ଚାଇନା ନାଗରିକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ କୋଷ୍ଟଗାର୍ଡ
ମୁମ୍ବାଇ,୧୭।୮: ସବୁ ଦେଶକୁ ସାହାର୍ଯ୍ୟ କରି ଭାରତ ବିଶ୍ୱରେ ନିଜକୁ ପରିଚିତ କରାଇଛି। ତେବେ ପୁଣି ଏହାର ଏକ ନମୁନା ଦେଖିବାକୁ ମିଳିଛି। ଭାରତୀୟ ତଟରକ୍ଷୀ ବାହିନୀ ବିଦେଶୀ ଜାହାଜରେ ଥିବା ଜଣେ ଗୁରୁତର ରୋଗୀ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କରିଛି।…
ପୂର୍ବରୁ ହିନ୍ଦୁଥିଲେ ମୁସଲମାନ, ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ…
ଶ୍ରୀନଗର,୧୭।୮ : ଡେମୋକ୍ରାଟିକ ପ୍ରଗତିଶୀଳ ପାର୍ଟି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୁଲାମ ନବୀ ଆଜାଦ ଜମ୍ମୁ-କଶ୍ମୀରର ଲୋକଙ୍କୁ କହୁଛନ୍ତି ହିନ୍ଦୁ…
କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ୩ଟି ମାମଲା ରୁଜୁ
ନୂଆଦିଲ୍ଲୀ,୧୭।୮: ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ରୁଜୁ ହୋଇଛି ୩ଟି ଏଫଆଇଆର। ତେଲେଙ୍ଗାନା ପୋଲିସ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ରେଡ୍ଡୀଙ୍କ ବିରୋଧରେ ତିନୋଟି ଏଫଆଇଆର୍ ପଞ୍ଜିକୃତ ହୋଇଥିବା ପୋଲିସ କହିଛି। ରେଡ୍ଡୀ ରାଜ୍ୟରେ…
ଭାରତରେ ଡବ୍ଲୁଏଚଓ ଡିଜିଟାଲ ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରଥମ ଶିଖର ସମ୍ମିଳନୀ: ୪୨ ଦେଶ ଯୋଗଦେବେ…
ନୂଆଦିଲ୍ଲୀ,୧୭।୮ : ସମଗ୍ର ବିଶ୍ୱ ବର୍ତ୍ତମାନ ଭାରତର ଉନ୍ନତ ସ୍ବାସ୍ଥ୍ୟ ନୀତି ଆପଣାଇବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ ) ସହଯୋଗରେ ଭାରତ ଅଗଷ୍ଟ ୧୯ ରେ ଗୁଜରାଟର ଗାନ୍ଧିନଗରରେ ପ୍ରଥମ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏଥିରେ ଡବ୍ଲୁଏଚଓ…
୯ ରାଜ୍ୟରେ ସମ୍ପ୍ରସାରଣ ହେବ ରେଳପଥ, ଖର୍ଚ୍ଚ ହେବ ୩୨,୫୦୦ କୋଟି…
ନୂଆଦିଲ୍ଲୀ,୧୭।୮ : ଅଥନୈତିକ ବ୍ୟାପାର ଉପରେ କ୍ୟାବିନେଟ କମିଟି ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟରେ ଭାରତୀୟ ରେଳର ସାତୋଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କେନ୍ଦ୍ର ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ…
ଦୁଇଦିନିଆ ଗସ୍ତରେ ଲଦାଖ ଯିବେ ରାହୁଲ
ନୂଆଦିଲ୍ଲୀ,୧୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଲଦାଖ ଗସ୍ତରେ ଯିବେ। ଦଳ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ଗୁରୁବାର ଏବଂ ଶୁକ୍ରବାର ଦିନ ଦୁଇ ଦିନିଆ ଲଦାଖ ଗସ୍ତରେ ଯିବେ। ସୂଚନାଯୋଗ୍ୟ, ପୂର୍ବରୁ ରାହୁଲ ଦୁଇଥର ଜମ୍ମୁ…
ଆର୍ପିଏଫ୍ କନ୍ଷ୍ଟେବଳ ବହିଷ୍କୃତ
ମୁମ୍ବାଇ,୧୭।୮: ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଆର୍ପିଏଫ୍ କନ୍ଷ୍ଟେବଳ ଚେତନ ସିଂଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଗତ ୧୧ ତାରିଖରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେବା ପରେ ଚେତନ ବର୍ତ୍ତମାନ…
ଡବ୍ଲୁଏଚ୍ଓ ମୁଖ୍ୟଙ୍କୁ ‘ତୁଳସୀ ଭାଇ’ ବୋଲି ଡାକିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୬।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଗେବ୍ରେୟେସସ୍ ବୁଧବାର ଭାରତରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଛନ୍ତି। ସେ ଗେବ୍ରେୟେସସଙ୍କୁ ‘ତୁଳସୀ ଭାଇ’ ବୋଲି ସମ୍ବୋଧିତ କରିଥିଲେ। ଗୁଜରାଟର ଗାନ୍ଧିନଗରରେ ଆୟୋଜିତ ହେବାକୁ ଥିବା…
ଏହି ଷ୍ଟେଶନରୁ ୬ ଟ୍ରେନ୍ ୧ ମାସ ପାଇଁ ହେବ ବାତିଲ
ଜୟପୁର,୧୬ା୮: ଯଦି ଆପଣ ଜୟପୁର ଜଙ୍କସନରୁ ଟ୍ରେନ୍ରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଟ୍ରେନର ଅବସ୍ଥାନ ଜାଣିରଖନ୍ତୁ। ଆସନ୍ତା କିଛି ଦିନ ମଧ୍ୟରେ ଜୟପୁର ରେଳ ଷ୍ଟେଶନରୁ ଚାଲୁଥିବା ୬ଟି ଟ୍ରେନ୍ ୧ ମାସ ପାଇଁ ଆଂଶିକ ବାତିଲ…
ଭାଜପାରୁ କୌଣସି ଅଫର୍ ମିଳିନାହିଁ: ଶରଦ ପାଓ୍ବାର
ପୁଣେ,୧୬।୮: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ବୁଧବାର ଭାଜପାରୁ କୌଣସି ଅଫର୍ ମିଳି ନ ଥିବା ସ୍ପଷ୍ଟ କରିଛନ୍ତି। ଶରଦ ପାୱାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ବାନଙ୍କ ଦାବିକୁ ଖଣ୍ଡନ…
ରଘୁବଂଶ କଥା ଉଠାଇଲେ ମେହବୁବା
ନୂଆଦିଲ୍ଲୀ,୧୬।୮: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ବୁଧବାର ସୁପ୍ରିମକୋର୍ଟ ଧାରା ୩୭୦ ମାମଲାର ଶୁଣାଣି କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି। ଏହି ସମୟରେ ସେ ପ୍ରଭୁ ରାମଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଧାରା ୩୭୦…
କେନ୍ଦ୍ର କ୍ୟାବିନେଟ୍: ଇ-ବସ୍ ସେବା, ବିଶ୍ୱକର୍ମା ଯୋଜନାକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୧୬ା୮: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ।…
Archives


