ଜାତୀୟ

‘ଇ.ଣ୍ଡି.ଆ’ ମହାମେଣ୍ଟକୁ ନେଇ ବଡ ଘୋଷଣା କଲେ ନୀତୀଶ କୁମାର,  ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

ପାଟନା,୨।୯: ମୁମ୍ବାଇରେ ଇ.ଣ୍ଡି.ଆ ଆଲାଇନ୍ସର ବୈଠକର ଗୋଟିଏ ଦିନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ନୀତୀଶ କହିଛନ୍ତି।…

ଭାରତର ସୌର ମିଶନ ‘ଆଦିତ୍ୟ-ଏଲ୍‌୧’ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପୂର୍ବତନ କମାଣ୍ଡର କ୍ରିସ ହାଡଫିଲ୍ଡ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରପୃଷ୍ଠରେ ବିଜୟ ହାସଲ ପରେ ସୂର୍ଯ୍ୟ ନମସ୍କାର କରିବାକୁ ଯାଉଛି ଆଦିତ୍ୟ-ଏଲ୧। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରଚିଛି ଇସ୍ରୋ। ତେବେ ପୁଣି ଇସ୍ରୋର ସୌର ମିଶନ ବିଶ୍ୱର ନଜରକୁ ନିଜ ଆଡକୁ ଟାଣି ଆଣିଛି। ଆନ୍ଧ୍ର ପ୍ରଦେଶର…

ଫେସବୁକ ବ୍ୟବହାର କଲେ ଦେବାକୁ ପଡିବ ଅର୍ଥ

ନୂଆଦିଲ୍ଲୀ,୨।୯: ଯଦି ଆପଣ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। ମେଟା ଏହାର ଦୁଇଟି ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ଫି ଆଧାରିତ କରିବାକୁ ନିଷ୍ପତ୍ତି ନେଇଛି…

ଏଫଟିଆଇଆଇ ସଭାପତି ହେଲେ ଆର୍‌ ମାଧବନ୍‌, ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ

ବମ୍ବେ: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ର ସଭାପତି ତଥା ପରିଚାଳନା ପରିଷଦର ଚେୟାରମ୍ୟାନ ହୋଇଛନ୍ତି ଅଭିନେତା ଆର୍‌ ମାଧବନ୍‌। କିଛି ଦିନ ପୂର୍ବେ ତାଙ୍କର ଚଳଚ୍ଚିତ୍ର ‘ରକେଟ୍ରି: ନାମ୍ବି ଇଫେକ୍ଟ’ ଜାତୀୟ ପୁରସ୍କାର ଲାଭ କରିଥିଲା। ଶ୍ରେଷ୍ଠ ବୈଶିଷ୍ଟ୍ୟ…

ଉତ୍‌କ୍ଷେପଣ ହେଲା ‘ଆଦିତ୍ୟ-ଏଲ୍‌୧’

ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ବନ ମହାକାଶ କେନ୍ଦ୍ରର ଉତ୍‌ପେକ୍ଷଣ କରାଯାଇଛି। ପୂର୍ବାହ୍ନ ୧୧.୫୦ରେ‘ଆଦିତ୍ୟ-ଏଲ୍‌୧’ ଉତ୍‌କ୍ଷେପଣ ହୋଇଛି। ‘ପିଏସଏଲ୍‌ଭି-ସି୫୭’ ରକେଟ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ମହାକାଶ ଅଭିମୁଖେ ଯାତ୍ରା…

ଆମ ଦେଶର ନାମ ‘ଭାରତ’, ‘ଇଣ୍ଡିଆ’ ନାମର ବ୍ୟବହାର ବନ୍ଦ କରିବା ଜରୁରୀ: ଆରଏସଏସ ମୁଖ୍ୟ ମୋହନ ଭଗଓ୍ବତ

ଗୁଆହାଟୀ,୨।୯: ଇଣ୍ଡିଆ ବଦଳରେ ଦେଶକୁ ଭାରତ ବୋଲି ସମ୍ବୋଧନ କରନ୍ତୁ। ଏପରି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭଗଓ୍ବତ। ସେ କହିଛନ୍ତି, ଇଣ୍ଡିଆ ବଦଳରେ ଭାରତ ନାମ ବ୍ୟବହାର କରାଯିବା ଉଚିତ। ଏଥିପାଇଁ ମୁଁ ଲୋକଙ୍କୁ ଅନୁରୋଧ…

