ଜାତୀୟ

ଚନ୍ଦ୍ରରେ ବିଜୟ ଓ ସୂର୍ଯ୍ୟ ନମସ୍କାର ପରେ ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସ-ରେ ପୋଲାରିମିଟର ସାଟେଲାଇଟ’

ବେଙ୍ଗାଲୁରୁ,୨।୯: ଚନ୍ଦ୍ରାୟାନ ୩ ଓ ଆଦିତ୍ୟ-ଏଲ୍‌୧ ପରେ ଇସ୍ରୋ ପରବର୍ତ୍ତୀ ମିଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାର ଇସ୍ରୋ ଦ୍ୱାରା ଆଦିତ୍ୟ-ଏଲ୍‌୧କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ତେବେ ଆସନ୍ତା ବର୍ଷ ଗଗନାୟନ ମିଶନ ବିଷୟରେ ତ ଆମେ ସମସ୍ତେ…

ଏକ ଦେଶ-ଏକ ନିର୍ବାଚନ ସପକ୍ଷରେ ଓ୍ବାଇଏସଆରସିପି ମହା ସଚିବ ବିଜୟସାଇ ରେଡ୍ଡୀ…

ହାଇଦ୍ରାବାଦ,୨।୯ : ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି (ଓ୍ବାଇଏସଆରସିପି ) ସାଧାରଣ ସଚିବ ଭି ବିଜୟସାଇ ରେଡ୍ଡୀ ଶନିବାର ଏକ ଦେଶ-ଏକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଏହା ଦ୍ୱାରା ଦେଶର ହଜାର ହଜାର କୋଟି ଟଙ୍କା…

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି !…

କୋଲକାତା,୨।୯ : କେନ୍ଦ୍ର ସରକାରରେ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି। ଜୁଲାଇ ୧ ରୁ ମହଙ୍ଗା ଭତ୍ତା (ଡିଏ) ଏବଂ ପ୍ରିୟତା ରିଲିଫ (ଡିଆର) ରେ ଚାରି ପ୍ରତିଶତ ବୃଦ୍ଧି ପ୍ରାୟ ନିଶ୍ଚିତ…

‘ବହୁ ବିବାହ’ ଉପରେ ଲାଗିବ ପ୍ରତିବନ୍ଧକ, ୪୫ଦିନ ମଧ୍ୟରେ ଆସିବ ବିଲ୍‌

ନୂଆଦିଲ୍ଲୀ,୨।୯: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବହୁ ବିବାହ ପ୍ରଥା ବିରୋଧରେ ଆଇନ ଆଣିବାକୁ ଯାଉଛନ୍ତି। ବହୁ ବିବାହ ପ୍ରଥା ଉପରେ ରୋକ୍‌ ଲଗାଇବା ପାଇଁ ଖୁବଶୀଘ୍ର ବିଲ ପ୍ରସ୍ତୁତ କରୁଛନ୍ତ ସରକାର। ଏ ବାବଦରେ ଜାରି କରାଯାଇଥିବା ସର୍ବସାଧାରଣ…

ନିଜ ମନ୍ତ୍ରୀମାନଙ୍କ ପାଇଁ ୩୩ଟି ଦାମୀ ଗାଡି କିଣିବେ ସିଦ୍ଧରମେୟା ସରକାର

ବେଙ୍ଗାଲୁରୁ,୨।୯: ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କର୍ନାଟକର ୭୫ ପ୍ରତିଶତ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବା ସହ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଏପରି ସମୟରେ କର୍ନାଟକ ସରକାର ନିଜ ମନ୍ତ୍ରୀଙ୍କ ପାଇଁ ୩୩ଟି ବିଳାସପୂର୍ଣ୍ଣ କାର…

ଖୁବଶୀଘ୍ର ‘ସ୍ଲିପ୍‌’ ମୋଡ୍‌କୁ ଯିବେ ପ୍ରଜ୍ଞାନ, ବିକ୍ରମ

ବେଙ୍ଗାଲୁରୁ,୨।୯: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରାୟାନ ୩ମିଶନର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର୍‌ ବିକ୍ରମ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଜ୍ଞାନ ଲ୍ୟାଣ୍ଡର୍‌ ଠାରୁ ପ୍ରାୟ ୧୦୦…

