦିଲ୍ଲୀ,୨୯।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୦ଟଙ୍କା ହ୍ରାସ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି। ଏହାକୁ ନିର୍ବାଚନ ସହ ଯୋଡି କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି।…

ଫୁଡ ଡେଲିଭରୀ ବୟ ନିଜେ ଭୋକିଲା: କମୁଛି ରୋଜଗାର…

ନୂଆଦିଲ୍ଲୀ,୨୯।୮ : ଅନୁସନ୍ଧାନ ସଂଗଠନ ଏନସିଏଇଆର ଏକ ରିପୋର୍ଟ ଅନୁସାରେ ଫୁଡ ଡେଲିଭରୀ ବୟ ନିଜେ ଭୋକିଲା ରହୁଛନ୍ତିି। ସାଧାରଣ କର୍ମଚାରୀଙ୍କ ଅପେକ୍ଷା ସେମାନଙ୍କୁ ଅଧିକ କାମ କରିବାକୁ ପଡିଥାଏ। ସେମାନଙ୍କ କାର୍ଯ୍ୟ ସମୟ ମଧ୍ୟରେ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି…

ମଣିପୁରରେ ସାନି ହିଂସା: ଗୁଳିମାଡରେ ଜଣେ ମୃତ

ମଣିପୁରରେ ସାନି ହିଂସା: ଗୁଳିମାଡରେ ଜଣେ ମୃତ ଇମ୍ଫାଲ,୨୯।୮: ମଣିପୁରରେ ଜାତିଆଣ ହିଂସା ଥମିବା ବଦଳରେ ଆହୁରି ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ମଙ୍ଗଳବାର ବିଷ୍ଣୁପୁର ଜିଲାର ନାରାୟଣସେନା ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସର ସୂଚନାନୁସାରେ, ଉଭୟ…

ଡାକ୍ତରଖାନାକୁ ଅଣଦେଖା କରୁଛନ୍ତି ସରକାର: ଆଦିତ୍ୟ ଠାକରେ…

ମୁମ୍ବାଇ,୨୯।୮ : ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ମଙ୍ଗଳବାର ବୃହନମୁମ୍ବାଇ ମୁନିସିପାଲ କର୍ପୋରେଶନ (ବିଏମସି) ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମୁମ୍ବାଇର ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଏପରିକି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?