ଦୁଇ ଭଉଣୀଙ୍କୁ ଗଣବଳାତ୍କାର: ଅଭିଯୁକ୍ତଙ୍କ ରହିଛି ରାଜନୈତିକ ଲିଙ୍କ୍‌

ରାୟପୁର,୨।୯: ରାଖୀ ବାନ୍ଧି ଫେରୁଥିବା ବେଳେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ଛତିଶଗଡ଼ର ରାଜଧାନୀ ରାୟପୁର ଅଞ୍ଚଳରେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ ଗିରଫ…

ବିଶ୍ୱରେ ‘ବେଷ୍ଟ ବ୍ୟାଙ୍କର୍‌’ ଭାବେ ସମ୍ମାନିତ ହେଲେ ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଦେଶ ପାଇଁ ଗର୍ବ ଆଣିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ। ଓଡିଆ ପୁଅ ତଥା ଆରବିଆଇର ଗଭର୍ଣ୍ଣର ଭାବେ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଛନ୍ତି। ଆମେରିକୀୟ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଶକ୍ତିକାନ୍ତଙ୍କୁ ସର୍ବଭାରତୀୟ…

ଜି -୨୦ ସମ୍ମିଳନୀ ପାଇଁ ସୁରକ୍ଷା କଡାକଡି, ଖାକି ନୁହେଁ ନୀଳ ରଙ୍ଗର ସଫାରି ଶୁଟରେ ନଜର ଆସିବେ ଦିଲ୍ଲୀ ପୋଲିସର ଯବାନ

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି। ଦିଲ୍ଲୀର ସୁରକ୍ଷା ପାଇଁ ୪୫ ହଜାର ସୈନିକ ନିୟୋଜିତ ହେବେ, ଯେଉଁଥିରେ ଦିଲ୍ଲୀ ପୋଲିସ ଏବଂ ସେଣ୍ଟ୍ରାଲ ଫୋର୍ସ…

ଆଦିତ୍ୟ-ଏଲ୍‌୧ ପୂର୍ବରୁ ସୂର୍ଯ୍ୟପୃଷ୍ଠରେ ପହଞ୍ଚିସାରିଛି ନାସାର ଏହି ମହାକାଶଯାନ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଇସ୍ରୋ ପୁଣି ଏକ ନୂତନ ଇତିହାସ ରଚିବାକୁ ପ୍ରସ୍ତୁତ। ଇସ୍ରୋ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଆଜି ଆଦିତ୍ୟ-ଏଲ୍‌୧ମିଶନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଇସ୍ରୋ ଏହାର…

ଆଜି ରାୟପୁରରେ ରାହୁଲ ଗାନ୍ଧୀଙ୍କ ବିଶାଳ ସଭା, ୩ ରୁ୪ଲକ୍ଷ ଲୋକ ହେବେ ସାମିଲ

ରାୟପୁର,୨।୯: କିଛି ମାସ ପରେ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨ ଅର୍ଥାତ୍‌ ଶନିବାର ଛତିଶଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।…

୪,୨୦୦କୋଟିରୁ ଅଧିକ ମୂଲ୍ୟର ଅବୈଧ ଔଷଧ ଜବତ କଲା ଆସାମ ରାଇଫଲ୍ସ

ଗୁଆହାଟୀ,୨।୯: ଆସାମ ରାଇଫଲ୍ସକୁ ଏକ ବଡ଼ ସଫଳତା ମିଳିଛି । ଗତ ଚାରି ବର୍ଷ ମଧ୍ୟରେ ଆସାମ ରାଇଫଲ୍ସ ୪୨୦୦କୋଟିରୁ ଅଧିକ ମୂଲ୍ୟର ଅବୈଧ ଔଷଧ ଜବତ କରିଛି। ଆସାମ ରାଇଫଲ୍ସ ମହାନିର୍ଦ୍ଦେଶକ ପିସି ନାୟର କହିଛନ୍ତି, ଗତ ଚାରି ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?