ମହିଳାଙ୍କୁ ରକ୍ଷା ବନ୍ଧନର ଉପହାର ଦେବେ କର୍ନାଟକ ସରକାର, ପ୍ରତି ମାସରେ ମିଳିବ ୨୦୦୦ ଟଙ୍କା
ବେଙ୍ଗାଲୁରୁ,୨୮।୮: କର୍ନାଟକର ସିଦ୍ଦରାମାୟା ସରକାର ଗୃହଲକ୍ଷ୍ମୀ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍ପି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ବୁଧବାର ଗୃହଲକ୍ଷ୍ମୀ ଯୋଜନା ଆରମ୍ଭ କରିବେ। ଖାର୍ଗେ ଏବଂ ରାହୁଲଙ୍କ…
ଶିବଶକ୍ତି ପଏଣ୍ଟ ନିକଟରେ ଘୂରୁଛି ପ୍ରଜ୍ଞାନ ରୋଭର
ବେଙ୍ଗାଲୁରୁ,୨୮।୮: ଚନ୍ଦ୍ରୟାନ-୩ର ସଫଳତା ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ର ସମ୍ପର୍କିତ ସୂଚନା ଏକତ୍ର କରି ଲଗାତାର ଭାବେ ଇସ୍ରୋ ବୈଜ୍ଞାନିକଙ୍କ ନିକଟକୁ ପଠାଉଛନ୍ତି। ଆଉ ସେହି ସବୁ ତଥ୍ୟକୁ ଇସ୍ରୋ ସାରା ବିଶ୍ୱବାସୀଙ୍କୁ ଜଣାଉଛି। ଅଗଷ୍ଟ ୨୩…
ଟମାଟୋ କିଲୋ ୨୦ ଟଙ୍କା
ବେଙ୍ଗାଲୁରୁ,୨୮।୮: ସାରା ଦେଶରେ ଟମାଟୋ ଦାମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ରୋଷେଇ ଘରୁ ଯେମିତି ଉଭାନ ହୋଇ ଯାଇଥିଲା। ଏବେ କିନ୍ତୁ ଏହାର ଦାମ କମ ହୋଇଯାଇଛି। କିଛି ସପ୍ତାହ ପୂର୍ବରୁ ବଜାରରେ ଟମାଟୋ ଦାମ ୧୪୦ ଟଙ୍କାରୁ…
‘ଇଣ୍ଡିଆ’ ମେଣ୍ଟ ୩ୟ ବୈଠକ ପୂର୍ବରୁ ଜୟନ୍ତ ଚୌଧୁରୀଙ୍କ ବଡ଼ ବୟାନ, କହିଲେ କେଉଁ ପ୍ରସଙ୍ଗ ଉପରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୨୮।୮: ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ବିରୋଧୀ ଦଳ ମିଳିତ ଭାବେ ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି। ପାଟନା ଏବଂ କର୍ନାଟକରେ ‘ଇଣ୍ଡିଆ’ର ଦୁଇଟି ବୈଠକ ପରେ ମୁମ୍ବାଇରେ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର୧ରେ ତୃତୀୟ ବୈଠକ…
ଚୋରାଚାଲାଣ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି: ୩୫ ନିର୍ଦ୍ଦୋଷରେ ଖଲାସ, ୫୨ ଜଣଙ୍କୁ ୩ ବର୍ଷ ଜେଲ
ପାଟନା,୨୮।୮: ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଚୋରାଚାଲାଣ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ରାୟ ଦେଇଛନ୍ତି। ସ୍ବତନ୍ତ୍ର ସିବିଆଇ ବିଚାରପତି ବିଶାଲ ଶ୍ରୀବାସ୍ତବଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୨୫ ଅଭିଯୁକ୍ତଙ୍କ ମଧ୍ୟରୁ ୩୫ ଅଭିଯୁକ୍ତ ନିର୍ଦ୍ଦୋଷରେ…
‘ରୋଜଗାର ଦେବା ଆମର ସବୁଠୁ ବଡ଼ ପ୍ରାଥମିକତା’
ନୂଆଦିଲ୍ଲୀ,୨୮ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ଏହି ଅମୃତବେଳାରେ ଦେଶର ସ୍ବାଧୀନତା…