ଦୁଇ ଦିନିଆ ଜାକର୍ତ୍ତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣ କ୍ରମେ ୨୦ତମ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ୬ ଓ ୭ସେପ୍ଟେମ୍ବରରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ ବୋଲି ଜଣାପଡିଛି। ଶିଖର ସମ୍ମିଳନୀରେ ଭାରତ-ଏସିଆର ସମ୍ପର୍କର ଅଗ୍ରଗତି ସମୀକ୍ଷା…

ଦେଶର ପ୍ରଥମ ସୋଲାର ମିଶନ ଲଞ୍ଚିଂ ସଫଳ, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ- ଏଲ ୧ର ସଫଳ ଲଞ୍ଚିଂ ଅବସରରେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାର କହିଛନ୍ତି, PSLV XL ପୂର୍ବପରି ନିଜର କାର୍ଯ୍ୟ କରିସାରିଛି। ଏହାର ଏକ ସଠିକ ପଥ ଥିଲା ଏବଂ ଏହାକୁ…

ବିନୟ ଶ୍ରୀବାସ୍ତବ ହତ୍ୟାକାଣ୍ଡ: କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ଉପରେ ଆର୍ମସ ଆକ୍ଟରେ ଏଫଆଇଆର

ଲକ୍ଷ୍ନୌ,୨।୯: ବିନୟ ଶ୍ରୀବାସ୍ତବ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀ କ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ବିରୋଧରେ ଆର୍ମସ ଆକ୍ଟ ଅନୁଯାୟୀ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ବିକାଶଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ସହିତ ବିନୟଙ୍କୁ ତାଙ୍କ ବନ୍ଧୁମାନେ ଗୁଳି କରିଥିଲେ।…

ଛୁଟିଦିନରେ ବି ଦେଶସେବା କରିବେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨।୯: ଭାରତୀୟ ସେନାର ଯବାନମାନେ ଛୁଟିଦିନରେ ମଧ୍ୟ ଦେଶ ସେବାରେ ନିୟୋଜିତ ରହିବେ। ଯବାନମାନେ ଛୁଟି ସମୟରେ ସାମାଜିକ ସେବାରେ ଅଂଶଗ୍ରହଣ କରନ୍ତୁ ବୋଲି ଆଶା ପ୍ରକାଶ କରିଛି ଭାରତୀୟ ସେନା। ଦେଶର ସମସ୍ତ ସେନା ବାହିନୀକୁ ସେମାନଙ୍କ ମତାମତ ଦେବାକୁ…

ମରାଠା ସଂରକ୍ଷଣ ହିଂସାକୁ ନେଇ ଆକ୍ସନ ମୁଡରେ ପୋଲିସ, ୩୬୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୨।୯: ମହାରାଷ୍ଟ୍ରର ଜାଲନା ଜିଲାରେ ମରାଠା ସଂରକ୍ଷଣ ପାଇଁ ହେଉଥିବା ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି। ଏଥିରେ ପୋଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ସମୟରେ ପୋଲିସ ଏହି…

ଜି – ୨୦ ବୈଠକ ସମୟରେ କାନାଡାରେ ପାଳନ କରାଯିବ ଖଲିସ୍ତାନ ରେଫରେଣ୍ଡମ

ନୂଆଦିଲ୍ଲୀ,୨।୯: ଗୋଟିଏ ପଟେ ଯେଉଁଠାରେ ଦେଶର ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେବ, ଅନ୍ୟ ପଟେ ଖାଲିସ୍ତାନ ସମର୍ଥକମାନେ କାନାଡାର ସରକାରୀ ବିଦ୍ୟାଳୟରେ ଖାଲିସ୍ତାନ ରେଫରେଣ୍ଡମ ପାଳନ କରିବାକୁ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ କାନାଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?