ଏହା ପ୍ରତିଶୋଧର ରାଜନୀତି ନୁହେଁ, ଆମେ କେବଳ ନ୍ୟାୟ ଚାହୁଁଛୁ: ଶିବକୁମାର
ବେଙ୍ଗାଲୁରୁ,୨୮।୮: କରୋନା ସମୟରେ ଭାଜପା ସରକାର ସମୟରେ ଡାକ୍ତରଖାନାରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ କରିବେ କର୍ନାଟକ ସରକାର। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ, ତାଙ୍କ ସରକାର ପ୍ରତିଶୋଧର ରାଜନୀତି କରୁନାହାଁନ୍ତି, କେବଳ ସେ ଲୋକମାନଙ୍କୁ ନ୍ୟାୟ ମିଳୁ…
ପ୍ରଧାନମନ୍ତ୍ରୀ ଧନଜନ ଯୋଜନା ଆକାଉଣ୍ଟ ସଂଖ୍ୟା ଟପିଲା ୫୦୦ ନିୟୁତ…
ନୂଆଦିଲ୍ଲୀ,୨୮।୮ : ଦୁନିଆର ସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତି ମିଶନ ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନାର ଆକାଉଣ୍ଟ ସଂଖ୍ୟା ସୋମବାର ୫୦୦ ମିଲିୟନ ଅତିକ୍ରମ କରିଛି। ଯୋଜନା ଆରମ୍ଭ ହେବାର ନଅ ବର୍ଷ ପରେ ଏଥିରେ ୨ ଲକ୍ଷ କୋଟିରୁ ଅଧିକ ଜମା…
‘ଦିନରେ ସ୍ବପ୍ନ ଦେଖୁଛନ୍ତି ଅମିତ ଶାହା’
ହାଇଦ୍ରାବାଦ୍,୨୮।୮: ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା ରଭୁଲା ଶ୍ରୀଧର ରେଡ୍ଡୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି। ଅମିତ ଶାହା ଦିନରେ ସ୍ବପ୍ନ ଦେଖୁଛନ୍ତି। ଚଳିତ ବର୍ଷ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାଜପା ୫ରୁ…
୬୫ ବର୍ଷ ମଧ୍ୟରେ ବିଦ୍ୟୁତ କମ୍ପାନୀ କଲା ୪୨୨ କୋଟି ଲାଭ…
ପାଟନା,୨୮।୮ : ବିହାରର ୬୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ବିହାର ରାଜ୍ୟ ବିଦ୍ୟୁତ ବୋର୍ଡ (ବିଏସଇବି) ଏବଂ ଡିସକମ ୪୨୨.୬୮ କୋଟି ଲାଭ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ସ୍ମାର୍ଟ ପ୍ରିପେଡ ଏନର୍ଜି ମିଟର ଦ୍ୱାରା ପରିଚାଳିତ…
‘ଓମକାରା’ ଫିଲ୍ମରେ ମୋ ଝିଅ କାମ କରିନାହିଁ: ସ୍ପଷ୍ଟ କଲେ ମେହବୁବା ମୁଫତି
ଶ୍ରୀନଗର,୨୮।୮: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଇ ଇରଟିକା ମୁଫତି ଓମକାରା ଫିଲ୍ମରେ ଅଭିନୟ କରିନାହାଁନ୍ତି। ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ମେହବୁବା। ସୋସିଆଲ ମିଡିଆ ୟୁଜର୍ସ ଇମତିଆଜ ମେହମୁଦଙ୍କୁ ଟାର୍ଗେଟ କରି ମୁଫତି କହିଛନ୍ତି ଯେ, ମୁଁ…
ମାନବ ବୁଦ୍ଧିର ସ୍ଥାନ ନେଇ ପାରିବ ନାହିଁ ଏଆଇ: ହାଇକୋର୍ଟ…
ନୂଆଦିଲ୍ଲୀ,୨୮।୮ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ମାନବ ବୁଦ୍ଧିର ସ୍ଥାନ ନେଇ ପାରିବ ନାହିଁ। ଚାଟ ଜିପିଟି ଏକ ଅଦାଲତରେ ଆଇନଗତ କିମ୍ବା ବାସ୍ତବ ପ୍ରସଙ୍ଗ ଉପରେ ନିଷ୍ପତ୍ତିର ଆଧାର ହୋଇପାରିବ ନାହିଁ ।…
Archives


